୧୪ ଦିନିଆ କ୍ୱାରେଣ୍ଟାଇନରେ ବଲିଉଡ ଅଭିନେତା ନୱାଜୁଦ୍ଦିନ ଓ ତାଙ୍କ ପରିବାର
ମୁଜାଫରନଗର: ବଲିଉଡ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି ଏବଂ ତାଙ୍କ ପରିବାର ୧୪ ଦିନିଆ କ୍ୱାରେଣ୍ଟାଇନରେ ଅଛନ୍ତି । ସେମାନେ ମୁମ୍ବାଇରୁ ସେମାନଙ୍କ ପୈତୃକ ଘରୁ ଯାତ୍ରା କରି ଫେରିବା ପରେ ସେମାନଙ୍କୁ ୧୪ ଦିନ ପାଇଁ କ୍ୱାରେଣ୍ଟାଇନରେ ରଖାଯାଇଛି ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନୱାଜ ତାଙ୍କ…