Latest Odisha News

BREAKING NEWS

Browsing Category

ଟିକେ ହଟ୍‌କେ

ତାଂଜାନିଆର ଇଣ୍ଟରନେଟ୍ ସେନ୍ସେସନ୍‌ଙ୍କୁ ସମ୍ମାନିତ କଲା ଭାରତୀୟ ହାଇ କମିଶନ୍

ନୂଆଦିଲ୍ଲୀ: କିଲି ପୌଲ୍ । ତାଂଜାନିଆର ଏହି ଇଣ୍ଟରନେଟ୍ ସେନ୍ସେ୍ସସନ୍ ଖୁବ କମ୍ ସମୟରେ ସାରା ବିଶ୍ୱରେ ପରିଚିତ ହୋଇଥିଲେ । ଖାସ କରି ବଲିଉଡ ଗୀତ ଓ ଡାଇଲଗକୁ ନେଇ ପୌଲଙ୍କ ଭିଡିଓଗୁଡିକ ଭାଇରାଲ ହୋଇଆସିଛି । ତେବେ ନିକଟରେ କିଲିଙ୍କୁ ଭାରତୀୟ ହାଇ କମିଶନ୍ ସମ୍ମାନିତ କରିବା ଘଟଣା ଖୁବ…

ସତ ହେଲା ସ୍ୱପ୍ନ, ନାନୋ କାରକୁ ହେଲିକପ୍ଟର୍ ବନାଇଲେ ବିହାରୀ ବାବୁ

ଭୁବନେଶ୍ୱର: ନିଜ ସ୍ୱପ୍ନକୁ ସାକାର କରିବା ଲାଗି ଆପଣ କଣ କରିପାରିବେ । କଠିନ ପରିଶ୍ରମ କରିବେ ନା ସର୍ଟକଟ୍ ଉପାୟକୁ ଅଗ୍ରାଧିକାର ଦେବେ । ତେବେ ପରିସ୍ଥିତି ଯାହା ବି ହେଉନା କାହିଁକି ବିହାରର ଜଣେ ମେକାନିକ୍ କିନ୍ତୁ ନିଜ ସ୍ୱପ୍ନକୁ ପୂରଣ କରିବା ଲାଗି ଏକ ଚକିତକର ଚେଷ୍ଟା କରିଛନ୍ତି ।…

ବୟସ ୬୨, ଶାଢୀ ପିନ୍ଧି ଚଢିଲେ ଅଗସ୍ଥ୍ୟର୍କୁଦମ୍ ପାହାଡ

ଭୁବନେଶ୍ୱର: ଆମ ଜୀବନରେ ଏମିତି ଅନେକ ଘଟଣା ସାମ୍ନାକୁ ଆସିଛ, ଯାହା ବୟସକୁ କେବଳ ଏକ ସଂଖ୍ୟା ରୂପେ ପରିଗଣିତ କରିଛି । ଏହି ଧାରାରେ ଏଭଳି ଉକ୍ତିକୁ ସତ ପ୍ରମାଣିତ କରିଛନ୍ତି ନାଗାରତ୍ନାମ୍ମା ନାମକ ଜଣେ ବୃଦ୍ଧା । ଏହି ୬୨ ବର୍ଷୀୟା ବୃଦ୍ଧା ଜଣକ ପରିଣତ ବୟସରେ କେରଳର ଦ୍ୱିତୀୟ ସର୍ବବୃହତ୍…

ଚିକେନ୍ ୬୫, କେମିତି ଓ କିଏ କରିଥିଲା ନାମକରଣ ?

ଭୁବନେଶ୍ୱର: ଖାଦ୍ୟ ପ୍ରେମୀଙ୍କ ପାଇଁ କିଛି ଚଟପଟା ତଥା ମଜାଦାର ଖବର । ସେ ଆମିଷ ପ୍ରିୟ ହୁଅନ୍ତୁ ଅବା ନିରାମିଷ ଭକ୍ଷଣକାରୀ । ଚିକେନ୍ ୬୫ ଭଳି ନନ୍‌ଭେଜ୍ ଆଇଟମ୍ ବିଷୟରେ ଅନେକ ହୁଏ ତ ଜାଣିଥିବେ କିମ୍ବା ଖାଇଥିବେ । ହେଲେ ଏହି ଆଇଟମ୍‌ର ନାମକରଣ ବିଷୟରେ ବୋଧ ହୁଏ କାହାରି ମନରେ ପ୍ରଶ୍ନ…

[ଭିଡିଓ] ହରିୟାଣା ଟୁଇଷ୍ଟ ସହ ମାର୍କେଟକୁ ଆସିଲା “କାଚା ବାଦାମ୍‌” ମ୍ୟୁଜିକ୍ ଭିଡିଓ

ଭୁବନେଶ୍ୱର: ଇନଷ୍ଟାଗ୍ରାମ୍ ହେଉ ଅବା ଫେସବୁକ୍ କିମ୍ବା ୟୁଟ୍ୟୁବ୍ ସର୍ଟସ୍ ଖୋଲିବା ମାତ୍ରେ କାଚା ବାଦାମ୍ ଗୀତ ସାମ୍ନାକୁ ଆସୁଛି । ଅନେକ ସୋସିଆଲ ମିଡିଆ ୟୁଜର୍ ଏହି ଭାଇରାଲ୍ ଗୀତର ତାଳେତାଳେ ସର୍ଟସ୍ ଣିଡିଓ ପ୍ରସ୍ତୁତ କରିବାକୁ ପସନ୍ଦ କରୁଛନ୍ତି । ଖାସ ଏହି କାରଣକୁ ନେଇ ରିଲିଜ୍ ହେଲା…

ଡିଜିଟାଲ୍ ଇଣ୍ଡିଆର ଜ୍ୱଳନ୍ତ ଉଦାହରଣ “ଡିଜିଟାଲ୍ ଭିକାରୀ”

ଭୁବନେଶ୍ୱର: ରାସ୍ତାଘାଟରେ, ବସଷ୍ଟାଣ୍ଡରେ ଅବା ମନ୍ଦିର କିମ୍ବା ରେଳବାଇ ଷ୍ଟେସନରେ ଆମେ ଅଧିକାଂଶ ସମୟ ଭିକାରୀ ମାନଙ୍କୁ ଦେଖିବାକୁ ପାଇଥାଉ । ସାଧାରଣତଃ ସେମାନେ ୨ ଟଙ୍କାଠାରୁ ଆରମ୍ଭ କରି ୫ଟଙ୍କା କିମ୍ବା ୧୦ ଟଙ୍କା ନଗଦ ଆକାରରେ ମାଗିଥାନ୍ତି । ହେଲେ ବିହାରରେ ଏମିତି ଜଣେ ଭିକାରୀ ଅଛନ୍ତି…

ସାତ ବର୍ଷ ପରେ ଫୁସ୍‌ଫୁସ୍‌ରୁ ବାହାରିଲା ଲବଙ୍ଗ

ଭୁବନେଶ୍ୱର: ପ୍ରାୟ ସାତ ବର୍ଷ ପୂର୍ବରୁ ଜଣେ ମହିଳା କଥାବାର୍ତ୍ତା ହେଉଥିବା ସମୟରେ ପାଟିରେ ପକାଇଥିଲେ ସାମାନ୍‌ୟ ଗୋଟିଏ ଲବଙ୍ଗ । ହଠାତ୍ କୌଣସି କଥାକୁ ନେଇ ସେ ଜୋରରେ ହସି ପକାଇଥିଲେ । ସେହି ସମୟରେ ତାଙ୍କୁ ହାଲକା କାଶ ହେବା ସହ ଲବଙ୍ଗ ତାଙ୍କ ବାୟୁ ନଳୀରେ ପ୍ରବେଶ କରିଥିଲା । ପ୍ରାୟ…

ପ୍ରେମିକା ସହ ହୋଟେଲରେ ମଉଜ ମସ୍ତି, ଧରାଇଦେଲା ସ୍ତ୍ରୀର ଆଧାର କାର୍ଡ

ଭୁବନେଶ୍ୱର: ପ୍ରେମିକା ସହ ହୋଟେଲରେ ମଉଜ ମସ୍ତି କରିବା ଜଣେ ୪୧ ବର୍ଷୀୟ ବ୍ୟକ୍ତିଙ୍କୁ ମହଙ୍ଗା ପଡିଛି । ବ୍ୟକ୍ତି ଜଣକ ହୋଟଲରେ ରହିବା ପାଇଁ ବ୍ୟବହାର କରିଥିଲେ ନିଜ ସ୍ତ୍ରୀର ଆଧାର କାର୍ଡ । ବାସ୍ ଏହି ଭୁଲ୍ ପାଇଁ ବ୍ୟକ୍ତି ଜଣକ ନିଜ ସ୍ତ୍ରୀ ହାତରେ ଧରାପଡିଥିଲେ । ମହାରାଷ୍ଟ୍ର ପୁଣେରେ…

ଦରକାର ଥିଲା କିଡନୀ, ଯୋଗାଇଥିଲା ସୋସିଆଲ୍ ମିଡିଆ

ଭୁବନେଶ୍ୱର: ସଦ୍ୟ ସ୍ଥିତିରେ ସୋସିଆଲ୍ ମିଡିଆ ଉଭୟ ଅଭିଶାପ ଓ ଆଶୀର୍ବାଦର ରୂପ ନେଇଛି । ଏ କଥା ସତ ଯେ, ସୋସିଆଲ୍ ମିଡିଆ ଆମକୁ ବିଶ୍ୱର କୋଣଅନୁକୋଣ ସହ ଯୋଡୁଛି । ମନୋରଂଜନର ଖୋରାକ ଯୋଗାଉଛି । ହେଲେ ଏହି ସୋସିଆଲ୍ ମିଡିଆ ଜଣେ ବ୍ୟକ୍ତିଙ୍କ ଜୀବନ ବଂଚାଇଥିବା ଖବର ବୋଧ ହୁଏ ଆପଣ ଜାଣିଥିବେ ।…

[ଭିଡିଓ] ଜଳିଲା କାର ହେଡଲାଇଟ୍, ଯୁକ୍ତ୨ ପରୀକ୍ଷା ଦେଲେ ୪୦୦ ପରୀକ୍ଷାର୍ଥୀ

ଭୁବନେଶ୍ୱର: କରୋନା କଟକଣା ମଧ୍ୟରେ ପରୀକ୍ଷା ଅଫଲାଇନ୍ କି ଅନଲାଇନ୍ ହେବ, ସେ ନେଇ ପ୍ରତିଦିନ କିଛି ନା କିଛି ଖବର ସାମ୍ନାକୁ ଆସୁଛି । ହେଲେ ବିହାରରେ ଯୁକ୍ତ ୨ ପରୀକ୍ଷା ବିଷୟରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ଆପଣ ଆଖିରେ ନଦେଖିଲେ ବିଶ୍ୱାସ କରିବେ ନାହିଁ । ବିହାର…