ମହାରାଷ୍ଟ୍ରରେ ମେ’ ୩୧ ଯାଏଁ ଲକଡାଉନ୍
ମହାରାଷ୍ଟ୍ର: ସାରା ବିଶ୍ୱରେ କାୟା ମେଲାଇଛି ମହାମାରୀ କରୋନା । ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ନଜରରେ ରଖି ମହାରାଷ୍ଟ୍ର ସରକାର ମେ’ ୩୧ ଯାଏଁ ଲକଡାଉନ ଅବଧିକୁ ବଢ଼ାଇ ଦେଇଛନ୍ତି ।
ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ…