ଭାଇରାଲ୍ ହେଉଛି କୁମ୍ଭମେଳାର ସାଟେଲାଇଟ୍ ଫଟୋଚିତ୍ର
ଆଲହ୍ଲାବାଦ : ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ (ଇସ୍ରୋ) ପକ୍ଷରୁ ନିକଟରେ ଉତ୍ତରପ୍ରଦେଶର ପ୍ରୟାଗରାଜ ଠାରେ ଆୟୋଜିତ ହୋଇଥିବା ଐତିହାସିକ ମହାକୁମ୍ଭ ମେଳାର ସାଟେଲାଇଟ ଫଟୋ ଶେୟାର କରାଯାଇଛି ।
ଇସ୍ରୋ ଅନୁଯାୟୀ, ଏହି ଫଟୋ ଜାନୁଆରୀ ୧୬ ତାରିଖରେ ଭାରତୀୟ ରିମୋଟ ସେସିଂଙ୍ଗ…