Latest Odisha News

BREAKING NEWS

Browsing Category

Uncategorized

ଅଲୋଡା ଶିଶୁ କନ୍ୟାକୁ ଆପଣେଇଲେ ବେଙ୍ଗାଲୁରୁର ଦମ୍ପତ୍ତି

ବଲାଙ୍ଗିର: ଗତ ମାର୍ଚ୍ଚ ମାସରେ ସହରର ଏକ ନର୍ଦ୍ଦମାରୁ ଉଦ୍ଧାର ହୋଇଥିବା ନବଜାତ ଶିଶୁ କନ୍ୟାକୁ ପୋଷ୍ୟପୁତ୍ରୀ ଭାବେ ଆପଣେଇଛନ୍ତି ବେଙ୍ଗାଲୁରୁର ଦମ୍ପତି । ଉଦ୍ଧାର ପରେ ଶିଶୁଟିର ଯତ୍ନ ନେବା ସହ ଶିଶୁ ମଙ୍ଗଳ କମିଟିକୁ ପ୍ରଦାନ କରାଯାଇଥିଲା । ଯେଉଁଠାରେ ତାକୁ ‘ତୁଳସୀ’ ନାମ ଦିଆଯାଇଥିଲା…

ପନ୍ଦର ମିନିଟ୍‍ ପାଇଁ ବିଜୁଳି ବନ୍ଦର ଆହ୍ୱାନ

ଭୁବନେଶ୍ୱର: ବୁଧବାର ସନ୍ଧ୍ୟା ୫ଟାବେଳେ ବିଦ୍ୟୁତ୍‍ ଉପଭୋକ୍ତା ମହାସଂଘ ତରଫରୁ ମାଷ୍ଟର କ୍ୟାଣ୍ଟିନ୍‍ ଛକଠାରେ ଘଣ୍ଟିକିଆ ପ୍ରତିବାଦ ସଭା ହୋଇଥିଲା । ଏହି ସଭାରେ କଂଗ୍ରେସ, ସି.ପି.ଆଇ(ଏମ୍‍) ସି.ପି.ଆଇ, ସମାଜବାଦୀ ପାର୍ଟି ଫରୱାର୍ଡ଼ ବ୍ଲକ୍‍, ସିି.ପି.ଆଇ. ଏମ୍‍.ଏଲ୍‍. (ଲିବରେସନ୍‍),…

କର୍ତ୍ତବ୍ୟନିଷ୍ଠତା ପାଇଁ ପ୍ରଶଂସିତ ହେଲେ ହାବିଲଦାର

କଟକ: କଟକର ଟାଉନ୍ ଟ୍ରାଫିକ୍ ଆରକ୍ଷୀ ଥାନାର ହାବିଲଦାର ଲଳିତ୍ ମୋହନ ରାଉତଙ୍କୁ ପ୍ରଶଂସା କରିଛନ୍ତି ପୋଲିସ କମିଶନର। ସୂଚନା ଅନୁଯାୟୀ, ଗତ ୧୭ ତାରିଖ ଦିନ ଶିଖରପୁର ଟ୍ରାଫିକ୍ ଛକରେ କାର୍ଯ୍ୟରତ ଥିବା ସମ୍ପୃକ୍ତ ଅଧିକାରୀ ଜଣକ ରାସ୍ତା ଉପରେ ବଜୁରୀ ଓ ଚିପ୍ସ ଖେଳାଇ ହୋଇଯାଇଥିବା…

ପିପିଇ କିଟ୍ ପିନ୍ଧି ହ୍ରିତିକ୍‌ଙ୍କ ଘୁଙ୍ଗୁରୁ ଗୀତରେ ନାଚିଲେ ଡାକ୍ତର

ମୁମ୍ବାଇ: ସୋସିଆଲ୍‌ ମିଡିଆରେ ଜଣେ ଡାକ୍ତରଙ୍କ ନୃତ୍ୟ‌ର ଭିଡିଓ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି। କେବଳ ସେତିକି ନୁହେଁ ଏହି ଡାକ୍ତର ଜଣଙ୍କ ଭିଡିଓ ଦେଖି ଅଭିନେତା ହ୍ରିତିକ୍‌ ରୋସନ୍‌ ମଧ୍ୟ ବିଭୋର ହୋଇଯାଇଛନ୍ତି। ହ୍ରିତିକ୍‌ ତାଙ୍କ ନୃତ୍ୟର ଷ୍ଟେପ୍‌କୁ ଅନୁସରଣ କରି ନିଜେ କରିବାକୁ…

ବଟି ଦେବାକୁ ମନା କରିବାରୁ ଭାଇ ଭଉଣୀଙ୍କ ଉପରକୁ ମରଣାନ୍ତକ ଆକ୍ରମଣ

ବ୍ରହ୍ମପୁର: ଦାଦା ବଟି ମାଗିବା ଅଭିଯୋଗରେ ଶନିବାର ଦିନ ଟ୍ଵିନ ସିଟିରୁ ୮ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ। ଏହା ସତ୍ତ୍ୱେ ସୁଧୁରୁ ନାହାନ୍ତି ଦୁର୍ବୁତ୍ତ । ବଟି ଦେବାକୁ ମନା କରିବାରୁ ଗଞ୍ଜାମ ବ୍ରହ୍ମପୁର ଅଞ୍ଚଳର ଜଣେ ଯୁବକ ଏବଂ ତାଙ୍କ ଭଉଣୀଙ୍କୁ କିଛି ଦୁର୍ବୁତ୍ତ ଆକ୍ରମଣ…

କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କଲେ ଉମର ଗୁଲ

କରାଚୀ:ପାକିସ୍ତାନ ପେସ ବୋଲର ଉମର ଗୁଲ ଶନିବାର ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ଗୁଲ୍ ପାକିସ୍ତାନ ପକ୍ଷରୁ ଶେଷ ଆନ୍ତର୍ଜାତୀୟ ମ୍ୟାଚ ୨୦୧୬ରେ ଖେଳିଥିଲେ । ଏଠାରେ ଚାଲିଥିବା ଟି୨୦ ଲିଗରେ ସେ ବେଲୁଚିସ୍ତାନର ପ୍ରତିନିଧିତ୍ୱ କରୁଥିଲେ । ତାଙ୍କ ଦଳ…

ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅ ଏବଂ ପତ୍ନୀଙ୍କ ବିରୋଧରେ ବଳାତ୍କାର ଏବଂ ଗର୍ଭପାତ ଭଳି ସଙ୍ଗୀନ୍‌ ଅଭିଯୋଗ…

ନୂଆଦିଲ୍ଲୀ: ବଲିଉଡର ପ୍ରସିଦ୍ଧ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅ ମହାଅକ୍ଷୟ ଚକ୍ରବର୍ତ୍ତୀ ବିରୋଧରେ ବଳାତ୍କାର ଓ ଗର୍ଭପାତ ଭଳି ସଙ୍ଗୀନ ଅଭିଯୋଗ ଅଣାଯାଇଛି। ତାଙ୍କ ବିରୋଧରେ ମୁମ୍ବାଇର ଓସିୱାରା ପୋଲିସ ଷ୍ଟେସନରେ  ତାଙ୍କ ବିରୋଧରେ ବଳାତ୍କାର ଓ ଗର୍ଭପାତ ମାମଲା ରୁଜୁ ହୋଇଛି।…

ପୋଷ୍ୟ ନାଁ ଗ୍ରହଣ କରିଥିବା ବଲିଉଡ୍ ଅଭିନେତ୍ରୀ…

ମୁମ୍ବାଇ: ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଚଳଚ୍ଚିତ୍ରରେ ପ୍ରବେଶ କରିବା ପୂର୍ବରୁ ସେମାନଙ୍କ ନାମ ପରିବର୍ତ୍ତନ କରିଛନ୍ତି। ତେବେ ଆସନ୍ତୁ ଜାଣିବା ସେହି ଅଭିନେତ୍ରୀଙ୍କ ସମ୍ପର୍କରେ କିଆରା ଆଡଭାନୀ ଅଳ୍ପ ସମୟ ମଧ୍ୟରେ ବଲିଉଡ୍‌ରେ ନିଜର ଏକ ଅନନ୍ୟ ପରିଚୟ ସୃଷ୍ଟି କରିପାରିଛନ୍ତି…

ଦେବାଳିଆ କଥାକୁ ଖଣ୍ଡନ କଲେ ଆଦିତ୍ୟ; ଦେଲେ ଏହି ସ୍ପଷ୍ଟୀକରଣ

ମୁମ୍ବାଇ: କରୋନା ଭାଇରସ୍ ଯୋଗୁଁ ହୋଇଥିବା ଲକଡାଉନ୍ ଫଳରେ ଆଦିତ୍ୟ ନାରାୟଣ ପଇସା ଅଭାବରୁ ଦେବାଳିଆ ହୋଇଯାଇଥିବା ନେଇ ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଯାହାକୁ ଖଣ୍ଡନ କରିଛନ୍ତି ନିଜେ ଆଦିତ୍ୟ। ଟେଲି ଚକରକୁ ଦେଇଥିବା ଏକ ସାକ୍ଷାତକାରରେ ଆଦିତ୍ୟ ନାରାୟଣ ଏହି ଖବରକୁ ଖଣ୍ଡନ…

ବିଗ୍ ବି ଅମିତାଭଙ୍କ ‘ଝାଡୁପୋଛା’!

ମୁମ୍ବାଇ: ଅମିତାଭ ବଚ୍ଚନ ଗୁରୁବାର ଦିନ କୋନ ବନେଗା କରୋରପତିର ଏକ ଏପିସୋଡରେ କହିଛନ୍ତି ଯେ ସେ ଲକଡାଉନ ସମୟରେ ଘର ପୋଛା ପୋଛି କରୁଥିଲେ। ସୂଚନା ଅନୁଯାୟୀ ଶୋ'ରେ ଜଣେ ପ୍ରତିଯୋଗୀ ରୁନା ସାହା କହିଥିଲେ ଯେ ସେ ଲକଡାଉନରେ ଘରେ ଅନେକ କାମ କରିଛନ୍ତି ଜ୍ଝ ଏହା ପରେ ଶୋ’ର ଏକ୍ସପୋର୍ଟ ଗେଷ୍ଟ…