Latest Odisha News

BREAKING NEWS

ମାଲକାନଗିରିରେ ଛାତ୍ରୀଙ୍କୁ ପିଟିଲେ ଡାକ୍ତର !

ମାଲକାନଗିରି: ମାଲକାନଗିରି ଜିଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ଡାକ୍ତର ଶୁକ୍ରବାର ଦିନ ଜଣେ ଛାତ୍ରୀଙ୍କୁ ମାଡମାରିବା ନେଇ ଅଭିଯୋଗ ହୋଇଛି । ଯାହାଫଳରେ ସ୍ଥାନୀୟ କାଲିମେଳା ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ପ୍ରାପ୍ତ ସୂଚନାନୁଯାୟୀ, କାଲିମେଳା ହାଇସ୍କୁଲରେ ପଢୁଥିବା ଜଣେ ଦଶମ…

ଝାଡଖଣ୍ଡରେ ନିର୍ବାଚନୀ ହିଂସା; ବ୍ରିଜ ଉଡାଇଲେ ନକ୍ସଲ

ରାଞ୍ଚି: ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଶନିବାର ଦିନ ୧ମ ପର୍ଯ୍ୟାୟରେ ମତଦାନ ଜାରି ରହିଥିବା ବେଳେ ନକ୍ସଲମାନେ ସ୍ଥାନୀୟ ବିଷ୍ଣୁପୁର ବିଧାନସଭା ନିର୍ବାଚନମଣ୍ଡଳୀ ନିକଟସ୍ଥ ଏକ ପୋଲକୁ ବୋମାରେ ଉଡାଇ ଦେଇଛନ୍ତି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।…

ଶ୍ରୀଧର ପାତ୍ରଙ୍କୁ ମିଳିଲା ନାଲକୋ ସିଏମଡି ଭାବେ ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର: ରାଷ୍ଟ୍ରାୟତ୍ତ ନବରତ୍ନ କମ୍ପାନୀ ନାଲକୋର୍ ନୂତନ ସିଏମଡି ଭାବେ ଶୁକ୍ରବାର ଦିନ ଶ୍ରୀଧର ପାତ୍ରଙ୍କୁ ନିଯୁକ୍ତ କରାଯାଇଛି । ପୂର୍ବରୁ ଶ୍ରୀ ପାତ୍ର ନାଲକୋର ନିର୍ଦ୍ଦେଶକ(ଅର୍ଥ) ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ଶ୍ରୀ ପାତ୍ର ଡିସେମ୍ବର ୧ ତାରିଖରେ ତପନ ଚାନ୍ଦଙ୍କ ଠାରୁ…

ଝାଡଖଣ୍ଡ ନିର୍ବାଚନ: କଡା ସୁରକ୍ଷା ମଧ୍ୟରେ ୧୩ ଆସନ ଲାଗି ମତଦାନ ଜାରି

ରାଞ୍ଚି: ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଶନିବାର ୧ମ ପର୍ଯ୍ୟାୟରେ ମତଦାନ ଆରମ୍ଭ ହୋଇଛି। ଏହି ୧ମ ପର୍ଯ୍ୟାୟରେ ୬ ଜିଲ୍ଲାର ୧୩ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ କଡ଼ା ସୁରକ୍ଷା ବଳୟରେ ମତଦାନ ଜାରି ରହିଛି । ଆଜି ଯେଉଁ ୧୩ଟି ବିଧାନସଭା ନିର୍ବାଚନ ମଣ୍ଡଳିରେ ଭୋଟଗ୍ରହଣ ଅନୁଷ୍ଠିତ…

ଆଜି ଝାଡ଼ଖଣ୍ଡ ନିର୍ବାଚନ: ଆରମ୍ଭ ହେଲା ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ

ଋାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଆଜି ଆରମ୍ଭ ହୋଇଛି । ରାଜ୍ୟରେ ନଭେମ୍ବର ୩୦ରୁ ଡ଼ିସେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ୫ଟି ପର୍ଯ୍ୟାୟରେ ଭୋଟଗ୍ରହଣ ଅନୁଷ୍ଠିତ ହେଉଛି । ଏହିକ୍ରମରେ ଆଜି ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୩ଟି ବିଧାନସଭା ନିର୍ବାଚନ ମଣ୍ଡଳିରେ ଭୋଟରମାନେ ମତଦାନ ଆରମ୍ଭ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୩୦- ୧୧-୨୦୧୯ ଶନିବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ନଭେମ୍ବର ମାସ ତା ୩୦ ରିଖ ଶନିବାର ବିଛା ୧୪ ଦିନ ମାର୍ଗଶିର ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥି ଉତ୍ତରାଷାଢା ନକ୍ଷତ୍ର ଧନୁ ଚନ୍ଦ୍ର ଘାତ…

ଜୁଲାଇ-ସେପ୍ଟେମ୍ବର ତ୍ରୟମାସିକରେ ଭାରତର ଜିଡିପି ବୃଦ୍ଧି ୪.୫% କୁ ହ୍ରାସ ଘଟିଲା

ଭୁବନେଶ୍ୱର: ଜୁଲାଇ-ସେପ୍ଟେମ୍ବର ତ୍ରୟମାସିକରେ ଭାରତର ଅର୍ଥବ୍ୟବସ୍ଥାର ଅଗ୍ରଗତି ହ୍ରାସ ଘଟିଛି, କାରଣ ଉପଯୋଗ ବଢ଼ିବାରେ ବିଫଳ ହେଲା ଓ ଘରୋଇ ନିବେଶ ସ୍ଥିର ରହିଲା | ସରକାରୀ ଖର୍ଚ୍ଚ ବୃଦ୍ଧି ଘଟିଲା ଓ ଅର୍ଥବ୍ୟବସ୍ଥା କୁ ସମ୍ଭାଳିରଖିବାକୁ ସାହାଯ୍ୟ କଲା | ସକାଳ ମୂଲ୍ୟ ବର୍ଦ୍ଧିତ ଶବ୍ଦରେ,…

ଭଦ୍ରକରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ନେଇ ସରକାରଙ୍କ ଘୋଷଣା ପରେ ବଦଳିଲା ବିଜ୍ଞପ୍ତି !

ଭୁବନେଶ୍ୱର: ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଗଣମାଧ୍ୟମ ସାମ୍ନାରେ ଭଦ୍ରକରେ ରାଜ୍ୟ ସରକାର ନୂତନ ମେଡ଼ିକାଲ୍ କଲେଜ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି ବୋଲି ଘୋଷଣା କରିବା ପରେ ଏନେଇ ପ୍ରକାଶିତ ବିଜ୍ଞପ୍ତିରେ ପରିବର୍ତ୍ତନ ହୋଇଛି ।…

ଦୁର୍ବୃତ୍ତଙ୍କ ନୃଶଂସ କାଣ୍ଡ: ଦୁଷ୍କର୍ମ ପରେ ମହିଳା ଡାକ୍ତରଙ୍କୁ ଜିଅନ୍ତା ଜାଳିଦେଲେ…

ହାଇଦ୍ରାବାଦ: ହାଇଦ୍ରାବାଦ ସହରରେ ଗୁରୁବାର ରାତିରେ ଘଟିଛି ଏକ ଲୋମହର୍ଷଣକାରୀ ଘଟଣା । ଜଣେ ମହିଳା ପଶୁ ଡାକ୍ତରଙ୍କୁ ଦୁଷ୍କର୍ମ ପରେ ଦୁର୍ବୃତ୍ତ ମାନେ ଅତି ନିର୍ମମ ଭାବେ କିରାସିନ ଢାଳି ଜିଅନ୍ତା ଜାଳିଦେଇଥିବା ଅଭିଯୋଗ ହୋଇଛି । ଗଣମାଧ୍ୟମରେ ପ୍ରକାଶ ରିପୋର୍ଟ ଅନୁଯାୟୀ, ମୃତ ମହିଳାଙ୍କ…

ଯାତ୍ରାପାର୍ଟି ଟ୍ରକ୍ ଓଲଟିଲା; ୧୩ କଳାକାର ଆହତ

କଟକ: କଟକ-ସମ୍ବଲପୁର ମୁଖ୍ୟରାସ୍ତାରେ ଶୁକ୍ରବାର ଦିନ ଏକ ଯାତ୍ରାପାର୍ଟି ଟ୍ରକରେ ଅର୍କେଷ୍ଟ୍ରା ଟ୍ରୁପ୍ ଯାଉଥିବା ବେଳେ ରାସ୍ତାରେ ଗାଡ଼ିଟି ଓଲଟି ପଡ଼ିଥିଲା । କଟକର ବାରବାଟୀ ପୋଖରୀ ନିକଟରେ ଏକ ମୋଟରସାଇକେଲକୁ ଧକ୍କା ହେବାରୁ ବଞ୍ଚାଇବାକୁ ଯାଇ ଟ୍ରକଟି ରାସ୍ତାକଡ଼ରେ ଓଲଟି ପଡ଼ିଥିଲା । ଏହି…