Latest Odisha News

BREAKING NEWS

Browsing Category

ଶିକ୍ଷା ଓ ନିଯୁକ୍ତି

Sikhya O Nijukti

ଆଜିଠୁ +୨ ନାମଲେଖା ପାଇ ଆବେଦନ ପ୍ରକ୍ରିୟା ଆରମ୍ଭ, ଏମିତି କରିବେ ପଞ୍ଜିକରଣ

ଭୁବନେଶ୍ୱର: ଆଜିଠାରୁ ଯୁକ୍ତ ଦୁଇ ପାଠ୍ୟକ୍ରମରେ ନାମଲେଖା ପାଇଁ ଆରମ୍ଭ ହୋଇଛି ଆବେଦନ ପ୍ରକ୍ରିୟା । କଳା, ବିଜ୍ଞାନ, ବାଣିଜ୍ୟ, ସଂସ୍କୃତି ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ଏଥିପାଇଁ www.samsodisha.gov.in ଜରିଆରେ ଛାତ୍ରଛାତ୍ରୀ ଆବେଦନ…

ସିବିଏସଇ ଢାଞ୍ଚାରେ ଓଡ଼ିଶାରେ ନବମ ଓ ଦଶମ ପରୀକ୍ଷା, ଆସିଲା ନୂଆ ସର୍କୁଲାର

ଭୁବନେଶ୍ୱର: ସିବିଏସଇ ଢାଞ୍ଚାରେ ଓଡ଼ିଶାରେ ହେବ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ମାଟ୍ରିକ ପରୀକ୍ଷା । କରୋନା ମହାମାରୀକୁ ଦୃଷ୍ଟିରେ ରଖି ୨୦୨୧-୨୨ ଶିକ୍ଷାବର୍ଷରେ ଦୁଇଟି ଟର୍ମରେ ପରୀକ୍ଷା ହେବ । ସେହିପରି ନବମ ଶ୍ରେଣୀ ପରୀକ୍ଷା ପାଇଁ ବି ନୂଆ ସର୍କୁରାଲ ଜାରି ହୋଇଛି । ମାଧ୍ୟମିକ…

CBSEର ସ୍ପେଶାଲ୍ ସ୍କିମ୍: ବର୍ଷକୁ ଦୁଇ ଥର ବୋର୍ଡ ପରୀକ୍ଷା

ନୂଆଦିଲ୍ଲୀ: କରୋନା ଯୋଗୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଓ ପରୀକ୍ଷା ପ୍ରଭାବିତ ହେଉଥିବାରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ବଡ଼ ଧରଣର ପରିବର୍ତ୍ତନ କରିଛି ସିବିଏସଇ । ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ନୂଆ ସ୍କିମ୍ ଘୋଷଣା କରିଛି । ଏହି ଶିକ୍ଷାବର୍ଷରେ ଛାତ୍ରଛାତ୍ରୀ ବର୍ଷରୁ ଦୁଇ ଥର ବୋର୍ଡ…

ଆନ୍ଧ୍ରକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ; କେମିତି ଦ୍ଵାଦଶ ପରୀକ୍ଷା କରିବ କୁହ ?

ଜଣଙ୍କର ବି ପ୍ରାଣହାନୀ ହେଲେ କୋଟିଏ କ୍ଷତିପୂରଣ ନୂଆଦିଲ୍ଲୀ: ସିବିଏସ୍ଇ ଦ୍ଵାଦଶ ପରୀକ୍ଷା ବାତିଲ କରିସାରିବା ପରେ ସମସ୍ତ ରାଜ୍ୟ ମଧ୍ୟ ସେମାନଙ୍କ ବୋର୍ଡ ଦ୍ଵାରା ପରିଚାଳିତ ଦ୍ଵାଦଶ ପରୀକ୍ଷା ବାତିଲ କରିବାକୁ ନିଷ୍ପତ୍ତି ନେଇସାରିଛନ୍ତି। ତେବେ ଆନ୍ଧ୍ର ସରକାର ଦ୍ଵାଦଶ ପରୀକ୍ଷା…

ଏବର୍ଷ ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ସିଲାବସ୍ ୩୦% କମିବ

ଭୁବନେଶ୍ୱର: ଶିକ୍ଷା ଉପରେ ପ୍ରହାର ପକାଇଛି କରୋନା । ସ୍କୁଲ ବନ୍ଦ ରହିଛି । କ୍ଲାସରୁମରେ ପାଠପଢ଼ା ହେଉନି । ଏହାକୁ ଦୃଷ୍ଟିରେ ରଖି ଚଳିତବର୍ଷ ନବମ ଓ ଦଶମ ଶ୍ରେଣୀ ସିଲାବସ୍ ୩୦ ପ୍ରତିଶତ ହ୍ରାସ କରିଛନ୍ତି ସରକାର । ଏହି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ମହାମାରୀ…

ରାଜ୍ୟରେ ହେବ UG/PG ପରୀକ୍ଷା, ୧୮ ତାରିଖରେ ଚୂଡ଼ାନ୍ତ ନିଷ୍ପତ୍ତି

ଭୁବନେଶ୍ୱର: ଚଳିତବର୍ଷ ରାଜ୍ୟରେ UG/PG ପରୀକ୍ଷା ହେବ । ଏନେଇ କୁଳପତି ସମ୍ମିଳନୀରେ ନିଷ୍ପତ୍ତି ହୋଇଛି । ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଏହି ସୂଚନା ଦେଇଛନ୍ତି । ତେବେ ଆସନ୍ତା ୧୮ ତାରିଖରେ ଏନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯିବ । କଲେଜ ଅଧ୍ୟକ୍ଷ ଓ ଛାତ୍ରଛାତ୍ରୀଙ୍କ ସହ କୁଳପତି…

+୨ ମୂଲ୍ୟାୟନ ଓ ରେଜଲ୍ଟ ଚିନ୍ତା: ୧୫ ଦିନ ଭିତରେ ଗଠନ ହେବ ବିଶେଷଜ୍ଞ କମିଟି

ଭୁବନେଶ୍ୱର: କରୋନା ମହାମାରୀକୁ ଦୃଷ୍ଟିରେ ରଖି ଚଳିତବର୍ଷ ସରକାର ଯୁକ୍ତ ଦୁଇ ପରୀକ୍ଷାକୁ ବାତିଲ କରିଛନ୍ତି । ଏବେ କେମିତି ହେବ ମୂଲ୍ୟାୟନ ଓ କେବେ ପ୍ରକାଶ ପାଇବ ରେଜଲ୍ଟ ? ଏନେଇ ଆସନ୍ତା ୧୫ ଦିନ ଭିତରେ ଗଠନ କରାଯିବ ବିଶେଷଜ୍ଞ କମିଟି । ଏହି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର…

ଓଡ଼ିଶାରେ ବାତିଲ ହୋଇପାରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ? କେମିତି ହେବ ମୂଲ୍ୟାୟନ

ଭୁବନେଶ୍ୱର: ସିବିଏସଇ ଓ ଆଇଏସସି ବୋର୍ଡ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ ହୋଇଛି । ଓଡ଼ିଶାରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ହେବ କି ନାହିଁ ? ବାତିଲ କରିବେ କି ସରକାର ? ଦ୍ୱନ୍ଦ୍ୱରେ ଅଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ । ଏନେଇ ଆଜି ନିଷ୍ପତ୍ତି ଶୁଣାଇ ପାରନ୍ତି ସରକାର । ଏନେଇ…

ବିପିୟୁଟିର ଅଡ୍ ସେମିଷ୍ଟାର ପରୀକ୍ଷା ଲାଗି ନୂଆ ତାରିଖ ଘୋଷଣା

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି (ବିପିୟୁଟି) ପକ୍ଷରୁ ଅଡ୍ ସେମିଷ୍ଟାର ଅନଲାଇନ୍ ପରୀକ୍ଷା ୨୦୨୧କୁ ପୁନଃ ନିର୍ଦ୍ଧାରିତ କରାଯାଇଛି। ଯେଉଁ ପରୀକ୍ଷା ବାତ୍ୟା 'ୟାସ୍' ଯୋଗୁଁ ସ୍ଥଗିତ ରହିଥିଲା। ମେ ୨୪ରୁ ଜୁନ୍ ୬ ପର୍ଯ୍ୟନ୍ତ ହେବାକୁ ଥିବା ଏହି ପରୀକ୍ଷା…

ଦଶମ ବୋର୍ଡ ରେଜଲ୍ଟ ପ୍ରକ୍ରିୟା: ଟେଷ୍ଟ ପରୀକ୍ଷା ଓ ନବମ ବାର୍ଷିକ ପରୀକ୍ଷା ନମ୍ବର ମାଗିଲେ ବିଏସଇ କର୍ତ୍ତୃପକ୍ଷ

ଭୁବନେଶ୍ୱର: କରୋନା ପାଇଁ ଚଳିତବର୍ଷ ମାଟ୍ରିକ ପରୀକ୍ଷା ବାତିଲ କରିଛନ୍ତି ସରକାର । ପରୀକ୍ଷଫଳ ପ୍ରକାଶ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ । ଏଥିପାଇଁ ସବୁ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ଛାତ୍ରଛାତ୍ରୀଙ୍କ ବିବରଣୀ ମାଗିଲେ ଜିଲ୍ଲା ଶିକ୍ଷା…