ଆସାମ ପୋଲିସର ଫିଲ୍ମି ଅନ୍ଦାଜ; ଶାହରୁଖଙ୍କ ଆଇକନିକ ପୋଜକୁ ଏମିତି ଦେଲେ ଟ୍ୱିଷ୍ଟ
ନୂଆଦିଲ୍ଲୀ: ବଲିଉଡର ବାଦଶାହ ଶାହରୁଖ ଖାନ ବଲିଉଡର ରୋମାଣ୍ଟିକ ଅଭିନେତା ଭାବେ ଖୁବ୍ ପରିଚିତ । ତାଙ୍କର ଡାଇଲଗ ଓ ଆକ୍ସନ ଫିଲ୍ମକୁ ଦର୍ଶକେ ଆଜିବି ଭୁଲି ନାହାଁନ୍ତି ।
ବର୍ତ୍ତମାନ ସମୟରେ ଦେଶବ୍ୟାପୀ କରୋନା ଭାଇରସ ଜାରି ରହିଥିବା ବେଳେ ସରକାର ଅନେକ ସଚେତନତା ମୂଳକ ପଦକ୍ଷେପ ଗ୍ରହଣ…