Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

କେରଳ ନର୍ସଙ୍କ ମୃତ୍ୟୁ ଦଣ୍ଡକୁ ୟେମେନ ରାଷ୍ଟ୍ରପତିଙ୍କ ଅନୁମୋଦନ, ବଞ୍ଚାଇ ପାରିବ କି ଭାରତ?

ନୂଆଦିଲ୍ଲୀ: ୟେମେନରେ କେରଳ ନର୍ସଙ୍କୁ ମିଳିଛି ମୃତ୍ୟୁ ଦଣ୍ଡ। ୟେମେନରେ ଜଣେ ନାଗରିକଙ୍କ ହତ୍ୟା ମାମଲାରେ କେରଳର ନର୍ସ ନିମିଷା ପ୍ରିୟାଙ୍କୁ ସେହି ଦେଶରେ ମୃତ୍ୟୁ ଦଣ୍ଡାଦେଶ ମିଳିଛି। ୟେମେନ ରାଷ୍ଟ୍ରପତି ଅଲ-ଅଲିମି ନିମିଷାଙ୍କ ମୃତ୍ୟୁ ଦଣ୍ଡକୁ ଅନୁମୋଦନ କରିଛନ୍ତି। ନିମିଷାଙ୍କ ପରିବାର…

ଟ୍ରେନରେ ମାଗଣା ଯାତ୍ରା କରିବାକୁ ଚାହୁଁଛନ୍ତି କି, ଏହି ରେଳରେ ଆସନ୍ତି ନାହିଁ କୌଣସି ଟିଟି

ଭାରତୀୟ ରେଳବାଇକୁ ଦେଶର ଲାଇଫ୍ ଲାଇନ୍ କୁହାଯାଏ। ରେଳ ମାଧ୍ୟମରେ ପ୍ରତିଦିନ ଏଠାରେ ଲକ୍ଷ ଲକ୍ଷ ଲୋକ ଯାତ୍ରା କରନ୍ତି। ରେଳ ଯାତ୍ରା ସମୟରେ ପ୍ରତ୍ୟେକ ଯାତ୍ରୀଙ୍କୁ ଟିକେଟ୍ ନେଇ ଯାତ୍ରା କରିବାକୁ ପଡେ। କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଟ୍ରେନ୍ ବିଷୟରେ କହିବୁ ଯେଉଁଥିରେ ଆପଣ ବିନା ଟିକେଟରେ…

ରତ୍ନଗିରିରରୁ ମିଳିଲା ବୌଦ୍ଧ କୀର୍ତ୍ତିରାଜିର ଅମୂଲ୍ୟ ଅବଶେଷ..

ଯାଜପୁର: ରତ୍ନଗିରିରୁ ମିଳିଲା ବୌଦ୍ଧ କୀର୍ତ୍ତିରାଜିର ଅନ୍ୟନ୍ୟ ଅବଶେଷ । ଓଡ଼ିଶାର ଯାଜପୁର ଜିଲ୍ଲାର ରତ୍ନଗିରି ବୌଦ୍ଧ ସ୍ଥଳରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଦ୍ୱାରା ଖନନ କାର୍ଯ୍ୟ ଚାଲିଥିବା ବେଳେ ଏବେ ସେଠୁ ବୌଦ୍ଧ କୀର୍ତ୍ତିରାଜିର କିଛି ଅମୂଲ୍ୟ ଅବଶେଷ ଆବିଷ୍କାର ହୋଇଛି ।…

ଆଜି ମଧ୍ୟରାତ୍ରିରୁ ଯାଞ୍ଚ: ମଦ ପିଇ ଗାଡ଼ି ଚଳାଇଲେ ରଦ୍ଦ ହେବ ଲାଇସେନ୍ସ

ଭୁବନେଶ୍ବର: ଜିରୋ ଆଓ୍ବାରରେ ସମୟରେ ମନମାନି କଲେ କଡା କାର୍ଯ୍ୟନୁଷ୍ଠାନ । ମଦ୍ୟପାନ କରି ଗାଡି ଚଳାଇଲେ ରଦ୍ଦ ହେବ ଲାଇସେନ୍ସ । ଏପରି କି ମୋଟା ଅଙ୍କର ଟଙ୍କା ବି ଗଣିବାକୁ ପଡିବ । ନିୟମ ଉଲଘଂନ କରି ଦ୍ରୁତଗତି ଏବଂ ବେପୁରୁଆ ଭାବେ ଗାଡି ଚାଳନା କରୁଥିବା ଚାଳକକୁ ସାବାଡ କରିବା ପାଇଁ ଏଭଳି…

କେଉଁ ସବୁ ଦେଶ ଚନ୍ଦ୍ରରୁ ଆଣିଛନ୍ତି ମାଟି, ଏଥିରୁ ମିଳିଛି କି ନୂଆ ତଥ୍ୟ?

ଚନ୍ଦ୍ର ଆମ ପୃଥିବୀଠାରୁ ପ୍ରାୟ ୩,୮୪,୪୦୦ କିଲୋମିଟର ଦୂରରେ ଅବସ୍ଥିତ। ଏହି ଚନ୍ଦ୍ର ବିଜ୍ଞାନର ଏକ ଲାବୋରେଟୋରୀରେ ପରିଣତ ହୋଇଛି, ଯେଉଁଠାରେ ଅନେକ ଦେଶ ନିଜର ମିଶନ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛନ୍ତି। କିନ୍ତୁ ଆମେରିକା,ଋଷ, ଚୀନ୍ ଏବଂ ଭାରତ ହେଉଛି ଏକମାତ୍ର ଦେଶ ଯେଉଁମାନେ ଚନ୍ଦ୍ରରେ…

ସାମ୍ବାଦିକଙ୍କ ପାଇଁ ଫିଟିଲା ସଚିବାଳୟ ଦ୍ବାର

ଭୁବନେଶ୍ବର: ଲୋକସେବା ଭବନ ଭିତରେ ଖବର ପ୍ରସାରଣକୁ ନେଇ ସାମ୍ବାଦିକଙ୍କ ଉପରେ ଲାଗିଥିବା କଟକଣାକୁ ଆଜି ଉଚ୍ଛେଦ କରିଛନ୍ତି ରାଜ୍ୟ ସରକାର । ଲୋକସେବା ଭବନ ଭିତରକୁ ପ୍ରବେଶ ପାଇଁ ସାମ୍ବଦିକଙ୍କୁ ଅନୁମତି ମିଳିଛି । ଏନେଇ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି…

ଜୀବନସାରା ଫିଟ୍ ରହିବା ପାଇଁ ନୂଆବର୍ଷରେ ନିଅନ୍ତୁ ସଂକଳ୍ପ, ଆପଣାନ୍ତୁ ଭଲ ଖାଦ୍ୟ ଅଭ୍ୟାସ

ନୂଆ ବର୍ଷରୁ ଆମେ ସମସ୍ତେ ନୂତନ ଆରମ୍ଭ କରିବା। ଆମ ଜୀବନରେ ଉନ୍ନତି ଆଣିବା ପାଇଁ ଏହା ଏକ ସୁଯୋଗ। ଆପଣଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ଏବଂ ଏକ ସୁସ୍ଥ ଜୀବନଶୈଳୀ ଗ୍ରହଣ କରିବାର ଏହା ହେଉଛି ଠିକ୍ ସମୟ। ୨୦୨୪ ବର୍ଷ ଶେଷ ହେଉଥିବା ବେଳେ ଆଗାମୀ ବର୍ଷଠାରୁ ଆପଣମାନେ କିପରି ସାରା ଜୀବନ…

କେଉଁ ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି କେତେ? କିଏ ସବୁଠୁ ଧନୀ ଓ କିଏ ଗରିବ

ନୂଆଦିଲ୍ଲୀ:  ଦେଶର କେଉଁ ମୁଖ୍ୟମନ୍ତ୍ରୀ କେତେ ଟଙ୍କାର ମାଲିକ । କାହା ପାଖରେ ଅଛି କେତେ ସମ୍ପତି । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜର ସ୍ୱତନ୍ତ୍ରତା ପାଇଁ ଜଣାଶୁଣା। ଯଦି ଆପଣ ତାଙ୍କର ସମୁଦାୟ ସମ୍ପତ୍ତି ବିଷୟରେ ଜାଣନ୍ତି ତେବେ ଆପଣ ଆଶ୍ଚର୍ଯ୍ୟ ହେବେ। ବର୍ତ୍ତମାନ ମନରେ…

ଫ୍ୟାସନରେ ଫ୍ଲେୟର୍ଡ ଜିନ୍ସ , ଏପରି କରନ୍ତୁ କ୍ୟାରୀ..

ଭୁବନେଶ୍ବର: ଜିନ୍ସ କେବେ ଆଉଟ୍ ଅଫ୍ ଫେସନ୍ ହୋଇନଥାଏ । ସବୁବେଳେ ଏହା ଟ୍ରଣ୍ଡରେ ରହି ଆସିଛି । ଆଜିର ଦିନରେ ଜିନ୍ସ ନହେଲେ ନଚଳେ । ଯୁବପିଢୀଙ୍କ ପ୍ରଥମ ପସନ୍ଦ ଜିନ୍ସ ଯାହା ସହଜରେ କ୍ୟାରି କରିବା ସହ ଷ୍ଟାଇଲିସ୍ ଲୁକ୍ ଦେଇଥାଏ । ଆଜିକାଲି ଭଳିକି ଭଳିକି ଜିନ୍ସ ବଜାରକୁ ଆସିଲାଣି ।…