Latest Odisha News

BREAKING NEWS

ପୁଲୱାମା ସହିଦ ଦିବସ: ସହିଦ ଯବାନଙ୍କୁ ସିଆରପିଏଫର ସଲାମ

ନୂଆଦିଲ୍ଲୀ: ପାକିସ୍ତାନର ଘୃଣ୍ୟ ଷଡଯନ୍ତ୍ର ଯୋଗୁଁ ଗତବର୍ଷ ଆଜିର ଦିନରେ ଆମେ ଆମ ୪୦ ଯବାନଙ୍କୁ ହରାଇଥିଲେ । ଜମ୍ମୁ-କାଶ୍ମୀରର ପୁଲୱାମାରେ ଆତଙ୍କବାଦୀ ଆକ୍ରମଣକୁ ଆଜି ବର୍ଷେ ପୂରିଛି ଏବଂ ସାରା ଦେଶ ସହିଦ ଯବାନଙ୍କୁ ସଲାମ କରୁଛି । ସିଆରପିଏଫ ମଧ୍ୟ ନିଜ ଯବାନଙ୍କୁ ମନେ ପକାଇ ଲେଖିଛି, ‘ଆମେ…

ପୋଖରୀକୁ ଫୁଲ ତୋଳିବାକୁ ଯାଇ ଯୁବତୀଙ୍କ ଶୋଚନୀୟ ମୃତ୍ୟୁ

ବିନିକା: ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ବିନିକା ଅଞ୍ଚଳରେ ଜଣେ ଯୁବତୀ ପୋଖରୀକୁ ଫୁଲ ତୋଳିବାକୁ ଯାଇ ପାଣିରେ ବୁଡ଼ି ଯାଇଛନ୍ତି । ତାଙ୍କର ଏହି ମୃତ୍ୟୁରେ ସମଗ୍ର ବିନିକା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମିଳିଥିବା ସୂଚନାନୁଯାୟୀ, ବିନିକା ଥାନା ଅନ୍ତର୍ଗତ ଚରଦା ଗ୍ରାମର ୧୮ ବର୍ଷ…

ଏହି ଉପାୟରେ ଜାଣନ୍ତୁ ଆପଣଙ୍କ କଲ ରେକର୍ଡ଼ିଂ ହେଉଛି କି ନାହିଁ…

ଭୁବନେଶ୍ୱର: ଅନେକ ସମୟରେ ଆମେ ଅନେକ ଧୋକାଧାରୀର ଶିକାର ହୁଅନ୍ତି । ତେବେ ଚୋର ଯେତେ ଚାଲାଖ ହେଲେ ମଧ୍ୟ ଧାରା ପଡିବା ପାଇଁ କିଛି ନା ବାଟ ସେ ଛାଡି ଦେଇଥାଏ । ତେବେ ଅନେକ ସମୟରେ ଆମେ ଶୁଣିଥାଉ ଲୋକଙ୍କ ଇଚ୍ଛା ବିରୁଦ୍ଧରେ କେହି ସେମାନଙ୍କ କଲ୍ ରେକର୍ଡ଼ କରୁଥାଏ । ଯାହାକୁ ପରେ ହୁଏତ…

ଏସସିବି ସଂପ୍ରସାରଣ ପାଇଁ ଚତୁର୍ଥ ପର୍ଯ୍ୟାୟ ଉଚ୍ଛେଦ ପ୍ରକ୍ରିୟା ଜାରି

କଟକ: କଟକ ବଡ ମେଡିକାଲ ସଂପ୍ରସାରଣ ପାଇଁ ଚତୁର୍ଥ ପର୍ଯ୍ୟାୟ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି । ଯୋବ୍ରା ଅଂଚଳରେ ଉଚ୍ଛେଦ କାର୍ଯ୍ୟ ଚାଲିଛି । ଚୂନଭାଟି ଅଂଚଳରୁ ରାଣୀହାଟ କେନାଲ ପୋଲ ପର୍ଯ୍ୟନ୍ତ ରାସ୍ତା କଡରେ ଭଙ୍ଗା ଯାଉଛି । କେନାଲର ଉଭୟ ପଟ ରାସ୍ତା କଡ ଦୋକାନ, ବ୍ଳକ, ମନ୍ଦିର, ଅସ୍ଥାୟୀ…

ଗଙ୍ଗା ଜଳରେ କାହିଁକି ଭସାଇ ଦିଆଯାଏ ମୃତ ବ୍ୟକ୍ତିର ଭସ୍ମ, ଜାଣନ୍ତୁ..

ଭୁବନେଶ୍ୱର: ହିନ୍ଦୁ ଧର୍ମରେ ଯଦି କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଏ ତେବେ ତାଙ୍କ ଶରୀରକୁ ନିଆଁରେ ପୋଡି ଦିଆଯାଏ । ଶରୀର ପୋଡି ପାଉଁଶ ହୋଇଗଲା ପରେ ଏହାର ଭସ୍ମକୁ ଗଙ୍ଗା ଜଳରେ ଭସାଇ ଦିଆଯାଏ । ତେବେ କ'ଣ ଆପଣ କେବେ ଭାବିଛନ୍ତି କାହିଁକି ଏପରି ଭସ୍ମକୁ ପାଣିରେ ଭସାଇ ଦିଆଯାଏ । କଣ…

ପୁଲୱାମା ଆକ୍ରମଣକୁ ନେଇ କେଉଁ ଦେଶ ଦେଇଥିଲେ କେଉଁଭଳି ପ୍ରତିକ୍ରିୟା, ଜାଣନ୍ତୁ

ଭୁବନେଶ୍ୱର: ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ଏହା ଭିତରେ ବର୍ଷେ ପୁରି ଗଲାଣି। ହେଲେ ସେଦିନର ସେହି ଛାତିଥରା ଦୃଶ୍ୟ ଆଜିବି ମନ ଭିତରେ ଜୀବିତ ରହିଛି । ଭାରତ ମାଆ ର ୪୪ ବୀର ଯବାନଙ୍କ ରକ୍ତ ରଞ୍ଜିତ ମାଟି ଆଜିବି କାନ୍ଦୁଛି । ପ୍ରତ୍ୟେକ ଭାରତୀୟ ଆଜିବି ପ୍ରତିଶୋଧର ନିଆଁରେ ଜର୍ଜରିତ ।…

ଏୟାରଟେଲ ଗ୍ରାହକଙ୍କ ପାଇଁ ଖୁସି ଖବର: ବଜାରକୁ ଆସିଲା ୪ଟି ନୂଆ ରିଚାର୍ଜ ପ୍ଲାନ

ନୂଆଦିଲ୍ଲୀ: ଏୟାରଟେଲ ଗ୍ରାହକଙ୍କ ପାଇଁ ଖୁସି ଖବର। ଏୟାରଟେଲ ଆଣିଛି ୪ଟି ନୂଆ ରିଚାର୍ଜ ପ୍ଲାନ । ଟେଲିକମ୍‌ ସେକ୍ଟରରେ କମ୍ପାନୀମାନଙ୍କ ସେବା ଓ ସୁବିଧା ପ୍ରଦାନ ଲାଗି ପ୍ରତିଯୋଗୀତା ଗ୍ରାହକଙ୍କୁ ବେଶ ଉପକୃତ କରାଉଛି। ଇତି ମଧ୍ୟରେ ଭାରତୀ ଏୟାରଟେଲ ନିଜ ଗ୍ରାହକଙ୍କୁ ଭେଟି ଦେଉଛି ପୁଣି ୪ଟି…

ପୁଲୱାମା ଆକ୍ରମଣକୁ ବର୍ଷେ: ଓଡ଼ିଶାରୁ ଶହୀଦ ହୋଇଥିଲେ ୨ ବୀର ଯବାନ…

ଭୁବନେଶ୍ୱର:୧୪ ଫେବୃୟାରୀ ୨୦୧୯ ମସିହାରେ ହୋଇଥିବା ପୁଲୱାମା ଆକ୍ରମଣରେ ଭାରତୀୟ ସୈନ୍ୟବାହିନୀଙ୍କୁ ନେଇ ଜମ୍ମୁ ଶ୍ରୀନଗର ଜାତୀୟ ରାଜପଥରେ ଯାଉଥିବା ଏକ ପ୍ରତିରକ୍ଷା ବାହିନୀ ଗାଡ଼ିକୁ ଆତ୍ମଘାତୀ ବିସ୍ଫୋରଣକାରୀ ଦ୍ୱାରା ଅବନ୍ତିପୁରା ନିକଟସ୍ଥ ଲେଥପୋରା, ପୁଲୱାମା ଜିଲ୍ଲା, ଜମ୍ମୁ ଓ…

ଜାଣନ୍ତୁ, ପୁଲୱାମା ଆକ୍ରମଣ ଭଳି ପାକିସ୍ତାନ ଘଟାଇଥିବା ଆଉ କିଛି ବର୍ବର କାଣ୍ଡ ସମ୍ପର୍କରେ

ଭୁବନେଶ୍ୱର: ଚାହୁଁ ଚାହୁଁ ବିତିଗଲାଣି ଏକ ବର୍ଷ । ୨୦୧୯ ମସିହା ଫେବୃଆରୀ ୧୪ ତାରିଖ ଭାରତ ପାଇଁ ଥିଲା କଲା ଦିବସ। ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିଲେ ଭାରତ ମାଆର ୪୪ ବୀର ସୁପୁତ୍ର । ଆଜିବି ମନେ ପଡିଲେ ଦେହ ଶିହିରି ଉଠେ । ଏହିଦିନ ଜମ୍ମୁ ଶ୍ରୀନଗର ଜାତୀୟ ରାଜପଥରେ ଯାଉଥିବା ଏକ…

ବୋଲ ମାନୁନି କରୋନା: ୨୪ ଘଣ୍ଟାରେ ନେଲା ୧୧୬ ଜୀବନ

ବେଜିଂ: ବୋଲ ମାନୁନି ମାରାତ୍ମକ କରୋନା ଭାଇରସ । ଦିନକୁ ଦିନ ଏହା ସୀମା ଲଙ୍ଘି ଚାଲିଛି । ଏହାର ପ୍ରଭାବରେ ଦିନକୁ ଦିନ ଚୀନରେ ମୃତ୍ୟୁ ସଂଖ୍ୟା ପବନ ବେଗରେ ବଢିବାରେ ଲାଗିଛି । ଏହି ମାରାତ୍ମକ ଭାଇରସ ଚୀନରେ ନେଲାଣି ୧୪୧୬ ମୁଣ୍ଡ । China reports 116 more deaths in coronavirus…