ତିତଲି ବାତ୍ୟା: ବାତିଲ୍ ହେଲା ସମସ୍ତ କଲେଜ ନିର୍ବାଚନ
ଭୁବନେଶ୍ୱର: ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ ସମସ୍ତ ମହାବିଦ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ଛାତ୍ର ସଂସଦ ନିର୍ବାଚନ ବାତିଲ ହୋଇଛି । ରାଜ୍ୟର ଅଧିକାଂଶ ଜିଲ୍ଲାରେ ଭୟଙ୍କର ବାତ୍ୟା ‘ତିତଲି’ ପ୍ରଭାବିତ ହେଉଥିବା ପରିପ୍ରେକ୍ଷୀରେ ଆଜି ରାଜ୍ୟ ସରକାରଙ୍କ ଉପ-ମୁଖ୍ୟ ସଚିବ ପାର୍ଥସାରଥୀ…