Latest Odisha News

BREAKING NEWS

ଓୟୁଏଟି ପରିଦର୍ଶନ କଲେ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ

ଭୁବନେଶ୍ୱର: ଅଚାନକ ଓୟୁଏଟି ଗସ୍ତ କଲେ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ୍ । ସୋମବାର ଭୋରୁ ପ୍ରାତଃ ଭ୍ରମଣରେ ଯିବା ସମୟରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟରେ ପହଂଚିଥିଲେ ପାଣ୍ଡିଆନ୍ । ଓୟୁଏଟି ଭିତରେ ବୁଲିବା ପରେ ଭିତିଭୂମିର ବିକାଶ ନେଇ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।…

ଆଇପିଏଲ ୨୦୨୦: ଉଦଘାଟନୀ ମ୍ୟାଚରେ ସାମ୍ନାସାମ୍ନି ହେବେ ମୁମ୍ବାଇ ଇଣ୍ଡିଆନସ ଓ ଚେନ୍ନାଇ ସୁପର କିଙ୍ଗ

ମୁମ୍ବାଇ: ଆସନ୍ତା ମାର୍ଚ୍ଚ ମାସ ୨୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଚଳିତ ୨୦୨୦ ବର୍ଷର ଆଇପିଏଲ ମୁକାବିଲା । ଏହି ୧୩ ତମ ଆଇପିଏଲର ଉଦଘାଟନୀ ମ୍ୟାଚ ମୁମ୍ବାଇ ସ୍ଥିତ ୱାଙ୍ଖଡେ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ଉଦଘାଟନୀ ମ୍ୟାଚରେ ପୂର୍ବ ବର୍ଷର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଓ ରନର୍ସଅପ…

ଏମଏସ ବିଟ୍ଟାଙ୍କ ବାୟୋପିକରେ ଅକ୍ଷୟ!

ମୁମ୍ବାଇ: ‘ଗୁଡ୍ ନୁ୍ୟଜ୍’ ଏବଂ ‘ସୂର୍ଯ୍ୟବଂଶୀ’ ପରେ ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କ ଆଉ ନୂଆ ପ୍ରୋଜେକ୍ଟର ନାଁ ସାମ୍ନାକୁ ଆସିଛି । ଅଲ୍ ଇଣ୍ଡିଆ ଆଂଟି ଟେରରିଷ୍ଟ ଫ୍ରଣ୍ଟ (ଏଆଇଏଟିଏଫ) ଚେୟାରମ୍ୟାନ୍ ମନମିନ୍ଦର ସିଂହ ବିଟ୍ଟାଙ୍କ ବାୟୋପିକ୍ରେ ନଜର ଆସିବେ ଅକ୍ଷୟ କୁମାର । ଏନେଇ ଚର୍ଚ୍ଚା…

ମାଲକାନଗିରି ମାଓବାଦୀ କ୍ୟାମ୍ପ ଧ୍ୱଂସ; ସର୍ଚ୍ଚ ଅପରେସନ ଜାରି

ମାଲକାନଗିରି: ଆଜି ମାଲକାନଗିରି ଜିଲ୍ଲାର ବୋଣ୍ଡା ଘାଟି ଅଂଚଳର ଏକ ଜଙ୍ଗଲ ଭିତରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ମାଲକାନଗିରି ଏସପି ଋଷିକେଶ ଖିଲାରୀଙ୍କ କହିବାନୁସାରେ, ପୋଲିସକୁ ବୋନଦାପଡା-ସମ୍ବଲପୁର ଜଙ୍ଗଲରେ ମୁଦୁଲିପଡା ପାଖରେ ମାଓବାଦୀଙ୍କ ଉପସ୍ଥିତି…

ଏସିଆନ୍ ରେସଲିଂ ଚାମ୍ପିୟନଶିପ ପାଇଁ ଚୀନ ରେସଲରଙ୍କୁ ଭିଜା ମିଳିଲାନି

ନୂଆଦିଲ୍ଲୀ: ଏସିଆନ୍ ରେସଲିଂ ଚାମ୍ପିୟନଶିପ୍ ପାଇଁ ଭାରତ ଚୀନ ରେସଲରଙ୍କୁ ଭିଜା ପ୍ରଦାନ କରିନାହିଁ । ଭାରତୀୟ ରେସଲିଂ ଫେଡେରେଶନ ଏହା ସ୍ପଷ୍ଟ କରିଛି । କରୋନା ଭାଇରସ ଯୋଗୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଅପରପକ୍ଷରେ ପାକିସ୍ତାନ ରେସଲରଙ୍କୁ ଭିଜା ପ୍ରଦାନ କରାଯାଇଛି । ବିଭିନ୍ନ…

ନିର୍ଭୟା ମାମଲାରେ ଜାରି ହେଲା ନୂଆ ଡେଥ ୱାରେଣ୍ଟ: ମାର୍ଚ୍ଚ ୩ ରେ ଫାଶୀ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ବହୁ ଚର୍ଚ୍ଚିତ ନିର୍ଭୟା ଗଣ ଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀଙ୍କ ପାଇଁ ତୃତୀୟ ଥର ପାଇଁ ଜାରୀ ହୋଇଛି ଡେଥ ୱାରେଣ୍ଟ । ମାର୍ଚ୍ଚ ମାସ ୩ତାରିଖ ସକାଳ ୬ ରେ ଦୋଷୀ ମାନଙ୍କୁ ଫାଶୀ ଦେବା ପାଇଁ ଡେଥ ୱାରେଣ୍ଟ ଜାରୀ କରିଛନ୍ତି ନୂଆଦିଲ୍ଲୀର ପଟିଆଲା ହାଉସ କୋର୍ଟ ।…

ଏୟାର ଇଣ୍ଡିଆକୁ ଋଣ ବୋଝ ଅସମ୍ଭାଳ; ଯାତ୍ରୀଙ୍କୁ ଦେଲା ଏହି ବିଶେଷ ଅଫର

ନୂଆଦିଲ୍ଲୀ: ଋଣ ବୋଝ ତଳେ ସରକାରୀ ଏୟାରଲାଇନ ଏୟାର ଇଣ୍ଡିଆ । ବିମାନ ଯାତ୍ରୀଙ୍କ ପାଇଁ ଏକ ବିଶେଷ ଅଫର ଆଣିଛି । ଏୟାର ଇଣ୍ଡିଆ ଏହି ଅଫର ବିଷୟରେ ନିଜ ୱେବସାଇଟରେ ସୂଚନା ଦେଇଛି । ଏଥିରେ ଆପଣ ମାତ୍ର ୭୯୯ ଟଙ୍କାରେ ବିମାନ ଯାତ୍ରା କରିପାରିବେ । ଏହାବ୍ୟତୀତ ୪,୫୦୦ ଟଙ୍କାରେ ବିଦେଶ ମଧ୍ୟ…

ସିନେମାର ରୂପ ନେବ ହାଇଦ୍ରାବାଦ ପଶୁ ଡାକ୍ତରାଣୀଙ୍କ ହତ୍ୟା ଘଟଣା

ମୁମ୍ବାଇ: ଆଜିର ସମୟରେ ବଲିଉଡ ଚଳଚ୍ଚିତ୍ର ନିର୍ମାତା ମାନେ ରିୟଲ ଲାଇଫ କାହାଣୀକୁ ନେଇ ସିନେମା ପ୍ରସ୍ତୁତ କରିବାକୁ ଅଧିକ ପସନ୍ଦ କରୁଛନ୍ତି । ଏହା ଲୋକପ୍ରିୟତା ସାଉଁଟିବା ନିର୍ଦ୍ଦେଶକ ମାନଙ୍କୁ ଲାଭାନ୍ବିତ ମଧ୍ୟ କରାଉଛି। ନିକଟରେ ହାଇଦ୍ରାବାଦର ଭେଟେରିନାରି ଡାକ୍ତରଙ୍କ ବଳାତ୍କାର ପରେ…

ମୁମ୍ବାଇର ଜିଏସ୍‌ଟି ଭବନରେ ଅଗ୍ନିକାଣ୍ଡ

ମୁମ୍ବାଇ: ମୁମ୍ବାଇ ସ୍ଥିତ ଜିଏସ୍‌ଟି ଭବନରେ ଆଜି ଅପରାହ୍ନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ମୁମ୍ବାଇର ଭାୟଖଲା ଅନ୍ତର୍ଗତ ମହାରାଣା ପ୍ରତାପ ଚୌକ ଠାରେ ଥିବା ଜିଏସ୍‌ଟି ଭବନର ୮ମ ମହଲାରେ ନିଆଁ ଲାଗିଛି । ଫଳରେ ଅନେକ ଲୋକେ କୋଠାରେ ଫଶି ରହିଥିବା ଅଶଙ୍କା କରାଯାଉଛି । ଏଥିସହ ନିଆଁ ଲାଗିବା…

ଶାହିନବାଗ ଆନ୍ଦୋଳନ: ଆନ୍ଦୋଳନକାରୀଙ୍କ ସହ କଥା ହେବେ ସୁପ୍ରିମକୋର୍ଟଙ୍କ ମଧ୍ୟସ୍ଥି…

ନୂଆଦିଲ୍ଲୀ: ପାଖାପାଖି ୨ ମାସ ହେବ ଶାହିନ ବାଗରେ ଚାଲିଥିବା ଆନ୍ଦୋଳନ ବିରୋଧରେ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ସୋମବାର ଦିନ ଶୁଣାଣି କରିଛନ୍ତି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଶାହିନ ବାଗ ଆନ୍ଦୋଳନକାରୀଙ୍କ ସହ କଥା ହେବ ପାଇଁ ସୁପ୍ରିମକୋର୍ଟ ଅଦାଲତ ଜଣେ…