Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

କମ୍ୟୁନିଟି ପଲିସିକୁ ଗୁରୁତ୍ୱ, ସାଧାରଣ ଲୋକଙ୍କ ସହଭାଗିତାରେ ହେବ ଅପରାଧ ନିୟନ୍ତ୍ରଣ

ଭୁବନେଶ୍ୱର: ସାମ୍ନାକୁ ଆସିଲା କମିଶନରେଟ ପୋଲିସର ବାର୍ଷିକ ରିପୋର୍ଟ। କମ୍ୟୁନିଟି ପଲିସିକୁ ଗୁରୁତ୍ୱ ଦେବ କମିଶନରେଟ ପୋଲିସ। ସାଧାରଣ ଲୋକଙ୍କ ସହଭାଗିତାରେ ହେବ ଅପରାଧ ନିୟନ୍ତ୍ରଣ। ନୂଆବର୍ଷରେ ନୂଆ ସଂକଳ୍ପ ନେବା ସହ ଅପରାଧ ତାଲିକା ପ୍ରକାଶ କରିଛି। ଭୁବନେଶ୍ୱର ୟୁପିଡ଼ିରେ ୨୦୨୩…

୨୦୨୫ରେ ନୂଆ ବିଜନେସ ଆରମ୍ଭ କରିବା ପୂର୍ବରୁ ଏହି ଦିଗ ପ୍ରତି ଦୃଷ୍ଟି ଦିଅନ୍ତୁ…

ଭୁବନେଶ୍ବର: ଆଜିକାଲି ଅନେକ ବ୍ୟକ୍ତି ବ୍ୟବସାୟ କରିବାକୁ ଆଗ୍ରହ ଦେଖାଉଛନ୍ତି । ବିଶେଷକରି ଯୁବକମାନେ ବ୍ୟବସାୟ ପ୍ରତି ଅଧିକ ଆଗ୍ରହୀ ଅଛନ୍ତି । ଛୋଟ ହେଉ କିମ୍ବା ବଡ,ସେମାନେ ବିଶ୍ୱାସ କରନ୍ତି ଯେ ବ୍ୟବସାୟ କରିବା ସର୍ବୋତ୍ତମ ଅଟେ । ଏହା ବ୍ୟତୀତ ସରକାରଙ୍କ ଦ୍ୱାରା ଦିଆଯାଇଥିବା…

୨୦୨୯ ବେଳକୁ ଦେଶରେ ଟୁରିଜିମ୍ ହବ୍ ହେବ ଓଡ଼ିଶା

ଭୁବନେଶ୍ବର: ଏବେ ଓଡିଶାର ପର୍ଯ୍ୟଟନସ୍ଥଳୀ ଗୁଡିକ ଆଉ ଲୁକ୍କାଇତ ହୋଇରହିବନି । ସମସ୍ତ ପର୍ଯ୍ୟଟନସ୍ଥଳୀର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଭରପୁର ଉପଭୋଗ କରିବେ ପର୍ଯ୍ୟଟକ । କାରଣ ଟୁରିଜିମ୍ ହବ୍ ହେବ ଓଡ଼ିଶା । ପର୍ଯ୍ୟଟନ କ୍ଷେତ୍ରରେ ଦେଶରେ ୩ ନମ୍ବର ରାଜ୍ୟ ହେବ ଓଡ଼ିଶା । ଏଭଳି କିଛି…

ଅତୁଲ୍ ସୁଭାସଙ୍କ ଭଳି ମାମଲା: ସ୍ତ୍ରୀ ଦେଉଥିଲେ ନିର୍ଯାତନା, ଆତ୍ମହତ୍ୟା କଲେ ସ୍ୱାମୀ

ନୂଆଦିଲ୍ଲୀ: ଦିଲ୍ଲୀରୁ ଆସିଲା ଅତୁଲ୍ ସୁଭାସଙ୍କ ଭଳି ମାମଲା। ପତ୍ନୀଙ୍କ ନିର୍ଯାତନା ସହିନପାରି ଆତ୍ମହତ୍ୟା କଲା ସ୍ବାମୀ । ୫୪ ମିନିଟର ଭିଡିଓ ସେୟାର୍ କରି ଜଣାଇଲେ ଦୁଃଖ। ରାଜଧାନୀ ଦିଲ୍ଲୀର ମଡେଲ୍ ଟାଉନ୍ ଅଞ୍ଚଳରୁ ଆସିଛି ଏକ ଖବର। ମୃତ୍ୟୁ ପୂର୍ବରୁ ଭିଡ଼ିଓ କରି ସୁଇସାଇଡ୍ କରିଛନ୍ତି…

ଆସନ୍ତାକାଲି ଓଡ଼ିଶାରେ ପହଞ୍ଚିବ ଇଲେକ୍ଟ୍ରିକ ଡବଲ ଡେକର ବସ୍

ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶାରେ ପହଞ୍ଚିବ ଇଲେକ୍ଟ୍ରିକ ଡବଲ ଡେକର ବସ୍। ଏ ନେଇ ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ଦୁଇଟି ଇଲେକ୍ଟ୍ରିକ ଡବଲ ଡେକର ବସ୍‌ ମୁମ୍ବାଇରୁ ଭୁବନେଶ୍ୱର ଅଭିମୁଖେ ବାହାରି ସାରିଥିବା ବେଳେ ଆସନ୍ତାକାଲି ପହଞ୍ଚିବ ବୋଲି…

ଆସନ୍ତା ୩ରେ ନୂଆ ରାଜ୍ୟପାଳ ଭାବେ ଶପଥ ନେବେ ହରି ବାବୁ କମ୍ଭାମପତି

ଭୁବନେଶ୍ବର: ଜାନୁଆରୀ ୩ ତାରିଖରେ ଶପଥ ଗ୍ରହଣ କରିବେ ଓଡ଼ିଶାର ନୂଆ ରାଜ୍ୟପାଳ ହରିବାବୁ କମ୍ଭାମପତି । ଏନେଇ ଆସନ୍ତାକାଲି ଭୁବନେଶ୍ୱର ଆସିବେ ନୂଆ ରାଜ୍ୟପାଳ । ରାଜଭବନରେ ତାଙ୍କୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ସୂଚନା…

ଷ୍ଟିଲ ପ୍ଲାଣ୍ଟରେ ଅଗ୍ନିକାଣ୍ଡ, ୪ ମୃତ

ସୁରଟ: ନୂଆବର୍ଷରେ ବଡଧରଣର ଅଘଟଣ । ଗୁଜରାଟ ସୁରଟର ହାଜିରା ଶିଳ୍ପାଞ୍ଚଳରେ ଥିବା ଏକ ଷ୍ଟିଲ ପ୍ଲାଣ୍ଟରେ ଅଗ୍ନିକାଣ୍ଡ ଘଟି ୪ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଶ୍ରମିକ ଆହତ ହୋଇଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । ଖବର ମୁତାବକ, ପ୍ଲାଣ୍ଟରେ ଜଳୁଥିବା…

ନୂଆବର୍ଷରେ ସର୍ବାଧିକ ମତ୍ରାରେ ଅର୍ଡର ହୋଇଛି କଣ୍ଡୋମ, ଅଙ୍ଗୁର ଓ ଆଇସ୍ କ୍ୟୁବ୍

ନୂଆଦିଲ୍ଲୀ: ଭାରତରେ, ପ୍ରତ୍ୟେକ ବିଶେଷ ଦିନ ପାଳନ କରିବାର ବିଭିନ୍ନ ଶୈଳୀ ଦେଖାଯାଏ। ନୂଆ ବର୍ଷର ଗୋଟିଏ ଦିନ ପୂର୍ବରୁ ଲୋକମାନେ ନୂଆ ବର୍ଷକୁ ଉତ୍ସବ ସହିତ ସ୍ୱାଗତ କରନ୍ତି। ଲୋକମାନେ ମଧ୍ୟ ଏହି ଦିନ ପାର୍ଟି କରିବାକୁ ବିଭିନ୍ନ ଜିନିଷ ଅର୍ଡର କରନ୍ତି। ଆପଣ ଜାଣନ୍ତି କି ୩୧ ଡିସେମ୍ବର…

ଆୟୁଷ୍ମାନ ଭାରତରେ ମହିଳାଙ୍କୁ ମିଳିବ ୧୦ ଲକ୍ଷର ବୀମା ସୁବିଧା

ଭୁବନେଶ୍ଵର: ଆୟୁଷ୍ମାନ ଭାରତରେ ମହିଳାଙ୍କୁ ମିଳିବ ୧୦ ଲକ୍ଷର ବୀମା ସୁବିଧା । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଇ-କେୱାଇସି ଡାଟାବେସ୍‌କୁ ଆଧାର କରି ଏହି କାର୍ଡ ଦିଆଯିବ । ଯେଉଁମାନଙ୍କର ଇ-କେୱାଇସି ହୋଇନାହିଁ ସେମାନଙ୍କ ନା କୁ ସରକାର ବିଚାରକୁ ନେବେ।…

ଭାରତରେ ସମଲିଙ୍ଗୀ ଦମ୍ପତି ପୋଷ୍ୟ ସନ୍ତାନ ଗ୍ରହଣ କରିପାରିବେ କି? କଣ ରହିଛି ନିୟମ…

ନୂଆଦିଲ୍ଲୀ: ଆମ ଦୁନିଆ ବହୁତ ଶୀଘ୍ର ବଦଳୁଛି। ବିଶ୍ୱରେ ପରିବର୍ତ୍ତନ ସହିତ ନୂତନ ମାମଲା ମଧ୍ୟ ସାମ୍ନାକୁ ଆସୁଛି। ଏପରି ଏକ ମାମଲା ହେଉଛି ସମଲିଙ୍ଗୀ ଦମ୍ପତିଙ୍କର। ଗତ କିଛିବର୍ଷ ମଧ୍ୟରେ ସମଲିଙ୍ଗୀ ଦମ୍ପତିଙ୍କ ସମ୍ପର୍କର ଅନେକ ଖବର ସାମ୍ନାକୁ ଆସିଛି। ଏହା ସହିତ ସମଲିଙ୍ଗୀ ବିବାହର…