Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ରାଜ୍ୟସଭା ନିର୍ବାଚନ: ୩ ରାଜ୍ୟରେ ୧୫ ଟି ଆସନ ପାଇଁ ଚାଲିଛି ମତଦାନ

ନୂଆଦିଲ୍ଲୀ: ଦେଶର ୧୫ଟି ରାଜ୍ୟରେ ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଛି ମତଦାନ । ଉତ୍ତରପ୍ରଦେଶ, କର୍ଣ୍ଣାଟକ ଓ ହିମାଚଳପ୍ରଦେଶରେ ୧୫ଟି ଆସନ ପାଇଁ ଚାଲିଛି ମତଦାନ । ଓଡ଼ିଶା ସମେତ ୧୫ ଟି ରାଜ୍ୟର ୫୬ ଟି ଆସନ ମଧ୍ୟରୁ ୪୧ ଜଣ ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇସାରିଛନ୍ତି ।…

ଏନଏସି ମାନ୍ୟତା ଦାବିରେ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ଦ ପାଳନ

ବଲାଙ୍ଗିର/ସୁବର୍ଣ୍ଣପୁର/କଳାହାଣ୍ଡି/ବାଲେଶ୍ୱର: ଏନଏସି ଘୋଷଣା ଦାବିରେ ତେଜୁଛି ପ୍ରତିବାଦ । ବିଭିନ୍ନ ସ୍ଥାନରେ ବନ୍ଦ ପାଳନ କରାଯାଉଛି । ଏହି କ୍ରମରେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା, ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା, କଳାହାଣ୍ଡି ଜିଲ୍ଲା ଏମ୍. ରାମପୁର ଓ ବାଲେଶ୍ୱର ଜିଲ୍ଲା ବାଲିଆପାଳରେ…

ଆସିଲା ବାଘ ଗଣନା ରିପୋର୍ଟ, ରାଜ୍ୟରେ ୩୦ ମହାବଳ, ଶିମିଳିପାଳରେ ୨୭ ମଧ୍ୟରୁ ୧୩ କଳାବାଘ ଚିହ୍ନଟ

ଭୁବନେଶ୍ବର: ସାମ୍ନାକୁ ଆସିଲା ରାଜ୍ୟର ବାଘ ଗଣନା ରିପୋର୍ଟ । ଓଡିଶା ଜଙ୍ଗଲରେ ଅଛନ୍ତି ୩୦ ମହାବଳ ବାଘ । କେବଳ ଶିମିଳିପାଳରେ ୨୪ ମହାବଳ ବାଘ ଅଛନ୍ତି । ରାଜ୍ୟରେ ୩୦ ମହାବଳରୁ ୧୪ ଟି ବାଘୁଣୀ ରହିଛନ୍ତି । ସେହିପରି ୧ ବର୍ଷରୁ କମ ୮ ଟି ବାଘ ଛୁଆ ଶିମିଳିପାଳରେ ଅଛନ୍ତି । ସର୍ବଭାରତୀୟ…

ରାଜ୍ୟର ବଡ଼ ଟନେଲ ନିର୍ମାଣ କରୁଛି ପୂର୍ବତଟ ରେଳବାଇ

ଭୁବନେଶ୍ୱର: ରାଜ୍ୟରେ ନିର୍ମାଣ ହେଉଛି ବଡ଼ ବଡ଼ ରେଳପଥ ଟନେଲ। ବୌଦ୍ଧରୁ ଦଶପଲ୍ଲା ମଧ୍ୟରେ ଏହି ଟନେଲ ଗୁଡ଼ିକ ନିର୍ମାଣ ହେଉଛି। ଆଡେଣିଗଡ଼ ଠାରେ ପୂର୍ବତଟ ରେଳବାଇ ସବୁଠାରୁ ଲମ୍ବା ଟନେଲ ପ୍ରସ୍ତୁତ କରୁଛି। ଏହାର ଲମ୍ବ ୪ କିଲୋମିଟର ରହିଥିବା ଜଣାପଡ଼ିଛି। ଏହିପରି ବୌଦ୍ଧରୁ ଦଶପଲ୍ଲା…

ପ୍ରତିଯୋଗିତାମୂଳକ କ୍ରିକେଟକୁ ଫେରିଲେ ହାର୍ଦ୍ଦିକ

ମୁମ୍ବାଇ: ଦୀର୍ଘ ଦିନ ଧରି ଆଘାତ ସମସ୍ୟାରେ ପଡିବା ପରେ ଭାରତର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପ୍ରତିଯୋଗିତାମୂଳକ କ୍ରିକେଟକୁ ପ୍ରତ୍ୟାବର୍ତନ କରିଛନ୍ତି । ଡିୱାଇ ପାଟିଲ ଟି୨୦ କପରେ ଭାରତ କର୍ପୋରେଶନ ଲିମିଟେଡ ବିପକ୍ଷ ମ୍ୟାଚରେ ସେ ରିଲାଏନ୍ସ ୱାନ ପକ୍ଷରୁ ଖେଳିଥିଲେ । ୩ ଓଭର…

ସୁଜାତା କୁଜୁରଙ୍କ ସ୍ୱପ୍ନ ଭାରତୀୟ ମହିଳା ହକି ଟିମରେ ସୁଯୋଗ ପାଇବା

ଭୁବନେଶ୍ୱର: ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ୍ସରେ ପ୍ରଭାବୀ ପ୍ରଦର୍ଶନ କରି ଉଦୀୟମାନ ମହିଳା ହକି ଖେଳାଳି ସୁଜାତା କୁଜୁର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି । ସୁଜାତାଙ୍କ ନେତୃତ୍ୱରେ ସମ୍ବଲପୁର ୟୁନିଭରସିଟି ଫାଇନାଲରେ ଆଇଟିଏମ ୟୁନିଭରସିଟିକୁ ହରାଇ ଚାମ୍ପିୟନ ହୋଇଛି । ୨୦ ବର୍ଷୀୟା…

ମାର୍ଚ୍ଚ ୫ ତାରିଖରେ +୩ ଓ ପିଜି ଛାତ୍ରଛାତ୍ରୀଙ୍କୁ ଦିଆଯିବ ‘ମ୍ୟାଜିକ କାର୍ଡ’: ପାଣ୍ଡିଆନ୍

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ୫ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆଜି ସମ୍ବଲପୁର, ଅନୁଗୁଳ ଓ ଦେବଗଡ଼ ଜିଲ୍ଲା ଗସ୍ତ କରିଥିଲେ। ଏହି ଜିଲ୍ଲାଗୁଡ଼ିକରେ ନୂଆ-ଓ ସ୍କଲାରସିପ୍ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେଇ ୫୭ଟି କଲେଜର ଛାତ୍ରଛାତ୍ରୀଙ୍କ…

ଓ୍ବାଏନାଡ ନୁହଁ ଅନ୍ୟ ଦୁଇ ରାଜ୍ୟର ଲୋକସଭା ଆସନରୁ ପ୍ରାର୍ଥୀ ହେବେ ରାହୁଲ ଗାନ୍ଧୀ!

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନରେ କେରଳର ୱାଏନାଡରେ ଥିବା ନିଜ ସଂସଦୀୟ ଆସନ ଛାଡିପାରନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। କୁହାଯାଉଛି ଯେ ରାହୁଲ ଗାନ୍ଧୀ ନିର୍ବାଚନରେ ଦୁଇଟି ଭିନ୍ନ ଭିନ୍ନ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିବେ। ଗୋଟିଏ କର୍ଣ୍ଣାଟକ କିମ୍ବା ତେଲେଙ୍ଗାନା ଏବଂ…

ଆଧାର କାର୍ଡ ନଥିଲେ ଭୋଟରଙ୍କୁ ଭୋଟ୍ ଦେବାକୁ ବାରଣ କରାଯିବ ନାହିଁ: ନିର୍ବାଚନ କମିଶନ

ନୂଆଦିଲ୍ଲୀ: ଆଧାର କାର୍ଡ ନଥିଲେ ଭୋଟରଙ୍କୁ ଭୋଟ୍ ଦେବାକୁ ବାରଣ କରାଯିବ ନାହିଁ ବୋଲି ନିର୍ବାଚନ କମିଶନ ତୃଣମୂଳ କଂଗ୍ରେସ (ଟିଏମସି)ର ଏକ ପ୍ରତିନିଧି ଦଳକୁ ପ୍ରତିଶ୍ରୁତି ଦେଇଛନ୍ତି। ଭୋଟରମାନେ ନିଜର ଭୋଟର ପରିଚୟ ପତ୍ର କିମ୍ବା ଅନ୍ୟ କୌଣସି ନିର୍ଦ୍ଦିଷ୍ଟ ପରିଚୟ ପତ୍ର ବ୍ୟବହାର କରି ଭୋଟ୍…

କେନ୍ଦ୍ରାପଡ଼ା ଲୋକସଭା ଆସନ: ପ୍ରାର୍ଥୀ ଖୋଜୁଛନ୍ତି ବିରୋଧୀ, ବିଜେଡ଼ି ନିକଟରେ ଲମ୍ବା ତାଲିକା

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଲୋକସଭା ଆସନକୁ ନେଇ ଏବେ ତିନି ଦଳ ଦ୍ୱନ୍ଦ୍ୱରେ। ଗତ ନିର୍ବାଚନରେ ବିଜେଡ଼ି ପକ୍ଷରୁ ପ୍ରାର୍ଥୀ ହୋଇଥିବା ଅନୁଭବ ମହାନ୍ତିଙ୍କୁ ଦଳ ଦ୍ୱନ୍ଦ୍ୱରେ ରହିଛି। ତାଙ୍କୁ ରିପିଟ କରିବ ନା ନୂଆ ମୁଁହ ଦେବ ସେନେଇ ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି। ସେହିପରି ବିଜେପି ପକ୍ଷରୁ…