Latest Odisha News

BREAKING NEWS

Browsing Category

Uncategorized

ଭିଜିଲାନ୍ସ ଜାଲରେ ପଡ଼ିଲେ ଫରେଷ୍ଟ ଅଫିସର

ଭୁବନେଶ୍ୱର: ଘରେ ରଖିଥିଲେ ପୁଳା ପୁଳା ସମ୍ପତ୍ତି । ମାଡ଼ି ବସିଲା ଭିଜିଲାନ୍ସ  । ଭିଜିଲାନ୍ସ ଜାଲରେ ପଡିଛନ୍ତି ସୁନ୍ଦରଗଡ଼ ଜିଲ୍ଲା ଉଜ୍ଜ୍ୱଳପୁର ଫରେଷ୍ଟ ରେଞ୍ଜ୍ ଅଫିସର ସଂଗ୍ରାମ ମଣିହିରା। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସମ୍ବଲପୁର,  ବଲାଙ୍ଗିର ଓ ସୁନ୍ଦରଗଡ଼ର  ୫ଟି…

ଭିଜିଲାନ୍ସ ଟ୍ରାପରେ କିରାଣୀ; ୬ଟି ଘରେ ଚାଲିଛି ଚଢାଉ

ଭୁବନେଶ୍ୱର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ରଖିଥିବା ବ୍ୟକ୍ତିଙ୍କୁ ଛାଡୁନି କ୍ରାଇମବ୍ରାଞ୍ଚ । ଗତକାଲି ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ୍‌ର ସହକାରୀ ମୃତ୍ତିକ ସଂରକ୍ଷଣ ଅଧିକାରୀ  କିଶୋରଚନ୍ଦ୍ର ନାୟକଙ୍କୁ ଅଧାବାଟରୁ ମାଡି ବସିଥିଲା କ୍ରାଇମବ୍ରାଞ୍ଚ । ଆଜି ଧରିଛି ଜଣେ ଆରଡବ୍ଲୁ କିରାଣିଙ୍କୁ…

ଆମେରିକାରେ ଶପଥ ନେଲେ ପ୍ରଥମ ଭାରତୀୟ ମୂଳ ମହିଳା ଶିଖ ଜଜ

ନୂଆଦିଲ୍ଲୀ: ଭାରତୀୟ ମୂଳ ମନପ୍ରୀତ ମୋନିକା ସିଂହ ହାରିସ କାଉଣ୍ଟିଂର ବିଚାରପତି ଭାବେ ଶପଥ ନେଇଛନ୍ତି । ଏହା ପରେ ମୋନିକା ଆମେରିକାର ପ୍ରଥମ ମହିଳା ଶିଖ ବିଚାରପତିର ମାନ୍ୟତା ପାଇଛନ୍ତି । ମୋନିକାଙ୍କ ଜନ୍ମ ହ୍ୟୁଷ୍ଟନରେ ହୋଇଥିଲା । ତାଙ୍କର ପିଲାଦିନ ମଧ୍ୟ ସେହିଠାରେ କଟିଥିଲା । ଏବେ ସେ…

ଖୁବ ଶୀଘ୍ର ବନ୍ଦ ହୋଇଯିବ ଗୁଗୁଲର ଏହି ସେବା

ନୂଆଦିଲ୍ଲୀ: ଗୁଗୁଲ ଗତ ସପ୍ତାହରେ ଘୋଷଣା କରିଥିଲା ଯେ, କମ୍ପାନୀ ତାର କ୍ଲାଉଡ ବେସ୍‌ଡ ଗେମ ଷ୍ଟ୍ରିମିଂ ସର୍ବିସ ଗୁଗୁଲ ଷ୍ଟେଡ଼ିଆକୁ ବନ୍ଦ କରିବାକୁ ଯାଉଛି । ଗୁଗୁଲ ସେତେବେଳେ ସ୍ପଷ୍ଟ କରି ଦେଇଥିଲା ଯେ, ଜାନୁଆରୀ ୧୮ , ୨୦୨୩ ରେ ଷ୍ଟେଡିଆର ସର୍ଭର ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦେବ । ନୂଆ…

କମ୍ପାନୀ ଦେଲା ଅଫର; ବୋନସରେ ମିଳିବ ୫୦ ମାସର ଦରମା

ନୂଆଦିଲ୍ଲୀ: କମ୍ପାନୀ ଚାକିରି କରୁଥିଲେ ଆପଣ ନିଶ୍ଚୟ ଜାଣିଥିିବେ ଏଠି ଖଟଣି କେତେ । ଯେତିକି ଦରମା ତା ଠାରୁ ଦଶଗୁଣା କାମ । କିନ୍ତୁ କମ୍ପାନୀ ଚାକିରି କରୁଥିବା ବ୍ୟକ୍ତିଙ୍କ ପାଇଁ ଚମକାଇ ଦେବା ପରି ଏକ ଖବର । ଶୁଣିଲେ ଆପଣ ଇର୍ଷା ତ ନିଶ୍ଚୟ କରିବେ । ତାସହ ଭାବିବେ କମ୍ପାନୀ ଯଦି ଏତେ…

ଚୀନରେ ଆଉ ଏକ ବୁହାନ, ୯୦ ପ୍ରତିଶତ ଲୋକ କରୋନା ସଂକ୍ରମିତ

ନୂଆଦିଲ୍ଲୀ: କରୋନାର ଉତ୍ପତ୍ତି ସ୍ଥଳ ଚୀନରେ କରୋନା ସଂକ୍ରମଣ ଥମିବାର ନା ନେଉନି । ଚୀନର ଗୋଟିଏ ପରେ ଗୋଟିଏ ସହରରେ ସଂକ୍ରମଣ ବ୍ୟାପିବାରେ ଲାଗିଛି । ଏବେ ଖବର ଆସିଛି, ଚୀନର ତୃତୀୟ ଜନବହୁଳ ସହର ହେନାନ ପ୍ରାନ୍ତର ୯୦ ପ୍ରତିଶତ ଲୋକ କରୋନା ସଂକ୍ରମଣର ଶିକାର ହୋଇଛନ୍ତି । ଏ ସୂଚନା ଦେଇଛନ୍ତି…

ନୂଆ ପରିଚୟ ଦେଲା ଷ୍ଟ୍ରବେରୀ ଚାଷ

ନୂଆପଡ଼ା : ନୂଆ ପରିଚୟ ଦେଉଛି ଷ୍ଟ୍ରବେରି ଚାଷ। ସୁସ୍ୱାଦୁ ଓ ମୂଲ୍ୟବାନ ଷ୍ଟ୍ରବେରୀ ଚାଷ ପାଇଁ ସୁନାବେଡା ଏବେ ନୁଆ ପରିଚୟ ହାସଲ କରିପାରିଛି । ଏହି ଅଭୟାରଣ୍ୟରେ ଚକୁଟିଆ ଭୁଞ୍ଜିଆ ସମ୍ପ୍ରଦାୟର ଲୋକ ବସବାସ କରନ୍ତି। ଆଉ ସେହି ସମ୍ପ୍ରଦାୟର ଲୋକେ ଏବେ ବିଦେଶୀ ଫଳ ଷ୍ଟ୍ରବେରୀ ଚାଷ କରି…

କୋଚର ଦମ୍ପତିଙ୍କ ଗିରଫଦାରୀ ବେଆଇନ-ବମ୍ବେ ହାଇକୋର୍ଟ

ନୂଆଦିଲ୍ଲୀ: ଆଇସିଆଇସିଆଇ ବ୍ୟାଙ୍କ ଦୁର୍ନୀତିରେ ଗିରଫ ହୋଇଥିବା ବ୍ୟାଙ୍କର ପୂ୍ର୍ବତନ ସିଇଓ ଚନ୍ଦା କୋଚର ଓ ତାଙ୍କ ସ୍ୱାମୀ ଦୀପକ କୋଚରଙ୍କୁ ମିଳିଲା ଆଶ୍ୱସ୍ତି । ବମ୍ବେ ହାଇକୋର୍ଟ ଏକ ରାୟରେ ଉଭୟଙ୍କ ଗିରଫଦାରୀ ବେଆଇନ ବୋଲି କହିଛନ୍ତି । ଉଭୟଙ୍କ ଗିରଫଦାରିକୁ ଚାଲେଞ୍ଜ କରି ଆଗତ ଏକ…

ଠାକୁର ଅନୁକୂଳଚନ୍ଦ୍ରଙ୍କ ଆଗମନର ଶତବର୍ଷ ପୂର୍ତ୍ତି ମହୋତ୍ସବ

ପୁରୀ : ପୁରୀ ତାଳବଣିଆ ସ୍ପୋର୍ଟସ କମ୍ପ୍ଲେକ୍ସ ଠାରେ ସତସଙ୍ଗ ଠାକୁରବାଡ଼ି ପକ୍ଷରୁ ଠାକୁର ଅନୁକୂଳଚନ୍ଦ୍ରଙ୍କ ଆଗମନର ଶତବର୍ଷ ପୂର୍ତ୍ତି ମହୋତ୍ସବ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇଥିଲେ । ସେ କହିଥିଲେ ସତସଙ୍ଗ ସମଗ୍ର ଦେଶରେ…

୬୧ ଟଙ୍କା ରିଚାର୍ଜ କରନ୍ତୁ, ୫ଜି ଇଣ୍ଟରନେଟ ସୁବିଧା ପାଆନ୍ତୁ

ନୂଆ ଦିଲ୍ଳୀ : ଜିଓ ସିମ୍‌ ବ୍ୟବହାରକାରୀଙ୍କ ପାଇଁ ଆସିଲା ଖୁସି ଖବର । ଜିଓ ୫ଜିର ନୂଆ ରିଚାର୍ଜ ପ୍ଲାନ  ହେଲା ଘୋଷଣା ।ଏଣିକି ମାତ୍ର ୬୧ ଟଙ୍କା ରିଚାର୍ଜରେ ବ୍ୟବହାରକାରୀମାନେ ୫ଜି ଇଣ୍ଟରନେଟ୍ ସେବାର ଲାଭ ଉଠାଇପାରିବେ ।କମ୍ପାନୀ ଏହି ପ୍ଲାନ ସେହି ବ୍ୟବହାରୀଙ୍କ ପାଇଁ ଘୋଷଣା କରିଛି…