ହିରୋ ଇଲାଇଟ୍ ଲିଗ୍: ବାଇଚୁଙ୍ଗ୍ ଭୁତିଆ ଫୁଟବଲ କ୍ଲବକୁ ୫-୨ ଗୋଲରେ ପରାସ୍ତ କଲା ‘ଓଡ଼ିଶା ଏଫସି
ନୂଆଦିଲ୍ଲୀ: ନୂଆଦିଲ୍ଲୀଠାରେ ଚାଲିଥିବା ୧୮ ବର୍ଷରୁ କମ୍ ‘ହିରୋ ଇଲାଇଟ୍ ଲିଗ୍ ୨୦୧୯-୨୦’ ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ ଗୁରୁବାର ଦିନ ଖେଳାଯାଇଥିବା ଏକ ମ୍ୟାଚରେ ଭୁବନେଶ୍ୱରର ଓଡ଼ିଶା ଏଫସି ୫-୨ ଗୋଲରେ ପରାସ୍ତ କରିଛି ।
ଓଡ଼ିଶା ଏଫସି ପକ୍ଷରୁ ଅକ୍ଷୁନ୍ନ ତ୍ୟାଗୀ ହ୍ୟାଟ୍ରିକ୍ ଅର୍ଜନ…