Latest Odisha News

BREAKING NEWS

Browsing Category

ଟିକେ ହଟ୍‌କେ

୮୦ ହଜାର ଟଙ୍କା ବିନିମୟରେ କୁକୁର ମୂର୍ତ୍ତି ସ୍ଥାପନ, ଖୁବଶୀଘ୍ର ମନ୍ଦିର ନିର୍ମାଣ ହେବ

ଭୁବନେଶ୍ୱର : ଧନୀ ହୁଅନ୍ତୁ ଅବା ଗରିବ । କେହିକେହି କୁକୁରକୁ ପୋଷା ଜନ୍ତୁ ଭାବେ ପାଳିବାକୁ ପସନ୍ଦ କରିଥାନ୍ତି । ଧନୀ ଲୋକ ନିଜ ପୋଷା କୁକୁରକୁ ସ୍ୱତନ୍ତ୍ର ଖାଦ୍ୟ ଦେଇଥାନ୍ତି । ଅନ୍ୟପଟେ ଗରିବ ଲୋକ ଅଇଁଠା କିମ୍ବା ବଳକା ଖାଦ୍ୟ ପରଷିଥାନ୍ତି । ହେଲେ ତାମିଲନାଡୁର ଜଣେ ବ୍ୟକ୍ତି କିନ୍ତୁ ନିଜ…

[ଦେଖନ୍ତୁ ଭିଡିଓ] ପାକିସ୍ତାନ ଅଧିକୃତ ପଂଜାବ ବିଧାନସଭାରେ ମହିଳା ସଦସ୍ୟଙ୍କ ମାରପିଟ୍

ଭୁବନେଶ୍ୱର: ପାକିସ୍ତାନୀ ମହିଳା ବି ମାରପିଟ୍‌ରେ କିଛି କମ୍ ନାହାନ୍ତି । ଏ କଥା ସୋସିଆଲ୍ ମିଡିଆରେ ଘୁରିବୁଲିଥିବା ଏକ ଭିଡିଓ ପ୍ରମାଣିତ କରିଛି । ପାକିସ୍ତାନ ଅଧିକୃତ ପଂଜାବ ବିଧାନସଭାରୁ ଏକ ପଲିଟିକାଲ୍ ଡ୍ରାମା ଭିଡିଓ ବହୁଳ ମାତ୍ରାରେ ଚର୍ଚ୍ଚା ସାଉଣ୍ଟିଛି । ପାକିସ୍ତାନ ଅଧିକୃତ…

୪.୧୪ କୋଟି ଟଙ୍କା ହରାଇ ଥାନାରେ ଦ୍ୱାରସ୍ତ ଅଭିନେତ୍ରୀ ରିମି ସେନ୍

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରିମି ସେନ୍ ଓରଫ ଶୁଭମିତ୍ରା ସେନ୍ । ନିକଟରେ ଏହି ଅଭିନେତ୍ରୀ ବଡ ଧରଣର ଠକାମୀର ଶିକାର ହୋଇଛନ୍ତି । ଲକ୍ଷେ କି ଦୁଇ ଲକ୍ଷ ନୁହେଁ ବରଂ ୪.୧୪ କୋଟି ଟଙ୍କା ହରାଇ ଅଭିନେତ୍ରୀ ରିମି ସେନ୍ ଜଣେ ବ୍ୟବସାୟୀଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି । ପୋଲିସ…

ଆଇଆଇଟିରେ ପଢିବାକୁ ଯୋଗ୍ୟ ବିବେଚିତ ହେଲେ ବିଚରାଧୀନ କଏଦୀ

ଭୁବନେଶ୍ୱର: କଥାରେ ଅଛି ଇଛାଶକ୍ତି ଥିଲେ ସବୁକିଛି ସମ୍ଭବ । ଏହି ଉକ୍ତିକୁ ସତ ପ୍ରମାଣିତ କରିଛନ୍ତି ଜଣେ ବିଚରାଧୀନ କଏଦୀ । ପଢି ଅବିଶ୍ୱାସ ଲାଗୁଥିଲେ ବି ବିହାରର ନୱାଡା ଜେଲରେ ବନ୍ଦୀ ଜୀବନ ବିତାଉଥିବା ଜଣେ ଯୁବ କଏଦୀ ଜଏଣ୍ଟ ଆଡମିଶନ୍ ଟେଷ୍ଟ ଫର୍ ମାଷ୍ଟର୍ସ (JAM) ପ୍ରବେଶିକାରେ…

ପ୍ରଭାବିତ କଲା ଦ କଶ୍ମୀର ଫାଇଲ୍ସ ଫିଲ୍ମ, ରକ୍ତ ବୁହାଇ ଆଙ୍କିଦେଲେ ଛବି

ଭୁବନେଶ୍ୱର: ବିବେକ ଅଗ୍ନୀହୋତ୍ରୀଙ୍କ ଫିଲ୍ମ ଦ କଶ୍ମୀର ଫାଇଲ୍ସ ଦେଖିବା ଲାଗି ଦିନକୁ ଦିନ ଲୋକଙ୍କ ମଧ୍ୟରେ ବ୍ୟଗ୍ରତା ବଢିବାରେ ଲାଗିଛି । ୧୯୯୦ରେ କଶ୍ମୀରରେ ରହୁଥିବା ପଣ୍ଡିତଙ୍କ ଉପରେ ଅକଥନୀୟ ନିର୍ଯାତନା ଉପରେ ଫିଲ୍ମଟି ଆଧାରିତ । ଫିଲ୍ମକୁ ନେଇ ନାନା ବିବାଦ ମୁଣ୍ଡ ଟେକିଥିଲେ ବି…

[ଭିଡିଓ] ଚଳନ୍ତା ଗାଡି, ସ୍କୁଲ୍ ଛାତ୍ରୀ ବିଅର ପିଉଛନ୍ତି ଧାଡିକିଧାଡି

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଗୋଟିଏ ଭିଡିଓ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ଏହି ଭିଡିଓରେ ଏକାଧିକ ଅଳ୍ପ ବୟସ୍କା ଝିଅମାନେ ସ୍କୁଲ୍ ଡ୍ରେସରେ ନଜର ଆସିଛନ୍ତି । ହେଲେ ସବୁଠୁ ଚକିତକର ଘଟଣା ହେଉଛି ସ୍କୁଲ ବସରେ ୟୁନିଫର୍ମ ପିନ୍ଧା ଏହି ଝିଅମାନେ ବିଅର ପିଇବାର ଭିଡିଓ ସୋସିଆଲ୍ ମିଡିଆରେ…

[ଭିଡିଓ] ଅଦ୍ଭୁତ ଉଦ୍ଭାବନ: କାଠରେ ପ୍ରସ୍ତୁତ ଟ୍ରେଡମିଲ୍‌, ଦେବାକୁ ପଡିବନି ବିଦ୍ୟୁତ୍ ବିଲ୍

ଭୁବନେଶ୍ୱର: ଫିଟନେସ୍ ସରଂଜାମ ଭାବେ ଟ୍ରେଡମିଲ୍ ବିଷୟରେ କିଏ ବା ନଜାଣେ । କମ୍ ଦାମ୍ ଓ ସ୍ୱଳ୍ପ ରକ୍ଷଣାବେକ୍ଷଣ ଯୋଗୁଁ ପ୍ରତ୍ୟେକ ଜିମ୍ନାସିୟମ୍ ଓ ଘରେଘରେ ଆଜିକାଲି ଟ୍ରେଡମିଲ୍ ଦେଖିବାକୁ ମିଳୁଛି । ତେବେ ନିକଟରେ ଭାରତର ଜଣେ ବ୍ୟକ୍ତି ଏକ ଇକୋ-ଫ୍ରେଣ୍ଡଲି ଟ୍ରେଡମିଲ୍ ନିର୍ମାଣ କରି…

[ଭିଡିଓ] ୟୁକ୍ରେନ୍ ଅଙ୍ଗରକ୍ଷୀକୁ ସହାୟତା କଲେ ଟଲିଉଡ୍ ସୁପରଷ୍ଟାର୍ ରାମ ଚରଣ

ଭୁବନେଶ୍ୱର: ଋଷିଆର ଆକ୍ରମଣ ପରେ ଦୁର୍ଦ୍ଦିନ ଦେଇ ଗତି କରୁଛନ୍ତି ୟୁକ୍ରେନ୍ ବାସିନ୍ଦା । ଏଭଳି ସ୍ଥିତିରେ ଅନେକ ସେଲିବ୍ରିଟି ୟୁକ୍ରେନ୍‌ରେ ଫଶି ରହିଥିବା ଲୋକଙ୍କୁ ସହାୟତା କରିବା ଲାଗି ଚେଷ୍ଟା ଚଳାଇଛନ୍ତି । ତେବେ ଏହି ଧାରାରେ ଟଲିଉଡ୍ ସୁପରଷ୍ଟାର୍ ରାମଚରଣଙ୍କ ନାଁ ମଧ୍ୟ ସାମ୍ନାକୁ…

ନିଆରା ପରମ୍ପରା, ହୋଲିରେ ଗଧ ଉପରେ ବସନ୍ତି ନବବିବାହିତ ଜ୍ୱାଇଁ ପୁଅ

ଭୁବନେଶ୍ୱର: ଶୀତ ଋତୁର ଅନ୍ତ ଓ ଗ୍ରୀଷ୍ଣ ଋତୁର ପ୍ରାରମ୍ଭରେ ପଡିଥାଏ ହୋଲି ପର୍ବ । ଭାରତର କୋଟିକୋଟି ହିନ୍ଦୁଧର୍ମୀ ଏହି ଦିନ ପରସ୍ପର ଦେହରେ ରଙ୍ଗ ବୋଳି ନିଜ ପରମ୍ପରାକୁ ବଜାୟ ରଖିଆସିଛନ୍ତି । ତେବେ ରାଜ୍ୟକୁ ରାଜ୍ୟ ଓ ଜିଲ୍ଲାକୁ ଜିଲ୍ଲା ହୋଲି ପର୍ବ ପାଳନ କରିବା ନେଇ ଭିନ୍ନଭିନ୍ନ…

କେରଳର କିସ୍‌ବୁ, ବେଲୁନ୍ ବିକାଳିରୁ ସୁପର୍ ମଡେଲ୍‌

ଭୁବନେଶ୍ୱର: ଏ କଥା କାହାକୁ ଅଛପା ନାହିଁ ଯେ, ସୋସିଆଲ୍ ମିଡିଆ ରାତାରାତି କୌଣସି ବ୍ୟକ୍ତି ବିଶେଷଙ୍କର ସ୍ଥିତି ବଦଳାଇବାରେ ବେଶ ସକ୍ଷମ । ଏହି ଧାରାରେ ଅନେକ ହୃଦୟସ୍ପର୍ଶୀ ଘଟଣା ଅତୀତରେ ସାମ୍ନାକୁ ଆସିଛି । କେରଳର ଜଣେ ବେଲୁନ୍ ବିକାଳି କିସ୍‌ବୁ । ରାତାରାତି ଏହି ଯୁବତୀ ଜଣକ ଏବେ ଜଣେ…