ଭାରତକୁ ୫ ୱିକେଟରେ ପରାସ୍ତ କରି ୩-୦ରେ ସିରିଜ୍ ପୋଛିନେଲା ନ୍ୟୁଜିଲାଣ୍ଡ
ୱେଲିଂଟନ: ପ୍ରଥମ ଦୁଇଟି ଦିନିକିଆରେ ବିଜୟ ହାସଲ କରିଥିବା ନ୍ୟୁଜିଲାଣ୍ଡ ଦଳ ଆଜି ୩ ଦିନିକିଆରେ ଭାରତକୁ ୫ ୱିକେଟରେ ପରାସ୍ତ କରିଛି । ଏହାଫଳରେ ଶୃଙ୍ଖଳାକୁ ୩-୦ରେ ଜିତି ପାରିଛି ।
ଭାରତ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ସାମ୍ନାରେ ୨୯୭ ରନର ବିଜୟ ଲକ୍ଷ୍ୟ ରଖିଥିଲା । ନ୍ୟୁଜିଲାଣ୍ଡ…