Latest Odisha News

BREAKING NEWS

Browsing Category

ଭାଇରାଲ୍ ଭିଡିଓ

[ଭିଡିଓ] ବ୍ୟାଙ୍କ ଏଟିଏମ୍‌ରେ ମିଳୁଛି ଫଳରସ !

ମହାରାଷ୍ଟ୍ର: ଏଥର ଏଟିଏମ୍‌କୁ ଟଙ୍କା ଉଠାଣ କରିବାକୁ ଗଲେ ମିଳିବ ତାଜା ଫଳରସ । ଏଟିଏମ୍‌ରେ ଲାଗିଥିବା ଏୟାର କଣ୍ଡିସନ୍‌ର ମଜା ନେଇ ଚୌକିରେ ବସି ପିଇପାରିବେ ଫଳରସ । ହେଲେ ଏଥିପାଇଁ ଆପଣଙ୍କୁ ଟଙ୍କା ଦେବାକୁ ପଡିବ । କୌଣସି ସରକାରୀ ଯୋଜନା ଅଧିନରେ ଏହି ସୁବିଧା ଉପଲବ୍‌ଧ ହୋଇନି । ବରଂ…

[ଭିଡିଓ] ଆଣ୍ଟି କହିବାରୁ ଯୁବତୀଙ୍କୁ ନିର୍ଘାତ ତଣ୍ଟିଆ !

ଉତ୍ତରପ୍ରଦେଶ: ଓଡିଆଙ୍କ ପରମ୍ପରାରେ ନାହିଁ କରୱାଚୌଥ୍ । ହେଲେ ଦିଲ୍ଲୀ, ପଂଜାବ, ଉତ୍ତରପ୍ରଦେଶ, ହରିୟାଣା ଓ ରାଜସ୍ଥାନ ଭଳି ରାଜ୍ୟରେ ଏହି ଉତ୍ସବ ପାଳନ ହୋଇଥାଏ । ଆସନ୍ତାକାଲି କରୱାଚୌଥ ପଡୁଥିବାବେଳେ ଉତ୍ତରପ୍ରଦେଶରେ ବଜାରରେ ମହିଳାଙ୍କର ପ୍ରବଳ ଭିଡ ଦେଖିବାକୁ ମିଳିଛି । ତେବେ ଇଟାହ…

ଭିନ୍ନ ପ୍ରତିବାଦ, ଜାଳିଦେଲେ ୨.୪୨ କୋଟି ମୂଲ୍ୟର ମର୍ସିଡିଜ୍ ଗାଡି !

ଭୁବନେଶ୍ୱର: ଏକ ଚକିତକର ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି ଋଷିଆ ଦେଶ । ଜଣେ ୟୁଟ୍ୟୁବର୍ ନିଜ ଦାମୀ ତଥା ଇମ୍ପୋର୍ଟେଡ୍ ଗାଡିରେ ନିଆଁ ଲଗାଇ ସୋସିଆଲ୍ ମିଡିଆରେ ଭିଡିଓଟିକୁ ଭାଇରାଲ୍ କରିଛନ୍ତି । ୟୁଟ୍ୟୁବର୍ ମିଖାଇଲ୍ ଲିଟ୍‌ଭିନ୍‌ଙ୍କର ୪.୯୭ ମିଲିୟନ୍ ସବସ୍କ୍ରାଇବର ଅଛନ୍ତି । ଏଇ ନିକଟରେ ଏକ…

[ଭିଡିଓ] ଭସାଣୀରେ ବୋହିଲା ଭକ୍ତଙ୍କ ରକ୍ତ !

ବିହାର: କରୋନା କଟକଣା ଭିତରେ ମିଳିଥିଲା ଦୁର୍ଗାପୂଜା ଉତ୍ସବ ପାଳନର ଅନୁମତି । ସାରା ଦେଶରେ ଶାନ୍ତିପୁର୍ଣ୍ଣ ଭାବେ ମା' ଶକ୍ତିଙ୍କ ପୂଜାର୍ଚ୍ଚନା ହୋଇଥିଲା । ହେଲେ ବିହାରର ମୁଙ୍ଗେରରେ ବୋହିଥିଲା ଭକ୍ତଙ୍କ ରକ୍ତ । ଯାହାକୁ ନେଇ ସୋସିଆଲ ମିଡିଆରେ ଏହି ଭିଡିଓଟି ଭାଇରାଲ୍ ହୋଇଛି । ଭିଡିଓ…

[ଭିଡିଓ] ପ୍ରଥମେ ଗୁଳି ମାରିଲା, ପରେ ଫଟୋ ଉଠାଇଲା !

ନୂଆଦିଲ୍ଲୀ: କରୋନା କଟକଣା ପାଇଁ ବୋଧ ହୁଏ କିଛି ମାସ ପାଇଁ ଥମିଥିଲା ଅପରାଧର କାୟା ବିସ୍ତାର । ଏବେ ପୁଣିଥରେ ଅପରାଧୀଙ୍କ ମନରେ ସକ୍ରିୟ ହୋଇଉଠିଛି କ୍ରୁର ମାନସିକତା । ମାତ୍ର ଦିନକ ତଳେ ଫରିଦାବାଦରେ ଘଟିଥିଲା ଦିନ ଦ୍ୱିପହରେ ହତ୍ୟାକାଣ୍ଡ । ଆଉ ଏବେ ସାମ୍ନାକୁ ଆସିଛି ଭାରତର ରାଜଧାନୀ…

[ଭିଡ଼ିଓ] ସରକାରୀ ଖଟକୁ ବେସରକାରୀ କୁକୁର !

ଅନୁଗୁଳ: ମଣ୍ଡାପାଳ ସବ୍‌-ଡିଭିଜିନାଲ ହସ୍ପିଟାଲର ଦୃଶ୍ୟ । ଖାଲି ଅଛି ବେଡ୍ ହେଲେ ରୋଗୀ ନାହିଁ । ବାହ୍ୟରୋଗୀ ବିଭାଗରେ ପଡିଛି ଚିକ୍କଣିଆ ଚୌକି ହେଲେ ଡାକ୍ତରଙ୍କ ଦର୍ଶନ ନାହିଁ । ରୋଗୀଙ୍କ ପାଇଁ ଉଦ୍ଧିଷ୍ଟ ବେଡ୍‌ରେ ଶୋଇଛନ୍ତି ବାରବୁଲା କୁକୁର । ତେବେ ପରିତ୍ୟକ୍ତ ଗୃହ ନୁହେଁ ବରଂ…

[ଭିଡିଓ] ବିଚ୍ ରାସ୍ତାରେ ବନ୍ଧୁକ କଲା ଫଇସଲା !

ହରିୟାଣା: ଦିନ ଦ୍ୱିପହରେ, ବିଚ୍ ରାସ୍ତାରେ ଗୁଳିମାଡ । ଘଟଣାସ୍ଥଳରେ ହିଁ ଟଳିପଡିଥିଲେ ଯୁବତୀ । ଚମ୍ପଟ୍ ମାରିଥିଲା ଅଭିଯୁକ୍ତ । ହେଲେ ସିସିଟିଭି ଫୁଟେଜ୍ ଜରିଆରେ ସାମ୍ନାକୁ ଆସିଛି ସେହି ଛାତିଥରା ଦୃଶ୍ୟ । କଏଦ ହୋଇଥିଲା ଲାଇଭ୍ ଗୁଳିମାଡ ଘଟଣା । ସୋସିଆଲ୍ ମିଡିଆରେ ଏହି ଭିଡିଓ ଖୁବ…

[ଭିଡିଓ] ମଣିଷଙ୍କୁ ମାତ୍ ଦେଇ କୁକୁର ଖେଳୁଛି ଚମତ୍କାର ବିଲିୟର୍ଡସ୍ !

ଭୁବନେଶ୍ୱର: ଫୁଟବଲ୍ କିମ୍ବା ସ୍ୱିମିଂ ପୁଲ୍‌ରେ ପୋଷା କୁକୁରଙ୍କୁ ଖେଳିବାରେ ତ ଆମେ ଅନେକ ଦେଖିଛନ୍ତି । ହେଲେ କେହି କେବେ କୁକୁରଙ୍କୁ ବିଲିୟର୍ଡସ ଖେଳିବାରେ ଦେଖଛନ୍ତି କି? ଆଉ ତା ପୁଣି ମଣିଷଙ୍କଠାରୁ ଢେର ଭଲ । ଯଦି ଆପଣଙ୍କ ଉତ୍ତର ନା ? ତା ହେଲେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିବା…

[ଭାଇରାଲ୍ ଭିଡିଓ] ପଂଜାବୀ ରାବଣର ଭାଙ୍ଗଡା ଡାନ୍ସ !

ପଂଜାବ: ଆଜି ପବିତ୍ର ଦଶହରା । ସାରା ଦେଶରେ ଲୋକେ ମା' ଦୁର୍ଗାଙ୍କ ପୂଜାରେ ନିମଗ୍ନ ଥିବାବେଳେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ୍ ହୋଇଛି । ଦଶହରା ସମୟୟରେ ରାମଲିଳା କିଛି ନୂଆ କଥା ନୁହେଁ । ହେଲେ ପଂଜାବର ରାମଲିଳାରେ ଦେଖିବାକୁ ମିଳିଛି ରାବଣର ମଡର୍ଣ୍ଣ ଅବତାର । ସୋସିଆଲ ମିଡିଆରେ…

[ଭିଡିଓ] ହେଲମେଟ୍ ଚେକିଂବେଳେ ମହିଳାଙ୍କ ତୁମୁଳକାଣ୍ଡ !

ମୁମ୍ବାଇ: ରାସ୍ତାରେ ଖୁଲମ୍‌ଖୋଲା ଟ୍ରାଫିକ୍ ପୋଲିସଙ୍କୁ ମାଡ । ସରକାରୀ ବାବୁଙ୍କ ସାର୍ଟ ଚିରିବା ସହ ତାଙ୍କ ବିରୋଧରେ ଅଶ୍ରାବ୍ୟ ଭାଷାରେ ଗାଳିଦେବା ଅଭିଯୋଗ । ମୁମ୍ବାଇର ଏହି ଭିଡିଓଟି ସୋସିଆଲ୍ ମିଡିଆରେ ଖୁବ ଭାଇରାଲ୍ ହୋଇଛି । ଭିଡିଓରେ ଜଣେ ମହିଳା ବିଚ୍ ରାସ୍ତାରେ ଜଣେ ଟ୍ରାଫିକ୍…