Latest Odisha News

BREAKING NEWS

Browsing Category

ସାହିତ୍ୟ

ରାଧାଚୂଡ଼ା: ଏକ ପ୍ରେମକବିତା

ରାଧାଚୂଡ଼ା: ଏକ ପ୍ରେମକବିତା ରତ୍ନମାଳା ସ୍ୱାଇଁ ଝର୍କା ଖୋଲିଲେ ରାଧାଚୂଡ଼ା ! ସବୁ ଉତ୍ତେଜନାର ଲାଲ ରଙ୍ଗ କୃଷ୍ଣଚୂଡ଼ା ନେଇଗଲା ପରେ ପ୍ରତୀକ୍ଷାର ନିଥରପଣ ହଳଦିଆ ରଙ୍ଗ ହୋଇ ଝୁଲୁଥାଏ ରାଧାଚୂଡ଼ା ଫୁଲର ଦେହରେ ! ଯେମିତି ଆପେକ୍ଷାରତା କୁଆଁରୀର ହଳଦୀମଖା ଦେହ କି ଅଳତାର…

ଭୁଲ୍‍ ବୁଝାମଣା

ଭୁଲ୍‍ ବୁଝାମଣା ବଳଭଦ୍ର ରଥ ଦେଖ ଗୋଟେ ଭୁଲ୍ ବୁଝାମଣା ହିଁ କେମିତି ଗଢିଦେବାକୁ ଯାଉଛି ବିରାଟ ପ୍ରାଚୀର ଦୁଇଭାଗ କରିଦେବାକୁ ବସିଛି ସଂପର୍କର ସୌଧ... ଏ ପ୍ରାଚୀରର ପରିଚୟ କ'ଣ ହେବ, ଅଧାଗଢା ସ୍ୱପ୍ନ ନା ଅବିଶ୍ୱାସ ଓ ଆହତର ମନ, ନା ହେବ ଅସୀମ ଅଭିଶପ୍ତର ଅଭିଲେଖ...…

ପୁଣି ଥରେ  ଶକ୍ତି ମହାନ୍ତି ଯଦି ମୁଁ ସବୁକିଛି ଭୁଲିଯାଇ ପୁଣି ତତେ ଭଲପାଇ ବସେ ମନହରୀ ଦୋକାନରେ ଅତରର ଦର ବୁଝି ଆଖିରେ ପ୍ରୀତିର କଜ୍ୱଳ ଭରି ତୁ ଆସିବୁ ଫେରି ଯଦି ସେ ଅତରର ଠିପି ମୋ ଦେହ ପରି ବାସେ... ଯଦି ମୁଁ ସବୁକିଛି ଭୁଲିଯାଇ ପୁଣିଥରେ ତୋ ପାଖକୁ ଆସେ ଅଧାନିଦ…

ଜହ୍ନ ରହିବନି ଜହ୍ନ ହୋଇ

ଜହ୍ନ ରହିବନି ଜହ୍ନ ହୋଇ ରାଜେଶ ପୂଜାରୀ କଳଙ୍କର କାଦୁଅରେ ଗୁରୁଣ୍ଡି ଗୁରୁଣ୍ଡି ସେ ଲେଖୁଛି ଆପଣା ମନ୍ଦ ଭାଗ୍ୟର କପଟ କବିତା ନିଜ ଛାତିରେ ଗତ ପୂର୍ଣ୍ଣିମାରୁ ନୂଆଁ ଜହ୍ନଟେ ସଜେଇ ସାରିଥିବା ଆକାଶ ପାଖରୁ ଛାଡ଼ପତ୍ର ପାଇଲା ଯେବେ ଠାରୁ...! ଏଇଠୁ ଏମିତି ନିରେଖିବ…

ଲେଖକ ଓ ଅର୍ଥନୀତିଜ୍ଞ ବାସୁଦେବ ସାହୁଙ୍କ ପରଲୋକ

ଭୁବନେଶ୍ୱର: ବିଶିଷ୍ଟ ଅର୍ଥନୀତିଜ୍ଞ ଭାବେ ଜଣାଶୁଣା ସୁଲେଖକ ଡ. ବାସୁଦେବ ସାହୁଙ୍କର ଗତ ୧୯ ତାରିଖ ରାତି ୧୦ଟା ୩୦ରେ ପୁରୁଣା ଭୁବନେଶ୍ୱରସ୍ଥିତ ବାସଭବନରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା । ରାସ୍ତା ଦୁର୍ଘଟଣା କାରଣରୁ ସେ କିଛିଦିନ ହେବ କୋମାରେ ଥିଲେ ।…

ରିଂ ରୋଡ୍ ଜଳଛତ୍ରରେ ପାଣି ବାଣ୍ଟୁଥିବା ପିଲାଟି…

ରିଂ ରୋଡ୍ ଜଳଛତ୍ରରେ ପାଣି ବାଣ୍ଟୁଥିବା ପିଲାଟି... ଜ୍ଞାନୀ ଦେବାଶିଷ ମିଶ୍ର ଦିନ ଦି’ପହରଟାରେ, କୋଉ ଲୋକରୁ ଆସିଲ ହେ ପ୍ରଭୁ! ଅଣ୍ଟା ଗାମୁଛାକୁ ମୁଣ୍ଡରେ ପକଉନ! ତମ ଦେହସାରା ତ ଛତାଚିରା ଖରା, ଗୋଟେ ମସିଆ ପାଣି ବୋତଲରେ ବହଳେ କୋଚଟର ନେଳିଆ ଛାଇ । କୁଆଡ଼ୁ କିମିତି ଆସିଲ…

ମହା ଝଡ଼

ମହା ଝଡ଼ ସୁକୁବିନା (ଜାପାନୀ) ସକାଳୁ ସାମାନ୍ୟ ପବନ ବୋହିବା ଆରମ୍ଭ କରିଥିଲା । ତିନିଦିନ ତଳୁ ଖବରକାଗଜ ଟିଭିରେ କହୁଥିଲା ଝଡ଼ ହେବ - ଆଜି ହେବ କାଲି ହେବ କହି କହି ହେଲାନି; ତିନି ଦିନ ବିତିଗଲାଣି । ପବନ ଏ ଦୁଇ ତିନିଦିନ ଯେମିତି ହେଉଥିଲା ପ୍ରାୟ ସେମିତି ବା ଟିକିଏ ବେଶୀ । ଏଣୁ…

ଯେ ପକ୍ଷୀ ଯାଇଛି ଉଡ଼ି

ଯେ ପକ୍ଷୀ ଯାଇଛି ଉଡ଼ି ଡ. ବିବୁଧରଂଜନ ସବୁଦିନପରି ସେଦିନ ବି ଯାଉ ଯାଉ ବଡ଼ଗଛଟା ଉପରେ ଗୋଟେ ଖୁବ୍ ସୁନ୍ଦର ହଳଦୀବସନ୍ତ ଚଢେଇ ବସିଥିବାର ଦେଖିଲି । ମୋ ପାଦ ଆପେ-ଆପେ ଥମିଗଲା । ମୁଁ ଯାଇ ଛିଡାହେଲି ସେ ଗଛତଳେ । ଗୋଟିଏ ଦୃଷ୍ଟିରେ ଚାହିଁ ରହିଲି ସେ ଚଢେଇଟିକୁ । କି ସୁନ୍ଦର ଏ ହଳଦୀବସନ୍ତ…

କବି ସୀତାକାନ୍ତ ମହାପାତ୍ରଙ୍କୁ ଉତ୍କଳ ରତ୍ନ

ଜ୍ଞାନପୀଠ ବିଜେତା ବିଶିଷ୍ଟ ଓଡ଼ିଆ କବି ସୀତାକାନ୍ତ ମହାପାତ୍ର ଚଳିତ ବର୍ଷ ଉତ୍କଳ ସାହିତ୍ୟ ସମାଜର ଶୀର୍ଷ ସମ୍ମାନ "ଉତ୍କଳ ରତ୍ନ" ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ! ଜୁନ 9 ତାରିଖ ସନ୍ଧ୍ୟାରେ କଟକ ସ୍ଥିତ ଶତାବ୍ଦୀ ଭବନରେ ଅନୁଷ୍ଠାନର ବାର୍ଷିକ ସମାବର୍ତ୍ତନ ଉତ୍ସବରେ କବିଙ୍କୁ…

ଆଇନା

ଆଇନା ଚନ୍ଦ୍ରଶେଖର ମିଶ୍ର ମୁଁ କାନ୍ଦିଲେ ତୁ ବି ତ କାନ୍ଦୁ ମୁଁ ହସିଲେ ତୁ ହସୁ ଏକା ତୁ ହିଁ ଚିହ୍ନିପାରୁ ମରୁଦେହରେ ହସ ହେଇ ଫୁଲ ଫୁଟିବାର ମୁହୂର୍ତ୍ତ ସବୁକୁ ଛାତିତଳେ କୋହର ଉଦ୍ଗିରଣକୁ ଚାପି ରଖିବାର ଅସହାୟପଣକୁ, ମାପିପାରୁ ଧାପେ ହସର ଗଭୀରତା ଆଉ ଦି ଧାର ଅଶ୍ରୁର…