Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବିନା କ୍ୟାମେରା ଅନ୍‌ କରି ଉଠାଇପାରିବେ ହ୍ବାଟ୍ସଆପ୍‌ ଭିଡିଓ କଲ୍‌ !

ନୂଆଦିଲ୍ଲୀ: ହ୍ବାଟ୍ସଆପ୍‌ ଆଣ୍ଡ୍ରଏଡ୍ (Android)ୟୁଜରଙ୍କ ପାଇଁ ଏକ ନୂତନ ଫିଚର ଆଣିବାକୁ ଯାଉଛି । ଫିଚରଟି ହେଲା, ଭିଡିଓ କଲ୍ ଉଠାଇବା ପୂର୍ବରୁ ହିଁ କ୍ୟାମେରା ବନ୍ଦ କରିବାର ବିକଳ୍ପ ଦେବ । ଏକ ନୂତନ ରିପୋର୍ଟ ଅନୁଯାୟୀ, ଏହି ଫିଚର ବର୍ତ୍ତମାନ ଟେଷ୍ଟିଙ୍ଗ ପର୍ଯ୍ୟାୟରେ ଅଛି ଏବଂ ଏହା…

ଫ୍ରିଜରେ ଥିବା ଅଟା ଚକଟା ବ୍ୟବହାର କରୁଥିଲେ ଭୋଗିବେ ଏହି ଅସୁବିଧା..

ଭୁବନେଶ୍ବର: ଆଜିକାଲି ଲୋକଙ୍କ ପାଖରେ ସମୟର ଅଭାବ ରହୁଛି । ତେଣୁ କିଛିଜଣ ରାତିରେ ଅଟାକୁ ଦଳି ଫ୍ରିଜରେ ରଖନ୍ତି ଏବଂ ପରଦିନ ସେହି ଅଟା ଦଳାରୁ ରୁଟି ତିଆରି କରନ୍ତି । ବାସ୍ତବରେ,ସେହି ଅଟାରୁ ପ୍ରସ୍ତୁତ ରୁଟି ଖାଇବା ଦ୍ୱାରା ଆପଣ ଅନେକ ରୋଗର ଶିକାର ହୋଇପାରନ୍ତି । ଏହା ବ୍ୟତୀତ, କିଛି ଲୋକ…

ହୋଲିରେ ଛୁଟି ନେଇପାରିବେନି ସରକାରୀ ଅଧିକାରୀ

ଭଦ୍ରକ: ଆଇନ ଶୃଙ୍ଖଳା ତଥା କୌଣସି ଅପ୍ରିତିକର ସ୍ଥିତିର ମୁକାବିଲା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ଦୋଳ ଏବଂ ହୋଲି ପର୍ବ ପାଇଁ ଅଧିକାରୀଙ୍କ ଛୁଟି ବାତିଲ କରିଛି। ଜିଲ୍ଲାପାଳ ଏନେଇ ଏକ ନିର୍ଦ୍ଦେଶନାମା ଜାରି କରିବା ସହ ଏହି ପର୍ବରେ ମୁଖ୍ୟାଳୟରେ ରହିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ…

ଆଇଆରବି କନଷ୍ଟେବଳ ନିଯୁକ୍ତି ପ୍ରକ୍ରିୟାରେ ରୋକ ​​

କଟକ: ଇଣ୍ଡିଆ ରିଜର୍ଭ ବାଟାଲିୟନ (ଆଇଆରବି) ବାଟାଲିୟନ କନଷ୍ଟେବଳ ସୀପାହୀ ନିଯୁକ୍ତି ପ୍ରକ୍ରିୟା ଉପରେ ରୋକ ଲଗାଇଛନ୍ତି ଓଡିଶା ହାଇକୋର୍ଟ । ବୟସ ଯୋଗ୍ୟତା ଦୃଷ୍ଟିରୁ ଏହି ରୋକ ଲଗାଇଲେ ହାଇକୋର୍ଟ । ଆସନ୍ତା ୧୭ ତାରିଖରୁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବାର ଥିଲା, କିନ୍ତୁ ଅନ୍ୟାଦେଶ…

ପ୍ରକାଶ ପାଇଲା ଓଜେଏସ୍-୨୦୨୩ ରେଜଲ୍ଟ: ସୋମେଶ ରଣବିଜୁଳି ଟପ୍ପର

ଭୁବନେଶ୍ବର: ଗୁରୁବାର ପ୍ରକାଶ ପାଇଛି ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ଓଡ଼ିଶା ନ୍ୟାୟିକ ସେବା ପରୀକ୍ଷା (ଓଜେଏସ-୨୦୨୩) ରେଜଲ୍ଟ । ୩୩ ଜଣ ପରୀକ୍ଷାର୍ଥୀ ଯୋଗ୍ୟ ବିବେଚିତ । ୩୩ ଜଣଙ୍କ ମଧ୍ୟରେ ଅଛନ୍ତି ୨୪ ଜଣ ମହିଳା । ରାଜ୍ୟରେ ସିଭିଲ ଜଜ୍ ଭାବେ ନିଯୁକ୍ତି ହେବେ ଏହି ୩୩ ଜଣ । ଏଥିରେ…

ଦମଦାର୍ ଅଫର : ଶହେ ଟଙ୍କାରେ ୯୦ଦିନ ପାଇଁ ଟିଭିରେ ଦେଖିପାରିବେ Jio Hotstar

ନୂଆଦିଲ୍ଲୀ: ରିଲାଏନ୍ସ ଜିଓର ପ୍ରିପେଡ୍ ସିମ୍ ବ୍ୟବହାର କରୁଥିବା ୟୁଜର ମାଗଣା ଜିଓ ହଟଷ୍ଟାରର ସୁବିଧା ମାତ୍ର ଶହେ ଟଙ୍କାରେ ପାଇବେ । ଏହି ଜିଓ ପ୍ଲାନର ବିଶେଷ କଥା ହେଉଛି ଶହେ ଟଙ୍କା ଖର୍ଚ୍ଚ କରିବା ପରେ ଆପଣ କେବଳ ମୋବାଇଲରେ ନୁହେଁ ଟିଭିରେ ମଧ୍ୟ ଜିଓ ହଟଷ୍ଟାର ଉପଭୋଗ କରିପାରିବେ ।…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମେତ ଅନ୍ୟାନ୍ୟ ଅସମ୍ପୂର୍ଣ କାର୍ଯ୍ୟ ଶୀଘ୍ର ଶେଷ କରିବା ନେଇ ନିଷ୍ପତି

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମେତ ଅନ୍ୟାନ୍ୟ ଅସମ୍ପୂର୍ଣ ଥିବା ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ଶେଷ କରିବା ନେଇ ନିଷ୍ପତି । ଆଜି ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ବସିଥିବା ଶ୍ରୀମନ୍ଦିର ସଂସ୍କୃତି ଉପଦେଷ୍ଟା କମିଟି ବୈଠକରେ ଏହି ନିଷ୍ପତି ହୋଇଛି l ଅଭ୍ୟର୍ଥନା କକ୍ଷ ସମେତ…

୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ

ଭୁବନେଶ୍ୱର: ସମାଜରେ ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗ ର ଲୋକ ମାନଙ୍କୁ ସୁଲଭ ଗୃହ ସୁବିଧା ଯୋଗାଇ ଦେବା ପାଇଁ  ଓଡ଼ିଶା ସରକାର ମାର୍ଚ୍ଚ ୩୦ରୁ 'ଅନ୍ତ୍ୟୋଦୟ ଗୃହ ଯୋଜନା' ଆରମ୍ଭ କରିବାକୁ ଯାଉଛନ୍ତି। କଳାହାଣ୍ଡି ଜିଲ୍ଲାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଯୋଜନାକୁ ଉଦଘାଟନ କରିବେ।…

୧୧ ଓଏଏସ୍ ଅଧିକାରୀଙ୍କୁ ନୂଆ ନିଯୁକ୍ତି ଦେଲେ ସରକାର

ଭୁବନେଶ୍ୱର: ଓଡ଼ିଶା ସରକାର ଗୁରୁବାର ପ୍ରଶାସନିକ ସ୍ତରରେ ଅଦଳବଦଳ କରି ୧୧ ଜଣ ଓଏଏସ୍ ଅଧିକାରୀଙ୍କୁ ନୂତନ ପଦବୀ ପ୍ରଦାନ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ, ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଯୁଧିଷ୍ଠିର ନାୟକଙ୍କୁ ଯାଜପୁରର…

ଭାରତରେ ଲଞ୍ଚ ହେଲା ୭ଲକ୍ଷରେ ଟାଟାର ଏହି କାର୍; ଜାଣନ୍ତୁ କ’ଣ ରହିଛି ଫିଚର..

ଭୁବନେଶ୍ବର: ସ୍ୱଦେଶୀ କାର ନିର୍ମାତା ଟାଟା ମୋଟର୍ସ (Tata Motors ) ଏହାର ସ୍ପୋର୍ଟି ହ୍ୟାଚବ୍ୟାକ୍ ଟାଟା ଟିଆଗୋ ଏନଆରଜି (Tata Tiago NRG )କୁ ୨୦୨୫ ବର୍ଷ ପାଇଁ ଅପଡେଟ୍ କରିଛି । କମ୍ପାନୀ ଏହାର ଡିଜାଇନରେ ସାମାନ୍ୟ ପରିବର୍ତ୍ତନ କରିଛି ଓ କିଛି ନୂଆ ଫିଚର ମଧ୍ୟ ଯୋଡା ଯାଇଛି । ଏହି…