ପସନ୍ଦ
ପସନ୍ଦ
ସତ୍ୟନାରାୟଣ ଗନ୍ତାୟତ
ମୁଁ ଭୋଟ୍ ଦିଏ
ମୋ ପସନ୍ଦରେ!
ଠିକ୍ ଯେମିତି ନେତାଏ
ବର୍ଷ ବର୍ଷ ଧରି
ମୋ ପସନ୍ଦକୁ
ଲାତ ମାରି ଚାଲନ୍ତି
ସେମାନଙ୍କ ପସନ୍ଦରେ!
............................
ସୁହାସିତମ୍, କସ୍ତୁରୀ ନଗର
ରାୟଗଡା : ୭୬୫୦୦୧
ମୋବାଇଲ : ୯୪୩୭୯୦୯୬୭୫…
BREAKING NEWS