Latest Odisha News

BREAKING NEWS

ଏବେ ଛାତ୍ରଛାତ୍ରୀ ବ୍ୟବହାର କରିବେ ହାଲୁକା ସ୍କୁଲ ବ୍ୟାଗ୍, ଏନେଇ କେନ୍ଦ୍ର ସରକାର ଜାରି କଲେ ନିର୍ଦ୍ଦେଶନାମା

ଭୁବନେଶ୍ୱର : ସ୍କୁଲ ବ୍ୟାଗ ତଥା ବିଭିନ୍ନ ପାଠ୍ୟ ଉପକରଣର ଓଜନ ସମ୍ପର୍କିତ ଏକ ଗାଇଡଲାଇନ ପ୍ରସ୍ତୁତ କରିବା ସହିତ ଏହା ପାଳନ କରିବାକୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଲାଗି ଏକ ବିଜ୍ଞପ୍ତି ଜାରି କରାଯାଇଛି । ଅନ୍ୟପକ୍ଷରେ…

ହକି ବିଶ୍ୱକପ ସମାରୋହରେ ଯୋଗଦେବେ ଭାଇଜାନ ସଲମାନ୍ !

ଭୁବନେଶ୍ୱର : ନଭେମ୍ବର ୨୮ ତାରିଖରେ କଟକରେ ହେବାକୁ ଥିବା ହକି ବିଶ୍ୱକପ ଉଦଘାଟନୀ ସମାରୋହରେ ବଲିଉଡର ଭାଇଜାନ ସଲମାନ୍ ଖାନ୍ ଯୋଗଦେବା ନେଇ ଚର୍ଚ୍ଚା ଜୋର ଧରିଛି । ଏହି ସମାରୋହରେ ଯୋଗ ଦେବା ଲାଗି ରାଜ୍ୟ ସରକାର ସଲମାନ ଖାନଙ୍କ ସହ ଫୋନରେ ଯୋଗାଯୋଗ କରିଥିବା ବେଳେ ଭାଇଜାନ୍ ଫୋନରେ ସହମତି…

ବିଜେପି ଛାଡ଼ିବାକୁ ଦିଲ୍ଲୀପ ରାୟ ଓ ବିଜୟ ମହାପାତ୍ରଙ୍କ ଇଙ୍ଗିତ

ଭୁବନେଶ୍ୱର: ଓଡ଼ିଶା ବିଜେପିର ଦୁଇ ବରିଷ୍ଠ ନେତା ରାଉରକେଲାର ଦିଲ୍ଲୀପ ରାୟ ଏବଂ ବିଜୟ ମହାପାତ୍ର ସେମାନଙ୍କ ପ୍ରତି ହେଉଥିବା ଦଳୀୟ ନେତୃତ୍ୱର ଚରମ ଉଦାସୀନତା ନେଇ ନିକଟରେ ଦେଇଥିବା ବୟାନରୁ ଦୁହେଁ ଖୁବ ଶିଘ୍ର ହେଉ କି ପରେ ଦଳରୁ ଇସ୍ତଫା ଦେବାର ଇଙ୍ଗିତ ପ୍ରଦାନ କରୁଛି । କୌଣସି ବିଜେପି…

ହକି ବିଶ୍ୱକପ ଲାଗି କଟକ ବାରବାଟୀ ଚଳଚଞ୍ଚଳ

କଟକ : ରାଜଧାନୀରେ ହକି ଫିଭର ଜାରି ରହିଥିବା ବେଳେ କଟକରେ ନଭେମ୍ବର ୨୮ରେ ହେବାକୁ ଥିବା ମେଗା ଇଭେଣ୍ଟ କୁ ନେଇ ଉତ୍ସାହ ଦେଖିବାକୁ ମିଳୁଛି । ବାରବାଟୀ ଷ୍ଟାଡିୟମରେ ଏହି ଇଭେଣ୍ଟ ସନ୍ଧ୍ୟା ୫ଟା ୩୦ ବେଳକୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି । ଗଣମାଧ୍ୟମକୁ ସୂଚନା ଦେଇ କଟକ ଡିସିପି…

ଛତିଶଗଡ: ଏନକାଉଣ୍ଟରରେ ୮ ମାଓବାଦୀ ନିହତ, ୨ ଯବାନ ସହିଦ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ ଅନ୍ତର୍ଗତ ସୁକମା ଜିଲ୍ଲା କିସ୍ତରାମ ନିକଟସ୍ଥ ଏକ ଜଙ୍ଗଲରେ ସୁରକ୍ଷକର୍ମୀ ଓ ମାଓବାଦୀଙ୍କ ଗୁଳି ବିନିମୟରେ ୮ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଥିବାବେଳେ ୨ ଜଣ ଯବାନ ସହିଦ ହୋଇଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ସୁକମା ଆରକ୍ଷୀ ଅଧିକ୍ଷକ ଅଭିଷେକ…

ଏବେ ମାଓବାଦୀଙ୍କ ଟାର୍ଗେଟରେ ଓଡ଼ିଶାର ସେତୁ: ଇଣ୍ଟେଲିଜେନ୍ସ ବ୍ୟୁରୋ

ଭୁବନେଶ୍ୱର: ଦକ୍ଷିଣ ଓଡ଼ିଶା ଉପାନ୍ତ ଅଞ୍ଚଳରେ ଥିବା ସେତୁ ଗୁଡ଼ିକୁ ବିସ୍ଫୋରଣ କରି ଉଡ଼ାଇ ଦେବା ନେଇ ସିପିଆଇ (ମାଓବାଦୀ) ନକ୍ସଲଙ୍କ ପକ୍ଷରୁ ମସୁଧା ଚାଲିଥିବାର ସତର୍କ ସୂଚନା ଦେଇଛନ୍ତି ଇଣ୍ଟେଲିଜେନ୍ସ ବ୍ୟୁରୋ(ଆଇବି) । ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି)ର ସଦ୍ୟତମ ସତର୍କ ସୂଚନା…

ବିଶ୍ୱକପ ହକି ପାଇଁ ସରକାରୀ ଛୁଟି ଘୋଷଣା

ଭୁବନେଶ୍ୱର : ଭୁବନେଶ୍ୱରରେ ଅନୁଷ୍ଠିତ ହେଉଥିବା ପୁରୁଷ ବିଶ୍ୱକପ୍ ହକି ପାଇଁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ନଭେମ୍ବର୨୭ ତାରିଖ ମଙ୍ଗଳବାର ଦିନ ବିଶ୍ୱକପ୍ ହକିର ଉଦଘାଟନୀ ଉତ୍ସବ ଅବସରରରେ ଭୁବନେଶ୍ୱରର ସମସ୍ତ ଶିକ୍ଷାନୁଷ୍ଠାନ ସମ୍ପୂର୍ଣ୍ଣ ବନ୍ଦ…

ଶ୍ରୀଜଗନ୍ନାଥଙ୍କ ଗୁପ୍ତ ନୀତି: ନଭେମ୍ବର ୨୬ ଓ ୨୭ ତାରିଖରେ ୪ ଘଣ୍ଟା ଲାଗି ଶ୍ରୀମନ୍ଦିର ବନ୍ଦ ରହିବ

ପୁରୀ: ଶ୍ରୀକ୍ଷେତ୍ରସ୍ଥିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ପାରମ୍ପରିକ ଗୁପ୍ତନୀତି ଲାଗି ନଭେମ୍ବର ୨୬ ଓ ୨୭ ତାରିଖରେ ୪ ଘଣ୍ଟା ଲାଗି ସମ୍ପୂର୍ଣ୍ଣ ବନ୍ଦ ରହିବ । ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ସୂଚନାନୁଯାୟୀ, ସୋମବାର ଦିନ ସିଂହାରୀ ସେବାୟତଙ୍କ ଦ୍ୱାରା…

ଭୁବନେଶ୍ୱର: ରାତ୍ରୀକାଳୀନ ମଦ ବିକ୍ରି ସମୟ ପରିବର୍ତ୍ତନ ହେଲା, ବିଜ୍ଞପ୍ତି ପ୍ରକାଶ କଲେ ରାଜ୍ୟ ସରକାର

ଭୁବନେଶ୍ୱର : ରାଜଧାନୀରେ ପୁରୁଷ ହକି ବିଶ୍ୱକପ୍ ସମୟରେ ବିଳମ୍ବିତ ରାତି ଯାଏଁ ମଦ ଦୋକାନ ଖୋଲା ତଥା ବିକ୍ରି କୁ ନେଇ ପ୍ରବଳ ବିରୋଧ ପରେ ରାଜ୍ୟ ସରକାର ମଦ ବିକ୍ରି ସମୟ ନିଷ୍ପତ୍ତିକୁ ପରିବର୍ତ୍ତନ କରିଛନ୍ତି। “ ପୁରୁଷ ହକି ବିଶ୍ୱକପ୍ ସମୟରେ ଅନ୍ ସପରେ ରାତି ସାଢେ ଗୋଟାଏ ଯାଏଁ ମଦ…

‘ମୋ ସାଇକେଲ’ ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ରାଜଧାନୀରେ ହକି ଫିଭର ଜାରି ରହିଥିବାବେଳେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ସ୍ଥିତ ଏୟାରପୋର୍ଟ ଛକ ପାଖରେ ‘ମୋ ସାଇକେଲ’ ଅଭିଯାନର ଶୁଭାରମ୍ଭ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ସ୍ୱଳ୍ପ ଖର୍ଚ୍ଚ ତଥା ସୁସ୍ଥ ଯାତ୍ରାର ବିକଳ୍ପ ଭାବେ ଏହି ଅଭିଯାନରେ…