କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଲେ ହାଇଦ୍ରାବାଦରେ ରହୁଥିବା ଓଡ଼ିଆ ଯୁବକ
ବ୍ରହ୍ମପୁର: କରୋନାରେ ସଂକ୍ରମିତ ହୋଇ ହାଇଦ୍ରାବାଦରେ ପ୍ରାଣ ହରାଇଛନ୍ତି ବ୍ରହ୍ମପୁରର ଜଣେ ଯୁବକ । ମୃତ ଯୁବକଙ୍କ ନାମ ଦୀପକ ପଟ୍ଟନାୟକ । ଦୀପକ ହାଇଦ୍ରାବାଦର ଏକ ଅଗ୍ରଣୀ ଆଇଟି କମ୍ପାନୀ ସହିତ କାମ କରୁଥିଲେ।
ସୂଚନାନୁସାରେ, ଦୀପକ କିଛିଦିନ ତଳେ ବିବାହ କରିଥିଲେ। ସ୍ତ୍ରୀ ସହ…