Latest Odisha News

BREAKING NEWS

ଓଡିଶାର ୬ଟି ବୁଥରେ ସାନି ଭୋଟଗ୍ରହଣ ଲାଗି ନିର୍ବାଚନ କମିଶନଙ୍କ ସୁପାରିଶ

ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସମୟରେ ଭୋଟିଂ ବୁଥରେ ଇଭିଏମରେ ହୋଇଥିବା ତ୍ରୁଟି ଯୋଗୁଁ ପ୍ରାୟ ୬ଟି ବୁଥରେ ସାନି ନିର୍ବାଚନ ପାଇଁ ସୁପାରିଶ କରାଯିବ ବୋଲି ରାଜ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି । ଏହି ସୁପାରିଶ ଭାରତ ନିର୍ବାଚନ ଆୟୋଗ…

ନବେ ବର୍ଷ ପରେ ଫେରୁଛି ‘ବାସନ୍ତୀ’

ନବେ ବର୍ଷ ପରେ ଫେରୁଛି ‘ବାସନ୍ତୀ’ ପ୍ରାୟ ନବେ ବର୍ଷ ତଳେ ବିଂଶ ଶତାବ୍ଦୀର ଦ୍ୱିତୀୟ ଦଶନ୍ଧିରେ ଓଡିଆ ସାହିତ୍ୟର ‘ସବୁଜ ଯୁଗ’ରେ ୯ ଜଣ ଲେଖକଙ୍କ ଦ୍ୱାରା ଲେଖାଯାଇଥିବା ଓଡ଼ିଆ ଉପନ୍ୟାସ ‘ବାସନ୍ତୀ’ର ଇଂରାଜୀ ଅନୁବାଦ ଏବେଏବେ ପ୍ରକାଶ ପାଇଛି । ‘ବାସନ୍ତୀ: ରାଇଟିଙ୍ଗ ଦି ନିୟୁ ୱମେନ୍’…

ଗୋଟେ ସ୍ୱଚ୍ଛ ଜହ୍ନରାତି

ଗୋଟେ ସ୍ୱଚ୍ଛ ଜହ୍ନରାତି ବିଚିତ୍ର ବିଶ୍ୱାଳ ମୋ ପ୍ରେମିକାକୁ ଗୋଟେ ସ୍ୱଚ୍ଛ ଜହ୍ନ ରାତି ଲୋଡ଼ା ଥିଲା । ଯେଉଁଥିରେ ଏତେ ଟିକେ ବି ବିଜୁଳି ଆଲୁଅର ଅପମିଶ୍ରଣ ନଥିବ । ହେଲେ ଆଜିର ତାରିଖରେ ସ୍ୱଚ୍ଛ ଜହ୍ନ ରାତିଟିଏ ମିଳିବ କେଉଁଠୁ? ସହରର ଚାରିଆଡେ଼ ତ ନିଅନ ଆଲୁଅର ରୋଷଣୀ । ଛାତ ଉପରୁ…

ଗୋପୀନାଥ ନନ୍ଦଶର୍ମା

ଗୋପୀନାଥ ନନ୍ଦଶର୍ମା (୧୮୬୯-୧୯୨୪) କ୍ଷେତ୍ର: ଭାଷା-ସାହିତ୍ୟ (ଓଡ଼ିଆ ଭାଷାତତ୍ତ୍ୱ) ସଂସ୍କୃତ, ପ୍ରାକୃତ, ଓଡ଼ିଆ ଓ ପ୍ରାଚୀନ ଭାଷାରେ ଧୁରୀଣ ଗୋପୀନାଥ ନନ୍ଦଶର୍ମା ତାଙ୍କର ସର୍ବଶ୍ରେଷ୍ଠ କୃତି ‘ଓଡ଼ିଆ ଭାଷାତତ୍ତ୍ୱ’ ପାଇଁ ଚିରକାର ସ୍ମରଣୀୟ ହୋଇ ରହିବେ । ‘ଶବ୍ଦତତ୍ତ୍ୱବୋଧ ଅଭିଧାନ’…

ଭାଇରାଲ୍ ହେଲା ବିଜେପି ମୁଖପାତ୍ରଙ୍କ ଉପରକୁ ଜୋତାଫିଙ୍ଗା ଦୃଶ୍ୟର ଭିଡ଼ିଓ

ନୂଆଦିଲ୍ଲୀ : ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟକାର୍ଯ୍ୟାଳୟରେ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ସାଂସଦ ଜେବିଏଲ୍ ନରସିଂହ୍ମାଙ୍କ ଉପରକୁ ଚପଲ ଫୋପଡା ଯାଉଥିବା ହେବା ଭଳି ଭିଡିଓ ଦେଖିବାକୁ ମିଳିଛି । https://twitter.com/ANI/status/1118787043348373504 ମିଳିଥିବା…

ଲକ୍ଷ୍ମୀନାରାୟଣ ସାହୁ

ଲକ୍ଷ୍ମୀନାରାୟଣ ସାହୁ (୧୮୯୦-୧୯୬୩) କ୍ଷେତ୍ର: ସମାଜସେବା ସେ କେଉଁ ଧର୍ମର ବୋଲି ପଚାରିଲେ ‘ସେବା ହିଁ ମୋର ଧର୍ମ’ ବୋଲି ଉତ୍ତର ଦେଉଥିବା ଜଣେ ମହାନ ମାନବବାଦୀ ବ୍ୟକ୍ତିତ୍ୱ ହେଲେ ଲକ୍ଷ୍ମୀନାରାୟଣ ସାହୁ । ୧୮୯୦ ଅକ୍ଟୋବର ୩ରେ ବାଲେଶ୍ୱର ସହରରେ ତାଙ୍କର ଜନ୍ମ । ମା’ଙ୍କ ଶାସନ ବାପାଙ୍କ…

ନବକୃଷ୍ଣ ଚୌଧୁରୀ

ନବକୃଷ୍ଣ ଚୌଧୁରୀ (୧୯୦୧-୧୯୮୪) କ୍ଷେତ୍ର: ରାଜନୀତି, ଗଣନେତୃତ୍ୱ ଜନମାନସରେ ଗଭୀର ପ୍ରତିଛବି ଛାଡ଼ିଯାଇଥିବା ଓଡ଼ିଶାର ଅନ୍ୟତମ ବିଶିଷ୍ଟ ଜନନାୟକ ହେଲେ ନବକୃଷ୍ଣ ଚୌଧୁରୀ । ୧୯୦୧ ମସିହା ନଭେମ୍ବର ୨୩ ତାରିଖରେ କଟକର ସ୍ୱରାଜ୍ୟ ଆଶ୍ରମରେ ତାଙ୍କର ଜନ୍ମ । ପ୍ୟାରୀମୋହନ ଏକାଡେମୀରେ…

ସର୍ବନିମ୍ନ ସୁବିଧା-ସୁଯୋଗରୁ ବଞ୍ଚିତ ହୋଇଥିବା ଅଭିଯୋଗ କରି ଗ୍ରାମବାସୀଙ୍କ ଭୋଟ୍ ବର୍ଜନ

ଭୁବନେଶ୍ୱର: ଓଡ଼ିଶାର କିଛି ଗ୍ରାମର ଗ୍ରାମବାସୀମାନେ ସର୍ବନିମ୍ନ ସାଧାରଣ ସୁବିଧା ସୁଯୋଗରୁ ବଞ୍ଚିତ ହୋଇଥିବା ଯୋଗୁଁ ବିକ୍ଷୋଭ ପ୍ରକାଶ କରି ସେମାନଙ୍କର ମତଦାନ ସାବ୍ୟସ୍ତ କରିନାହାନ୍ତି । ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଗୁମି ଓ ଢିପମାଳ ଗ୍ରାମପଞ୍ଚାୟତରେ ଥିବା ୧୪ଟି ଗ୍ରାମର ଗ୍ରାମବାସୀମାନେ…

ମାଓବାଦୀଙ୍କ ଗୁଳିରେ ପୋଲିଂ ସୁପରଭାଜରଙ୍କ ମୃତ୍ୟୁ ଘଟଣା: ନିର୍ବାଚନ କମିଶନଙ୍କ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା

କନ୍ଧମାଳ: ଗତକାଲି କନ୍ଧମାଳ ଜିଲ୍ଲା ଗୋଚ୍ଛପଡ଼ା ଥାନା ଅନ୍ତର୍ଗତ ବାରହଳା ଗ୍ରାମ ନିକଟରେ ମାଓବାଦୀମାନେ ନୃଶଂସ ଭାବେ ଜଣେ ମହିଳା ପୋଲିଂ ସୁପରଭାଇଜରଙ୍କୁ ଗୁଳି କରି ହତ୍ୟା କରିଥିଲେ । ଏହି ଗୁଳିମାଡ଼ରେ ପ୍ରାଣ ହରାଇଥିବା ପୋଲିଂ ସୁପରଭାଇଜର ସଂଯୁକ୍ତା ଦିଗାଲଙ୍କ ପରିବାରର ନିକଟତମ…

ଏପ୍ରିଲ୍ ୨୩ରେ କେନ୍ଦ୍ରାପଡା ଓ ବାଲେଶ୍ୱରରେ ପ୍ରଚାର କରିବେ ମୋଦୀ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ମୋଦୀ ୨ ଦିନ ପୂର୍ବରୁ ଭୁବନେଶ୍ୱରରେ ରୋଡ ଶୋ’ କରିଥିବା ବେଳେ ଏପ୍ରିଲ୍ ୨୩ ତାରିଖରେ ପୁଣି ଓଡିଶା ଗସ୍ତରେ ଆସୁଛନ୍ତି । ଏନେଇ ରାଜ୍ୟ ବିଜେପି ମୁଖପାତ୍ର ଗୋଲକ ନାୟକ ଗୁରୁବାର ଦିନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ପ୍ରଧାନମନ୍ତ୍ରୀ ଏପ୍ରିଲ୍ ୨୩…