ପୂର୍ବତନ ଓଡିଶା ଡିଜିପି ପ୍ରଫୁଲ୍ଲ ଚନ୍ଦ୍ର ରଥଙ୍କ ଦେହାନ୍ତ
କଟକ: ପୂର୍ବତନ ଓଡିଶା ଡିଜିପି ପ୍ରଫୁଲ୍ଲ ଚନ୍ଦ୍ର ରଥଙ୍କ ବିଜୁ ପଟ୍ଟନାୟକ ଛକ ସ୍ଥିତ ବାସଭବନରେ ମଙ୍ଗଳବାର ଦିନ ୧ଟା ବେଳେ ଦେହାନ୍ତ ହୋଇଛି ।
ମୃତ୍ୟୁବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା ଏବଂ ତାଙ୍କର ଶେଷ ଶଯ୍ୟା ନିକଟରେ ଧର୍ମପତ୍ନୀ କୃଷ୍ଣା, ପୁଅ ସତ୍ୟବ୍ରତ, ସୁବ୍ରତ ଏବଂ ଝିଅ…