Latest Odisha News

BREAKING NEWS

Browsing Category

Uncategorized

କବିତା : ଘୋଡ଼ଲାଗି ବେଶ

ଗଦାଧର ସାହୁ ମାର୍ଗଶିର ମାସ ଓଢଣ ଷଷ୍ଠୀରେ ଘୋଡ଼ଲାଗି ବେଶ ହେବେ, ପ୍ରଭୁ ଜଗନ୍ନାଥ ଶୀତବସ୍ତ୍ର ପିନ୍ଧି ପିନ୍ଧିବା ନିର୍ଦ୍ଦେଶ ଦେବେ । ସାତ ବାର ସବୁ ତାଙ୍କରି ଭିଆଣ ସାତ ରଙ୍ଗ ବସ୍ତ୍ର ପିନ୍ଧି, ନିତି ନୂଆ ନୁହେଁ ବ୍ୟବହାର ପରେ ପାଲଟାଇବାର ବିଧି । ପଷମ ବସ୍ତ୍ରରେ…

ଜାଡରେ ଥରୁଛି କନ୍ଧମାଳ : ଜି.ଉଦୟଗିରି ସବୁଠୁ ଥଣ୍ଡା ସହର

ଭୁବନେଶ୍ୱର: ଖସୁଛି ପାରଦ , ବଢୁଛି ଶୀତ  । ପାରଦ ଯେତିକି ତଳମୁହାଁ ହେଉଛି , ଶୀତ ସେତିକି ବଢିବାରେ ଲାଗିଛି । ଉତ୍ତର-ଉତ୍ତର ପଶ୍ଚିମ ଦିଗରୁ ସୁଷ୍କ ବାୟୁ ପ୍ରବାହିତ ହେଉଥିବାରୁ ରାତିର ତାପମାତ୍ରା ୨ରୁ ୩ ଡିଗ୍ରୀ କମିଛି । ଶୀତରେ ଥରୁଛି ସାରା କନ୍ଧମାଳ ।  ଜନଜୀବନ ପୁରା ଅସ୍ତବ୍ୟସ୍ତ…

କବିତା : ଜୀବନ

ସ୍ଵାଗତିକା ସାହୁ ସ୍ଵାଗତିକା ସାହୁ ଜୀବନ ଗୋଟିଏ ଅଙ୍କା ବଙ୍କା ନଈ ବହିଯାଏ ତା ବାଟରେ କେବେ ସୁଖ ପୁଣି ଦୁଃଖର ପରଶ ଛାଡିଦିଏ ତା ଶଯ୍ୟାରେ । ଅଭିନୟ ମଞ୍ଚ ଏ ସାରା ଦୁନିଆ ଆମେ ସବୁ ଅଭିନେତା ନିଜ ନିଜ କାର୍ଯ୍ୟ ଅଭିନୟ ସାରି ବାହୁଡ଼ିବା ଏ ସମତା । ଜୀବନ କେବେ ଖୋଲା ବହି…

ନାଟକ ଉତ୍ସବର ତୃତୀୟ ସନ୍ଧ୍ୟା, ରମାଦେବୀ ଚୌଧୁରୀଙ୍କ ଜୀବନୀ ଆଧାରିତ ନାଟକ ‘ରମାଦେବୀ’ ମଞ୍ଚସ୍ଥ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ସ୍ଥାନୀୟ ରବିନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ନାଟକ ଉତ୍ସବର ଚତୁର୍ଥ ସନ୍ଧ୍ୟାରେ ନାରାୟଣ ସାହୁଙ୍କ ରଚିତ ଓ ସୁବାସ ଚନ୍ଦ୍ର ପ୍ରଧାନଙ୍କ ଦ୍ୱାରା ନିର୍ଦ୍ଦେଶିତ ବେଲପାହାଡ଼, ଝାରସୁଗୁଡ଼ାର…

IRCTCର ଆଣ୍ଡାମାନ ଟୁର୍ ପ୍ୟାକେଜ୍, ମଗାଣାରେ କରିପାରିବେ ବ୍ରେକଫାଷ୍ଟ ଓ ଡିନର୍, ଜାଣନ୍ତୁ ମୋଟ କେତେ ହେବ ଖର୍ଚ୍ଚ

ନୂଆଦିଲ୍ଲୀ: ଆସୁଛି ନୂଆବର୍ଷ । ନୂଆବର୍ଷ ଆସୁ ଆସୁ ମନରେ ଉଙ୍କି ମାରେ ପରିଭ୍ରମଣର ଚିନ୍ତାଧାରା । କାର୍ଯ୍ୟମୟ ଜୀବନ ଭିତରୁ ଟିକିଏ ଫୁରସତ ବାହାର କରି ଲୋକେ ବୁଲିବାକୁ ଯାଆନ୍ତି ବିଭିନ୍ନ ସ୍ଥାନକୁ । ତେବେ ଯଦି ଆପଣ ନୂଆ ବର୍ଷରେ ଆଣ୍ଡାମାନ ପରିଦର୍ଶନ କରିବାକୁ ଯୋଜନା କରୁଛନ୍ତି, ତେବେ…

ସାମାଜିକ ଜୀବନର ସ୍ମାରକୀ ପ୍ରଥମାଷ୍ଟମୀ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ….  ଓଡ଼ିଶା ଏକ ପୂଜାପାର୍ବଣର ରାଜ୍ୟ । ଏହାର ଆରାଧଦେବତା ଜଗତର ନାଥ ଶ୍ରୀଜଗନ୍ନାଥ । ଓଡ଼ିଶାବାସୀଙ୍କ ସୁଖ-ଦୁଃଖର ସାଥି ସେ କାଳିଆ କଳାସାଆନ୍ତ । ଭକ୍ତର ସେ ସିନା ବଡ଼ଠାକୁର, କିନ୍ତୁ ଅସଲରେ ସେ ବନ୍ଧୁ ପଣରେ ବନ୍ଧା । ମାନବିକତା ଗୁଣାବଳୀ ତାଙ୍କ…

କାର୍ଯ୍ୟକ୍ଷମ ହେଲା ବିଶ୍ୱର ସବୁଠାରୁ ବଡ ନ୍ୟୁକ୍ଲିୟର ଫ୍ୟୁଜନର ରିଆକ୍ଟର

ଟୋକିଓ: ଜାପାନର ନାକା ନର୍ଥରେ ବିଶ୍ୱର ସବୁଠାରୁ ବଡ ନ୍ୟୁକ୍ଲିୟର ରିଆକ୍ଟର କାର୍ଯ୍ୟକ୍ଷମ ହୋଇଛି । ବିଶ୍ୱର ସମସ୍ତ ପରମାଣୁ ଫିଜନରେ ଏହା ଚାଲିପାରିବ । ଏହି ନ୍ୟୁକ୍ଲିୟର ରିଆକ୍ଟରର ନାମ ଜେଟି-୬୦ଏସଏ ରଖାଯାଇଛି । ଅତ୍ୟାଧୂନିକ ସୁରକ୍ଷା ଶୈଳୀରେ ଏବଂ କାର୍ବନ ମୁକ୍ତ ଉର୍ଜା କିଭଳି ପ୍ରସ୍ତୁତ…

ବିଶ୍ବର ସବୁଠାରୁ ଖୁସିର ଦେଶ..

ନୂଆଦିଲ୍ଲୀ : ଆପଣମାନେ ବିଶ୍ବର ଅନେକ ସ୍ଥାନ ପରିଭ୍ରମଣ କରିଥିବେ  । କିନ୍ତୁ ଜାଣିଛନ୍ତି କି ବିଶ୍ବର ସବୁଠାରୁ ଖୁସିର ଦେଶ କେଉଁଠି ରହିଛି । ଆସନ୍ତୁ ଜାଣିବା । ବିଶ୍ୱର ସବୁଠାରୁ ଖୁସିର ଦେଶ ହେଉଛି ଡେନମାର୍କ  । ଆପଣମାନଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଆସୁଥିବା କେଉଁ ଦୃଷ୍ଟିକୋଣରୁ ଏହାକୁ…

ଭୋପାଳ ଗ୍ୟାସ ଟ୍ରାଜେଡିକୁ ୩୯ ବର୍ଷ, ଏବେବି ଶୁଖୁନି ଲୁହ, ଲିଭିନି ଚିହ୍ନ

ଭୋପାଳ: ୨ ଡିସେମ୍ବର ୧୯୮୪ । ଇତିହାସରେ ଏକ କଳା ଦିବସ ହୋଇ ରହିଯାଇଛି। ସେଇ କାଳ ରାତି ଅନେକ କିଛି ଛଡେଇ ନେଇଛି। କିଏ ବାପାକୁ ହରାଇ ଅନାଥ ହୋଇଛି ତ ଆଉ କାହା ମଥାରୁ ଲିଭି ଯାଇଛି ସିନ୍ଦୁର ପୁଣି କିଏ ନିଜ ଭେଣ୍ଡିଆ ପୁଅକୁ ହରାଇ ବାର୍ଦ୍ଧକ୍ୟକୁ ଏକାକୀ ଜୀଇଛି। ଆଜି ସେଇ ଭୟଙ୍କର ଭୋପାଳ…

୨୦୨୪ ନିର୍ବାଚନ ପୂର୍ବରୁ କଂଗ୍ରେସରେ ମିଶିଲେ ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ

ଭୁବନେଶ୍ୱର:କୋରାପୁଟର ବରିଷ୍ଠ ନେତା ତଥା ବିଜେଡିର ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ ଆଜି କଂଗ୍ରେସରେ ସାମିଲ ହୋଇଛନ୍ତି ।ଭୁବନେଶ୍ୱର କଂଗ୍ରେସ ଭବନରେ ଆଜି ପିସିସି ସଭାପତି ଶରତ ପଟ୍ଟନାୟକ ଏବଂ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ତାଙ୍କର ସମର୍ଥକଙ୍କ ସହ ଆଜି ଦଳରେ ସାମିଲ ହୋଇଛନ୍ତି…