Latest Odisha News

BREAKING NEWS

ଯାଜପୁର: ଟାଟା ମେଡିକା ହେବ କୋଭିଡ-୧୯ ହସ୍ପିଟାଲ

ଯାଜପୁର: କରୋନା ମୁକାବିଲା ପାଇଁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର। ରାଜ୍ୟର ସମସ୍ତ ଜିଲ୍ଲାରେ କୋଭିଡ-୧୯ ହସ୍ପିଟାଲ କରିବା ନେଇ ପଦକ୍ଷେପ ଗ୍ରହଣ କରୁଛନ୍ତି ସରକାର । ଏହି ପରିପ୍ରେକ୍ଷୀରେ ଯାଜପୁର କଳିଙ୍ଗନଗର ଟାଟା ମେଡିକା ହସ୍ପିଟାଲକୁ କୋଭିଡ୍ ହସ୍ପିଟାଲ କରାଯିବାକୁ ନିଷ୍ପତ୍ତି ନିଆଯାଇଛି…

କରୋନା ସଂକ୍ରମଣ: ଦେଶର ୧୬ ନମ୍ବର ସ୍ଥାନରେ ଓଡ଼ିଶା

ଭୁବନେଶ୍ୱର: ଦିନକୁ ଦିନ ମାରାତ୍ମକ ହୋଇ ଚାଲିଛି କରୋନା ଭୂତାଣୁ । ଧୀରେ ଧୀରେ ଏହା ଭାରତର ସମସ୍ତ ରାଜ୍ୟକୁ ନିଜ କବଳକୁ ନେଇ ସାରିଲାଣି । ବର୍ତ୍ତମାନ ସୁଦ୍ଧା ଭାରତରେ କରୋନାରେ ୫୦୦୦ ରୁ ଅଧିକ ଆକ୍ରାନ୍ତ ହୋଇସାରିଥିବା ବେଳେ ୧୬୬ ଜଣଙ୍କର ପ୍ରାଣ ଗଲାଣି । ତେବେ ସର୍ବାଧିକ ମାମଲା ସହ…

ବାରିପଦାରେ ବାଇକ ଚଳାଚଳ ଉପରେ ଲାଗିଲା କଟକଣା

ବାରିପଦା : ଲକ୍ ଡାଉନ ବେଳେ ସହରରେ ଭିଡ କମ କରିବା ଉଦ୍ଦେଶ୍ୟରେ ଆଜିଠାରୁ ବାଇକ ଚଳାଚଳ ଉପରେ ପ୍ରତିବନ୍ଧକ ଲାଗିଛି । ବାରିପଦା ପୌରାଞ୍ଚଳ ସମେତ ଜିଲ୍ଲାର ସମସ୍ତ ସବଡିଭିଜନରେ ବାଇକ ଚଲାଇବା ଉପରେ କଟକଣା ଲାଗିଥିବା ଜିଲ୍ଲାପାଳ ବିନୀତ ଭରଦ୍ୱାର କହିଛନ୍ତି । ଲୋକେ ଚାଲିଚାଲି ନିଜ ଘର ପାଖ…

ଭାରତରେ କରୋନାଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ୫୦୦୦ ଟପିଲା, ୧୬୬ ମୃତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ଗୁରୁବାର ଦିନ ଏହି ସଂଖ୍ୟା ୫୭୩୪ରେ ପହଞ୍ଚିଛି । ଏଯାବତ୍ କରୋନାରେ ସଂକ୍ରମିତ ହୋଇ ପ୍ରାୟ ୫୦୯୫ ଜଣ ବ୍ୟକ୍ତି ଚିକିତ୍ସିତ ହେଉଥିବା ବେଳେ ପାଖାପାଖି ୧୬୬ ଜଣ ପ୍ରାଣ…

ଆଜିଠାରୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ: ନହେଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ରାଜ୍ୟ ଠାରୁ ଦେଶ ସବୁଆଡେ କରୋନା ଭୟ । ଏହାର ମୁକାବିଲା ପାଇଁ ପ୍ରଶାସନ ତତ୍ପର। ଏପ୍ରିଲ ୯ ତାରିଖ (ଆଜି) ଠାରୁ ଘରୁ ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ଅନିର୍ବାର୍ଯ୍ୟ । ଯିଏ ମାସ୍କ ପିନ୍ଧିବେନି ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ନେଇ ରାଜ୍ୟ ସରକାରଙ୍କ ତରଫରୁ…

ମହାମାରୀ କରୋନା: ବିଶ୍ୱରେ ୧୫ ଲକ୍ଷ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: କରୋନା ପ୍ରଭାବରେ ସାରା ବିଶ୍ୱରେ ମୃତ୍ୟୁ ସଂଖ୍ୟା ଅସମ୍ଭବ ଭାବେ ବଢିଚାଲିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଜାରି ହୋଇଥିବା ସଦ୍ୟତମ ରିପୋର୍ଟ ଅନୁଯାୟୀ ଏହି ମହାମାରୀ ପ୍ରଭାବରେ ସାରା ବିଶ୍ୱରେ ଏପର୍ଯ୍ୟନ୍ତ ୧୫ ଲକ୍ଷ ୧୧ ହଜାର ୧୦୪ଜଣ ଲୋକ ଆକ୍ରାନ୍ତ ଥିବା ବେଳେ ମୃତ୍ୟୁ…

ଭୁୁବନେଶ୍ୱରରେ ଆଜି ଖୋଲିଛି ୪୪ଟି ଅସ୍ଥାୟୀ ହାଟ

ଭୁବନେଶ୍ୱର : ରାଜଧାନୀର ଲୋକଙ୍କୁ ସୁବିଧାରେ ପରିବାପତ୍ର ଯୋଗାଇ ଦେବା ତଥା ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଆଜି ବସିଛି ୪୪ଟି ଅସ୍ଥାୟୀ ହାଟ । ଏ ନେଇ ଏକ ତାଲିକା ବିଏମସି ପକ୍ଷରୁ ପ୍ରକାଶ ପାଇଛି । ଏହି ଅସ୍ଥାୟୀ ହାଟ ସକାଳ ୬ଟାରୁ ଦିନ ୧୧ଟା ଯାଏଁ ଖୋଲା ରହିବ । ତେବେ ପନିପରିବା କିଣିବା…

କରୋନା ଅପଡେଟ୍: ଭାରତରେ କେତେ ଛୁଇଁଲା ମୃତ୍ୟୁ ସଂଖ୍ୟା, ଜାଣନ୍ତୁ

ନୂଆଦିଲ୍ଲୀ: ମହାମାରୀ କରୋନା ପ୍ରଭାବରେ ଭାରତ ଦ୍ରୁତ ଗତିରେ ସଂକ୍ରମିତ ହୋଇ ଚାଲିଛି। ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏହି ସଂଖ୍ୟା ୫୭୩୪ ରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏଥିସହିତ…

ଲକ୍ ଡାଉନ କଟକଣା : ଘରେ ଔଷଧ ପହଞ୍ଚାଇବ ରାଜଧାନୀର ୧୨୧ଟି ମେଡିସିନ ଷ୍ଟୋର

ଭୁବନେଶ୍ୱର: ଲକ୍ ଡାଉନ କଟକଣା ଯୋଗୁଁ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି । ଏହି ସମୟରେ ଲୋକେ କିପରି ଘରେ ସହଜରେ ଔଷଧ ପାଇପାରିବେ କୌଣସି ସମସ୍ୟାର ସମ୍ମୁଖୀନ ହେବେନି ସେଥି ପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏକ ତାଲିକା ପ୍ରକାଶ ପାଇଛି । ଡ୍ରଗ୍ସ କଣ୍ଟ୍ରୋଲରଙ୍କ ସହେଯାଗରେ ବିଏମସି…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୯-୪-୨୦୨୦  ଗୁରୁବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା  ଅପ୍ରେଲ ତା ୯ ରିଖ  ଗୁରୁବାର ମୀନ ୨୭ ଦିନ ବୈଶାଖ  ମାସ କୃଷ୍ଣ  ପକ୍ଷ  ଦ୍ବିତୀୟା ତିଥି  ସ୍ବାତୀ ନକ୍ଷତ୍ର ତୁଳା ଚନ୍ଦ୍ର ଘାତ ବାର-:  ତୁଳା ଓ କୁମ୍ଭ ରାଶିର ଆଜି: ବୋଇତି କଖାରୁ ଖାଇବା  ନିଷେଧ…