Latest Odisha News

BREAKING NEWS

Browsing Category

ଭାଇରାଲ୍ ଭିଡିଓ

ଜଳୁଥିବା ଚୁଲି ଉପରେ ବସି ଲୋକଙ୍କୁ ଆଶୀର୍ବାଦ ଦେଉଛନ୍ତି ବାବା, ଭିଡିଓ ଦେଖି ସମସ୍ତେ ସ୍ତବ୍ଧ

ନୂଆଦିଲ୍ଲୀ : ବାବା କହିଲେ ସମସ୍ତେ ଜାଣନ୍ତି । ବାବାମାନଙ୍କର ଅଲୌକିକ କାର୍ଯ୍ୟକୁ ନେଇ ମଧ୍ୟ ଅନେକ ସମୟରେ ଚର୍ଚ୍ଚା ହୋଇଥାଏ । କେଉଁଠାରେ ବାବା ବର୍ଷ ବର୍ଷ ଧରି ଛିଡ଼ା ହୋଇ ତପସ୍ୟା କରିଥାଆନ୍ତି ତ କେତେବେଳେ ପାଣି ଉପରେ ପଦ୍ମାସନ କରି ବସିବାର ଆପଣ ଦେଖିଥିବେ ଏବଂ ଶୁଣିଥିବେ। ତେବେ ଏହି…

ଗରମ ତେଲରେ ପଡ଼ିଗଲା ମୋବାଇଲ, ତା’ପରେ ମହିଳା ଜଣକ ଏପରି କଲେ..

ନୂଆଦିଲ୍ଲୀ : ରୋଷେଇ ସମୟରେ ଆମେ ସବୁବେଳେ ସତର୍କତାର ସହ ରୋଷେଇ କରିଥାଉ । ଆଉ ସେହି ସମୟରେ ଟିକିଏ ଅସାବଧାନତା ହେଲେ ତାହା ଆମକୁ ବିପଦ ଆଡ଼କୁ ଟାଣିନେଇଥାଏ । ନିକଟରେ ଏଭଳି ଏକ ଦୃଶ୍ୟ ସୋଶିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖିଲା ପରେ ଆପଣ ରୋଷେଇ କରିବା ସମୟରେ…

ବିଚ୍‌ ରାସ୍ତାରେ ସ୍କୁଟି ଉପରେ ପ୍ରେମୀଯୁଗଳଙ୍କ ରୋମାନ୍ସ, ଭିଡିଓ ହେଉଛି ଭାଇରାଲ

ଲକ୍ଷ୍ନୌ : ସବୁ ସୀମା ପାର୍‌ କଲେ ପ୍ରେମୀ ଯୁଗଳ । ନାଁ ମୁହଁରେ ଲଜ୍ଜା ଅଛି ନାଁ ରହିଛି ଟ୍ରାଫିକ୍‌ ନିୟମର ଭୟ । ବିଚ୍‌ ରାସ୍ତାରେ, ସେ ପୁଣି ସ୍କୁଟି ଉପରେ ପ୍ରେମିକ କୋଳରେ ବସିଛି ପ୍ରେମିକା । ଦ୍ରୁତ ଗତିରେ ଚାଲିଛି ବାଇକ୍‌  । ଏଭଳି ରୋମାନ୍ସ କରୁଥିବା ଏହି ପ୍ରେମୀ ଯୁଗଳଙ୍କ ଭିଡିଓ…

ଗାଁ ବାସିନ୍ଦା ଭଳି ଗାଁରେ ବୁଲୁଛନ୍ତି ସିଂହ ; ଭିଡିଓ ହେଉଛି ଭାଇରାଲ୍‌

ଆମ୍ରେଲି : ଗାଁ ଭିତରେ ବୁଲୁଛନ୍ତି ସିଂହ । ବିଶ୍ବାସ ନ ହେଉଥିଲେ ମଧ୍ୟ ସତ । ଆଖିରେ ନଦେଖିଲେ ସହଜରେ ବିଶ୍ବାସ କରିବା ଅସମ୍ଭବ ଆଉ ଥରେ ଯଦି ଦେଖିଦେବେ ତାହେଲେ ଭୟରେ ରାତିରେ ଆଉ ଘରୁ ବାହାରକୁ ବାହାରିବେନି । ଗୁଜରାଟ ଆମ୍ରେଲି ଜିଲ୍ଲା ଅନ୍ତର୍ଗତ ରାମପଡ଼ା ଗାଁରେ ଏଭଳି ଦୃଶ୍ୟ ଦେଖିବାକୁ…

ଗପ ହେଲା ସତ ; କାଉର ବୁଦ୍ଧି ଦେଖି ହେବେ ଆଶ୍ଚର୍ଯ୍ୟ…

ଶୀତ ଯାଇ ଖରାଦିନ ଆସିଲାଣି । ଧୀରେ ଧୀରେ ବଢ଼ିଲାଣି ତାପମାତ୍ରା  । ଆଉ ଖରା ତାପରୁ ଟିକିଏ ମୁକ୍ତି ପାଇବା ପାଇଁ ରାସ୍ତାରେ ବିକ୍ରି ହେଲାଣି ଥଣ୍ଡା ପାନୀୟ ସାଙ୍ଗକୁ ତଟକା ତରଭୁଜ । ଏହି ଖରାଦିନରେ ଅନେକ କାହାଣୀ ଆମେ ଶୁଣିଛେ ଦେଖିଛେ କିନ୍ତୁ ଆଜିବି ମନେ ଅଛି ପିଲାଦିନର ସେହି କାହାଣୀ  ।…

ଭାଇରାଲ ଭିଡିଓ ଦେଖି ଗାଁ ମହିଳାଙ୍କୁ ସୋନୁ ସୂଦ ଦେଲେ ଚମତ୍କାର ଅଫର

ଅନେକ ସମୟରେ ସୋସିଆଲ ମିଡିଆରେ  ଭିଡିଓ ଭାଇରାଲ ହେଉଛି ।  ସେଥିରୁ କିଛି ଭିଡିଓ ସମସ୍ତଙ୍କୁ ବେଶ ପସନ୍ଦ ଆସିଥାଏ । ହେଲେ ଏମିତି କିଛି ଭିଡ଼ିଓ ମଣିଷର ଭାଗ୍ୟ ବଦଳାଇ ଦେଇଥାଏ, ଯେମିତି ରାନୁ ମଣ୍ଡଳଙ୍କର ବଦଳାଇ ଦେଇଥିଲା। ଏମିତି ଏକ ଭିଡ଼ିଓ ରାନୁ ମଣ୍ଡଳଙ୍କ ପରି ୟାଙ୍କର ମଧ୍ୟ ଭାଗ୍ୟ…

ସ୍କୁଲରେ ଛାଡ଼ିବାକୁ ଯାଉଥିଲା ମା’, ପଛ ସିଟ୍‌ରେ ପୁଅର କାର୍ଯ୍ୟ ଦେଖିଲେ ହେବେ ଆଶ୍ଚର୍ଯ୍ୟ..

ନୂଆଦିଲ୍ଲୀ: ସାଧାରଣତଃ ଛୋଟ ପିଲାମାନେ ସ୍କୁଲ ଯିବା ପାଇଁ ରାଜି ନ ହେଲେ, ବାପା-ମା’ମାନେ ଆକଟ କରି ବୁଝାଇଥାନ୍ତି । ଯଦି ପିଲାଟି ରାଜି ନ ହୁଏ, ତେବେ ଜୋରଜବରଦସ୍ତ ପିଲାଙ୍କୁ ସ୍କୁଲ ଛାଡ଼ିବାକୁ ଯାଇଥାଆନ୍ତି ବାପା ମା’। ସୋସିଆଲ ମିଡିଆରେ ନିକଟରେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି।…

ବାଇଆ କଲା ସ୍ମାର୍ଟ ଫୋନ୍‌, ଭାଇରାଲ ହେଲା ଭିଡିଓ

ନୂଆଦିଲ୍ଲୀ: ପିଲାରୁ ବୁଢ଼ା ସମସ୍ତଙ୍କୁ ଘାରିଛି ଇଣ୍ଟରନେଣ୍ଟର ନିଶା  । ସବୁଠି ଦେଖିବାକୁ ମିଳୁଛି ଇଣ୍ଟରନେଟର ଜଲଓ୍ୱା । ତେବେ ସ୍ମାର୍ଟଫୋନ୍ ଯୁଗରେ ମଣିଷଙ୍କ ସହ ପଶୁ ମଧ୍ୟ ସ୍ମାର୍ଟଫୋନ୍‌ ନିଶାରେ ହେଉଛନ୍ତି ବାଇଆ.. ।  ଯାହା ଆମେ ସବୁ କ୍ଷେତ୍ରରେ ନିଜେ ଅନୁଭବ କରିପାରିଛେ। ତେବେ…

ବଳକା ଖାଦ୍ୟ ଫିଙ୍ଗୁଥିଲେ ଥରେ ଦେଖନ୍ତୁ ଏହି ଭିଡିଓ….ଆଖିରେ ଲୁହ ଆସିଯିବ…

ନୂଆଦିଲ୍ଲୀ : ଅଦ୍ଭୁତ ଏ ଦୁନିଆ । ମଣିଷ ବଞ୍ଚିବା ପାଇଁ ହେଲେ ଖାଦ୍ୟ, ପୋଷାକ ଏବଂ ଘର ଆବଶ୍ୟକତା ରହିଛି । କିଛି ଲୋକଙ୍କ ପାଖରେ ଏସବୁ ଦରକାର ଠୁ ବି ଅଧିକା ଥିବା ବେଳେ କିଛି ଲୋକ ଏସବୁରୁ ବଞ୍ଚିତ ଅଛନ୍ତି। ଏ ଦେଶରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କ ପାଇଁ ରୁଟି ଏକ ସ୍ୱପ୍ନ ।ସେଭଳି…

ସାଇକେଲ ହ୍ୟାଣ୍ଡେଲ ଛାଡ଼ି ପତଲି କମରିଆଁ ଗୀତରେ ଡ୍ୟାନ୍ସ କଲେ ଯୁବତୀ….  

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଚାଲିଛି ରିଲ୍‌ସର ଟ୍ରେଣ୍ଡ । ସବୁବେଳେ ବିଭିନ୍ନ ଭିଡିଓ ଭାଇରାଲ ହେଉଛି । କିଛି ଭିଡିଓ ୟୁଜରଙ୍କ ପସନ୍ଦ ହେବା ସହ ଭିଡିଓଟିର ମଜା ଉଠାଉଛନ୍ତି । ଏମିତି ରିଲ୍‌ କରିଥାନ୍ତି, ଯାହା ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ। ସେମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି…