Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଓଆରଏଚଡିସି ଦୁର୍ନୀତି ମାମଲା; ଜେଲ ଯିବେ ରିଟାର୍ଡ ଆଇଏଏସ୍ ବିନୋଦ କୁମାର

ଭୁବନେଶ୍ୱର: ଓଡ଼ିଶା ରୁରାଲ ହାଉସିଂ ଆଣ୍ଡ ଡେଭ୍‌ଲପ୍‌ମେଣ୍ଟ କର୍ପୋରେସନ (ଓଆରଏଚଡିସି) ଆର୍ଥିକ ଅନିୟମିତତା ମାମଲାର ଆସିଲା ରାୟ । ରିଟାର୍ଡ ଆଇଏଏସ୍ ବିନୋଦ କୁମାରଙ୍କ ସମେତ ଅନ୍ୟ ୨ ଜଣଙ୍କୁ ୩ ବର୍ଷ ଲେଖାଏଁ ସଶ୍ରମ ଜେଲ ଦଣ୍ଡାଦେଶ ହୋଇଛି । ଭୁବନେଶ୍ୱର ଭିଜିଲାନ୍ସ ସ୍ପେଶାଲ ଜଜ୍ କୋର୍ଟ ଆଜି…

ରାଜଧାନୀରେ ବଢୁଛି କୁକୁର ଆତଙ୍କ; ପୁଣି ଆରମ୍ଭ ହେବ କୁକୁର ବନ୍ଧ୍ୟାକରଣ

ଭୁବନେଶ୍ୱର: ରାଜଧାନୀରେ ଅସହ୍ୟ ହୋଇପଡିଲାଣି ବୁଲାକୁକୁରଙ୍କ ଦୌରାତ୍ମ । ଯେଉଁ କାରଣରୁ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରାଜଧାନୀବାସୀ । ରାସ୍ତାଘାଟ ହେଉକି କଲୋନୀ, ବସ୍ତି ସବୁଆଡ଼େ ବଢି ଚାଲିଛି ବୁଲା କୁକୁରଙ୍କ ଆତଙ୍କ । ଗତ ଦେଢ଼ ମାସ ଭିତରେ ବିଏମସି ହସ୍ପିଟାଲରେ ୫ଶହ ଲୋକ…

୨୦୩୬ ସୁଦ୍ଧା ଆମେ ଏକ ସମୃଦ୍ଧ ଓ ବିକଶିତ ଓଡିଶା ଗଠନର ଲକ୍ଷ୍ୟ ରଖିଛୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଉପଭୋକ୍ତା ସୁରକ୍ଷା ଅଭିଯାନକୁ ଫଳପ୍ରଦ କରିବା ପାଇଁ ସରକାରୀ, ବେସରକାରୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ନାଗରିକ ସମାଜ ଏବଂ ସର୍ବୋପରି ଗଣମାଧ୍ୟମର ସକ୍ରିୟ ସହଯୋଗର ଆବଶ୍ୟକତା ରହିଛି । ସବୁ ବର୍ଗର ଉପଭୋକ୍ତା ଯେପରି ସକ୍ରିୟ ଭାବେ ଅଂଶଗ୍ରହଣ କରି ଉପଭୋକ୍ତା ସୁରକ୍ଷା ଆଇନ୍ ୨୦୧୯ର…

ଓଡ଼ିଶାର ନୂଆ ରାଜ୍ୟପାଳ ହେଲେ ଡକ୍ଟର ହରିବାବୁ କମଭମ୍ପତି

ଭୁବନେଶ୍ବର: ବଦଳିଲେ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ । ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଡକ୍ଟର ହରିବାବୁ କମଭମ୍ପତିଙ୍କୁ ନିଯୁକ୍ତି ଦେଲେ ରାଷ୍ଟ୍ରପତି । ଏହା ପୂର୍ବରୁ ମିଜୋରାମ ରାଜ୍ୟପାଳ ଥିଲେ ହରିବାବୁ କମଭମ୍ପତି। ନୂଆ ରାଜ୍ୟପାଳ ଭାବେ ଡକ୍ଟର ହରିବାବୁ କମଭମ୍ପତି ନିଯୁକ୍ତି ହେବା ପରେ…

ଆପଣଙ୍କ ନାଁରେ ଚାଲିଛି କି ନକଲି ଲୋନ ?

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ, ଆମେ ବହୁ ପରିମାଣରେ ଟେକ୍ନୋଲୋଜି ଉପରେ ନିର୍ଭରଶୀଳ। ଆଜ୍ଞା ହଁ, ଏହା ଆମ ଜୀବନକୁ କରିଛି ସହଜ। ଯେଉଁ କାମ ପାଇଁ ପୂର୍ବରୁ ଘରୁ ବାହାରକୁ ଯିବାକୁ ପଡୁଥିଲା, ତାହା ବର୍ତ୍ତମାନ ଘରେ ବସି ଖୁବ କମ ସମୟରେ ହୋଇପାରୁଛି। ଟେକ୍ନୋଲୋଜିର ପରିସର ବିସ୍ତାର ସମୟରେ,…

୫୫୦ କେଜି ଚକୋଲେଟରେ ପ୍ରସ୍ତୁତ ହେଲା ସାଣ୍ଟା କ୍ଲଜ୍

ପୁରୀ: ଖ୍ରୀଷ୍ଟମାସ ଉପଲକ୍ଷେ ପୁରୀ ବେଳାଭୂମିରେ ବିଶ୍ଵର ସର୍ବବୃହତ ବାଲୁକା କଳା । ନୂଆ ବିଶ୍ଵ ରେକର୍ଡ ପାଇଁ ପ୍ରଚେଷ୍ଟା କରି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳାରେ ଏହି ଚକୋଲେଟ୍ ଇନଷ୍ଟାଲେସନ୍ ସାଣ୍ଟା କ୍ଲଜ୍ କୃତିଟିକୁ ପ୍ରସ୍ତୁତ କରିଛନ୍ତି ।…

ରାମେଶ୍ବରମ୍ ଅଗ୍ନିତୀର୍ଥମ ବିଚର ଚେଞ୍ଜିଂ ରୁମରୁ ମିଳିଲା କ୍ୟାମେରା, ୨ ଗିରଫ

ରାମେଶ୍ବରମ୍: ଅନେକ ସମୟରେ ସେ ମଲ୍ ର ଟ୍ରାଏଲ ରୁମ୍ ହେଉ କୌଣସି ସ୍ଥାନର ଚେଞ୍ଜିଂ ରୁମ୍ ସେଠାରେ ସିକ୍ରେଟ କ୍ୟାମେରା ଲଗାଯାଇଥିବା ଘଟଣା ସାମ୍ନାକୁ ଆସିଛି । ଆଉ ଏହି ଘଟଣାରେ ଅନେକ ଗିରପ ମଧ୍ୟ ହୋଇଥିବାର ନଜିର ରହିଛି । ଏହା ସତ୍ତ୍ବେ ମଧ୍ୟ ଏହି ଘଟଣାର ପୁନରାବୃତ୍ତି ହେଉଥିବା ଦେଖିବାକୁ…

ନେପାଳ ରାସ୍ତା ଦେଇ ଆସୁଛି ଚାଇନା ରସୁଣ; ୧ କୋଟିର ରସୁଣ ଜବତ କଲା ପୋଲିସ

ପାଟନା: ଭାରତରେ ରସୁଣର ଅଭାବ ହେତୁ ନେପାଳ ଦେଇ ଚାଇନାରୁ ରସୁଣ ତସ୍କରୀ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହି ବେଆଇନ ବାଣିଜ୍ୟରେ ଅନେକ ଛୋଟ ଏବଂ ବଡ ଗ୍ୟାଙ୍ଗ ଜଡିତ ଅଛନ୍ତି । ଏହି ଗ୍ୟାଙ୍ଗଗୁଡିକ ନେପାଳରୁ ଭାରତକୁ ରସୁଣର ସାମଗ୍ରୀ ପଠାଉଛନ୍ତି । ସୀମା ସୁରକ୍ଷା ବାହିନୀ କ୍ରମାଗତ ଭାବେ…

ନୂଆ ବର୍ଷାରୁ ଏହି ସବୁ ସ୍ମାର୍ଟଫୋନରେ ଚାଲିବନି ହ୍ୱାଟସ୍ ଆପ୍, ଫେସବୁକ୍ ଓ ଇନଷ୍ଟାଗ୍ରାମ

ସମଗ୍ର ବିଶ୍ୱରେ ହ୍ୱାଟସ୍ ଆପ୍‌ରେ ୨୯୫ ନିୟୁତରୁ ଅଧିକ ଉପଭୋକ୍ତା ଅଛନ୍ତି। ମେଟାର ତତକ୍ଷଣାତ୍ ମେସେଜିଂ ପ୍ଲାଟଫର୍ମ ହେଉଛି ଦୁନିଆର ସର୍ବାଧିକ ବ୍ୟବହୃତ ଆପ୍। କମ୍ପାନୀ କ୍ରମାଗତ ଭାବରେ ଏଥିପାଇଁ ନୂତନ ଫିଚର ଏବଂ ସୁରକ୍ଷା ଅଦ୍ୟତନଗୁଡିକ ପ୍ରକାଶ କରେ। ତେବେ ଯେଉଁମାନେ ହ୍ୱାଟସ୍‌ଆପ୍…

ନିର୍ବାଚନରେ ବଡ଼ ଗଡ଼ବଡ଼ !

ଭୁବନେଶ୍ବର: ଲୋକସଭା ଓ ବିଧାନସଭା ନିର୍ବାଚନରେ ହୋଇଛି କି ଭୋଟ୍ ଜାଲିଆତି? ମତଦାନ ସଂଖ୍ୟାକୁ ନେଇ ଦ୍ବନ୍ଦ୍ବ ! ପ୍ରିଜାଇଡିଂ ଅଫିସର ଓ ରିଟର୍ଣ୍ଣିଂ ଅଫିସରଙ୍କ ତଥ୍ୟରେ ଫରକ ! ସାଧାରଣ ନିର୍ବାଚନରେ ଭୋଟ୍ ଜାଲିଆତି ଅଭିଯୋଗରେ ଗତକାଲି ନିର୍ବାଚନ କମିଶନଙ୍କୁ ଭେଟିଥିଲେ ବିଜେଡି ସାଂସଦ । ଆଉ…