Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ପାଣ୍ଡ୍ୟାଙ୍କ ଅନୁପସ୍ଥିତିରେ କିଏ ହେବେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ?

ମୁମ୍ବାଇ:  ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୫ ହେଉଛି ୧୮ତମ ସିଜିନ୍ ଏବଂ ଏହା ମାର୍ଚ୍ଚ ୨୨ ରେ ଆରମ୍ଭ ହେବାକୁ ଯାଉଛି। ଯେଉଁଥିରେ ମୁମ୍ବାଇ ଇଣ୍ଡିଆନ୍ସ ୨୩ ମାର୍ଚ୍ଚରେ ଚେନ୍ନାଇ ସୁପର କିଙ୍ଗସ୍ ବିପକ୍ଷରେ ଉଦଘାଟନୀ ମ୍ୟାଚ୍ ଖେଳିବ। କିନ୍ତୁ ଆଇପିଏଲର ପ୍ରାରମ୍ଭିକ ମ୍ୟାଚ ମୁମ୍ବାଇ…

ରାଜଧାନୀର ସାଲିଆସାହିରେ ରେଡ୍: ବିପୁଳ ପରିମାଣର ଦେଶୀ ମଦ ଏବଂ ପୋଚ ଜବତ

ଭୁବନେଶ୍ୱର: ରାଜଧାନୀର ସାଲିଆସାହିରେ ରେଡ୍। ବେଆଇନ ଦେଶୀ ମଦ ଭାଟି ଉପରେ ଅବକାରୀ ବିଭାଗର ଚଢ଼ାଉ। ଏହି ଚଢ଼ାଉ ବେଳେ ବିପୁଳ ପରିମାଣର ଦେଶୀ ମଦ, ପୋଚ ଜବତ ହୋଇଛି। ଅବକାରୀ ବିଭାଗ ଜବତ ଦେଶୀ ମଦ, ପୋଚକୁ ନଷ୍ଟ କରିଛି। ଏବେବି ରେଡ୍ ଜାରି ରହିଥିବା ସୂଚନା ମିଳିଛି। ଗତ ୩ ମାସ ତଳେ ଅବକାରୀ…

ସାଇକେଲ ଚୋରି ସନ୍ଦେହରେ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା

ଖୋର୍ଦ୍ଧା: ସାଇକେଲ ଚୋରିକୁ କେନ୍ଦ୍ର କରି ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା। ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଥାନା ଅଣ୍ଡିଲୋ ଗ୍ରାମରେ ଏଭଳି ହତ୍ୟାକାଣ୍ଡ ହୋଇଛି। ପୁଅକୁ ରକ୍ଷା କରିବାକୁ ଯାଇ ମା’ ସମେତ ଦୁଇ ଗୁରୁତର ଆହତ ହୋଇଛି। ମୃତ ଯୁବକ ହେଲେ ବାଲିଅନ୍ତା ପଞ୍ଚାୟତ ଅଣ୍ଡିଲୋ ୫ ନମ୍ବର…

ହୋଲିରେ ନାକେଦମ କରିବ ଗରମ: ୧୭ ଯାଏ ତାତିରୁ ନିସ୍ତାର ନାହିଁ, ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ହୋଲିରେ ସିଝିବ ଓଡ଼ିଶା । ରାଜ୍ୟରେ ଏବେଠୁ ତାତିର ପ୍ରକୋପ ବଢ଼ିଲାଣି । ବାହାରକୁ ବାହାରିବା ବି ମୁସ୍କିଲ ହୋଇପଡିଲାଣି। ଭୀଷଣ ଖରା ଚାଲିଛି। ଦିନ ୧୧ଟାରୁ ସାଢ଼େ ୩ଟା ଭିତରେ ବାହାରକୁ ଯାଉଥିଲେ ସତର୍କତା ପଦକ୍ଷେପ ପାଳନ କରନ୍ତୁ । ଗର୍ଭବତୀ, କର୍ମଜୀବୀ, ଶ୍ରମିକ, ବୟସ୍କ ନିଜର…

ଥଣ୍ଡା କ୍ଷୀର ପିଇଲେ ମିଳେ ଏହି ସବୁ ଲାଭ..

ଭୁବନେଶ୍ବର: କ୍ଷୀରରେ କ୍ୟାଲସିୟମ ଏବଂ ପ୍ରୋଟିନ ଅଧିକ ମାତ୍ରାରେ ଥାଏ । ଯାହା ଶରୀର ପାଇଁ ବେଶ୍ ଲାଭଦାୟକ । ତେବେ ଆମେ ପ୍ରାୟତଃ ଗରମ କ୍ଷୀର ପିଇବାକୁ ପସନ୍ଦ କରୁ। କିନ୍ତୁ ଆପଣ ଜାଣିଛନ୍ତି କି ଥଣ୍ଡା କ୍ଷୀର ପିଇଲେ ଅନେକ ଲାଭ ମିଳେ । ତେବେ ଆସନ୍ତୁ ଜାଣିବା ଏହି ସମ୍ବନ୍ଧରେ.. - ଶରୀର…

ଏହି ତେଲ ଶିଶୁଙ୍କ ହାଡକୁ କରେ ମଜବୁତ…

ଭୁବନେଶ୍ବର:ଛୋଟ ଶିଶୁଙ୍କୁ ତେଲ ମାଲିସ କଲେ ହାଡଶକ୍ତ ହେବା ସହ ଶରୀରର ବିକାଶ କରିବାରେ ସାହାଯ୍ୟ କରେ । ନବଜାତ ଶିଶୁଙ୍କୁ ତେଲ ମାଲିସ କଲେ ଶରୀରର ଗଠନକୁ ଉନ୍ନତ କରିବାରେ ସାହାଯ୍ୟ କରେ । ତେବେ ଶିଶୁଙ୍କ ପାଇଁ କେଉଁ ତେଲ ଭଲ ଆସନ୍ତୁ ଜାଣିବା.. -ରାଶି ତେଲ ମାଲିସ କରିବା ଦ୍ବାରା ଶରୀରରେ…

ଜେଡ୍ ପ୍ଲାଣ୍ଟକୁ ଘରର ଏହି ଦିଗରେ ରଖନ୍ତୁ; ଧନର ହେବ ଆଗମନ

ଭୁବନେଶ୍ବର: ଆଜିକାଲି ଜେଡ୍‌ ପ୍ଲାଣ୍ଟ ସମସ୍ତେ ଘରେ ରଖୁଛନ୍ତି । ଏହା ଏକ ଇଣ୍ଡୋର ପ୍ଲାଣ୍ଟ। ତେବେ ଜାଣିଛନ୍ତି କି, ବାସ୍ତୁଶାସ୍ତ୍ର ଅନୁଯାୟୀ ଏହି ପ୍ଲାଣ୍ଟକୁ ଲକି ପ୍ଳାଣ୍ଟ ଓ ଫ୍ରେଣ୍ଡସିପ୍‌ ପ୍ଲାଣ୍ଟ ବି କୁହାଯାଇଥାଏ। କାରଣ ଏହି ଗଛକୁ ଘରେ ଲଗାଇଲେ ସୁଖସମୃଦ୍ଧି ବୃଦ୍ଧି ହୁଏ ଏବଂ…

ଗାୟକ କୈଳାସ ଖେରଙ୍କୁ ବମ୍ବେ ହାଇକୋର୍ଟରୁ ବଡ଼ ଆଶ୍ୱସ୍ତି

ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ଗାୟକ କୈଳାସ ଖେରଙ୍କୁ ବମ୍ବେ ହାଇକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି । ଭଗବାନ ଶିବଙ୍କ ଉପରେ 'ବାବମ୍ ବମ୍' ଗୀତ ଗାଇ ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗରେ ଗାୟକଙ୍କ ବିରୋଧରେ ଏକ ଫୌଜଦାରୀ ଅଭିଯୋଗ ଦାୟର କରାଯାଇଥିଲା । ଏହି ଗୀତଟି କୈଳାସ ଖେରଙ୍କ…

ଆମରଣ ଅନଶନର ପ୍ରଭାବ; ଆସନ୍ତା ୧୮ରୁ ପାରଦର୍ଶୀ ପୋର୍ଟାଲରେ କରିପାରିବେ ଆବେଦନ

ଭୁବନେଶ୍ୱର: ଶିକ୍ଷା ଅଧିକାର ଆଇନତଃ ପ୍ରାଇଭେଟ ସ୍କୁଲରେ ଆର୍ଥିକ ଦୁର୍ବଳ ଶ୍ରେଣୀ ପିଲାମାନେ ୨୫% ସିଟରେ ମାଗଣା ଆଡ଼ମିସନ ପାଇଁ ପାରଦର୍ଶୀ ପୋର୍ଟାଲ ଆବେଦନ ପ୍ରକ୍ରିୟା ଆସନ୍ତା ୧୮ ତାରିଖ ରୁ ଏପ୍ରିଲ ୨୦ ପର୍ଯ୍ୟନ୍ତ ଆବେଦନ କରିପାରିବେ l ଆଜି ଏ ସଂକ୍ରାନ୍ତରେ ଏକ ସଂଶୋଧିତ ନିର୍ଦେଶନାମା…

ଚଣ୍ଡିଖୋଲ ଜଙ୍କସନ୍‌ର ଉନ୍ନତିକରଣ ନେଇ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସମୀକ୍ଷା

ଭୁବନେଶ୍ୱର: ଗମନାଗମନ ଏବଂ ପରିବହନ ଦୃଷ୍ଟିରୁ ବର୍ତ୍ତମାନ ଯାଜପୁର ଏବଂ ଚଣ୍ଡିଖୋଲ ଅଞ୍ଚଳରେ ଟ୍ରାଫିକ୍‌ ବ୍ୟବସ୍ଥାର ସୁଦୃଢ଼ିକରଣ ପାଇଁ ପୂର୍ତ୍ତ ଏବଂ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସମୀକ୍ଷା । ଅନୁଷ୍ଠିତ ସମୀକ୍ଷା ବୈଠକରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଲେ ଯେ ଆମେ ବିକଶିତ…