‘ଅମ୍ଫାନ’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ, ସୁନ୍ଦରବନରେ ଛୁଇଁଲା ସ୍ଥଳଭାଗ
ଭୁବନେଶ୍ୱର: ଆରମ୍ଭ ହୋଇଛି ମହାବାତ୍ୟା ‘ଅମ୍ଫାନ’ର ଲ୍ୟାଣ୍ଡଫଲ ପ୍ରକ୍ରିୟା । ଏହା ପଶ୍ଚିମବଙ୍ଗର ସୁନ୍ଦରବନରେ ସ୍ଥଳଭାଗ ଛୁଇଁଛି । ଧୀରେ ଧୀରେ ଅମ୍ଫାନର ସମ୍ମୁଖ ଭାଗ ସ୍ଥଳଭାଗକୁ ପ୍ରବେଶ କରୁଛି । ଏହି ଲ୍ୟାଣ୍ଡଫଲ ଶେଷ ହେବାକୁ ପ୍ରାୟ ୪ ଘଂଟା ସମୟ ଲାଗିବ । ଏନେଇ ଆଞ୍ଚଳିକ ପାଣିପାଗ…