Latest Odisha News

BREAKING NEWS

Browsing Category

Uncategorized

ଭିଜିଲାନ୍ସ ଜାଲରେ ସୁପରଭାଇଜର

ନୀଳଗିରି: ପୁଣି ଭିଜିଲାନ୍ସ ରେଡ୍ । ବାଲେଶ୍ୱର ନୀଳଗିରି ବରହମପୁର ସେକ୍ଟରରେ ଜଣେ ଅଙ୍ଗନୱାଡି କର୍ମୀଙ୍କ ସମ୍ପର୍କରେ ତଥ୍ୟ ପାଇଁ ଟଙ୍କା ଲାଞ୍ଚ ଅଭିଯୋଗ । ତଥ୍ୟର ଯାଞ୍ଚ ରିପୋର୍ଟ ପ୍ରଦାନ ପାଇଁ ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଇସିଡିଏସ ବିଭାଗ ସୁପରଭାଇଜରଙ୍କୁ ଗିରଫ କରାଯାଇଛି ।…

ହକିକୁ ଅଲବିଦା କହିଲେ ବୀରେନ୍ଦ୍ର ଲାକ୍ରା

ଭୁବନେଶ୍ୱର : ହକିରୁ ଅବସର ନେଲେ ବୀରେନ୍ଦ୍ର ଲାକ୍ରା । ଏବାବଦରେ ହକି ଇଣ୍ଡିଆ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି । ଟୋକିଓ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ହକି ଟିମର ସଦସ୍ୟ ରହିଥିବା ଓଡ଼ିଆ ପୁଅ ବୀରେନ୍ଦ୍ର ଲାକା ଅନ୍ତର୍ଜାତୀୟ ହକିକୁ ଅଲବିଦା କହିଛନ୍ତି।  ବୀରେନ୍ଦ୍ର…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୫୦)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୫୦ କୁନୁ ମାଉସୀ  ନିଜ ସହ ନିଜେ ସାଲିସକରି ମକବୁଲ୍ ଭାଇକୁ ଡାକିଲା ଦିନେ। ସେ ତ ଦିଦିର କିଣା ଚାକର । ସହଜେ କି ଫୋନ ଉଠେଇବ ନା କଥାହବ। ବହୁତଥର ଚେଷ୍ଟାକଲା ପରେ ଫୋନ ଉଠେଇଲା ସତ, ସଫା ମନାକଲା ପାଖକୁ ଆସିବାକୁ।  ଏମିତି…

ସଙ୍କଟରେ ଗଜରାଜ

ଭୁବନେଶ୍ୱର : ବିପର୍ଯ୍ୟସ୍ତ ଅବସ୍ଥାରେ ହାତୀ ପଲ । କହିବାକୁ ଗଲେ ଏବେ କିଛି ଦିନ ହେଲା ଯେମିତି ହାତୀଙ୍କୁ ପଡ଼ିଛି ଶନିଦଶା । ଗୋଟିଏ ପରେ ଗୋଟିଏ ହାତୀର ମୃତ୍ୟୁ ହୋଇ ଚାଲିଥିବା ବେଳେ କିଛି ହାତୀ ବିପଦ ମୁହଁରେ ପଡିି ଛଟପଟ ହେଉଛନ୍ତି । କେଉଁଠି ହାତୀ ଦାନ୍ତ ପାଇଁ ହାତୀକୁ ହତ୍ୟା କରାଯାଉଛି ତ…

ମୃତ ସାମ୍ବାଦିକ ଅରିନ୍ଦମ ଦାସଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:  ସାମ୍ବାଦିକ ଅରିନ୍ଦମ ଦାସଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶ ଦାତା ମାନସ ମଙ୍ଗରାଜ । ଜର୍ଣ୍ଣାଲିଷ୍ଟ ୱେଲଫେୟାର ଫଣ୍ଡରୁ ଏହି ସହାୟତା…

ପଛକୁ ହଟିଲା ପଶ୍ଚିମବଙ୍ଗ, ଭାଙ୍ଗିଲା ନିର୍ମାଣ କରିଥିବା ପାଚେରି

ବାଲେଶ୍ବର : ପଛକୁ ହଟିଲା ପଶ୍ଚିମବଙ୍ଗ ପ୍ରଶାସନ । ବିରୋଧ ପରେ ଭାଙ୍ଗିଲା ନିର୍ମାଣ କରିଥିବା ପାଚେରି । ଓଡ଼ିଶା ସୀମା ଭିତରରେ ପଶ୍ଚିମବଙ୍ଗ ପ୍ରଶାସନ ଜୋର ଜବରଦସ୍ତ ପାଚେରି ନିର୍ମାଣ କରୁଥିଲା । କିନ୍ତୁ ସେହି ପାଚେରିକୁ ରାତି ଅଧିଆ ଭାଙ୍ଗି ଦେଇଛି ପଶ୍ଚିମବଙ୍ଗ ପ୍ରଶାସନ । ଓଡିଶାର…

ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସମ୍ଭାବନା , ୨୫ରୁ ପ୍ରବଳ ବର୍ଷା

ଭୁବନେଶ୍ୱର : ବଙ୍ଗୋପସାଗରରେ ବୁଧବାର ଠାରୁ ଘୁର୍ଣ୍ଣି ବଳୟ ସୃଷ୍ଟି ହୋଇଛି । ଏବେ ଘନିଭୂତ ହେଉଛି ମିଆଁମାରରେ ଉପକୂଳରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣି ବଳୟ।  ଏହାର ପ୍ରଭାବରେ ୨୪ ତାରିଖ ସନ୍ଧ୍ୟା ବେଳକୁ ଉତ୍ତର-ପୂର୍ବ ଓ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି…

ଲଗାଣ ବର୍ଷାରେ ଉଜୁଡିଗଲା ଚାଷ

ଯାଜପୁର: ଗତ କିଛି ଦିନ ଧରି ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ଯାଜପୁର ଜିଲ୍ଲାରେ ଗୁରୁତର ଭାବେ ପ୍ରଭାବିତ ହୋଇଛି ଚାଷ କାର୍ଯ୍ୟ । ବିଶେଷକରି ବୈତରଣୀ ଏବଂ ଏହାର ଶାଖା ନଦୀ ମାନଙ୍କରେ ବନ୍ୟା ଆସିବା ଫଳରେ ଯାଜପୁର ବ୍ଲକରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ପନିପରିବା ଚାଷ ପାଣିରେ ବୁଡି ରହିବା ଫଳରେ…

କବିତା : ପ୍ରିୟତମା ଆଉ ସ୍ମୃତି

ପ୍ରିୟଙ୍କା ପ୍ରିୟଦର୍ଶନୀ ଦାସ ଦେଖ, ସରି ଯାଏ ସମ୍ପର୍କ ଆୟୁଷ ପ୍ରିୟତମାର ଆହତ ବାକ୍ୟରେ କିଛି ଅତୀତ ସ୍ମୃତି ହୋଇ ଫେରେ କିଛି ରହେ ତୁଚ୍ଛା ଆଶ୍ୱାସନାରେ। କେବେ ଦିନେ ମହାର୍ଘ୍ୟ ଲାଗିଥିଲା ପ୍ରିୟତମା ସହ ଅନୁଭୂତି; ସେଇ ପ୍ରେମ ସବୁ ଲୁହ ହୋଇଗଲା ପୁଣି ଥଣ୍ଡା ପଡ଼ିଗଲା ଛାତି।…