ଅରବିନ୍ଦ କେଜ୍ରିୱାଲଙ୍କ ଭାଲେଣ୍ଟାଇନ ଡେ’ ସହିତ କନେକ୍ସନ କ’ଣ ? ଜାଣନ୍ତୁ
ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୦ ପାଇଁ ଭୋଟ୍ ଗଣତି ଜାରି ରହିଛି । ପ୍ରାରମ୍ଭିକ ସ୍ଥିତିରେ ଆପ୍ ଦିଲ୍ଲୀର ଦରବାର ହାତେଇବ ବୋଲି ଜଣାପଡୁଛି । ଯଦି ଏମିତି ହୁଏ, ତେବେ ଅରବିନ୍ଦ କେଜ୍ରିୱାଲ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବା ନିଶ୍ଚିତ । ମିଳିଥିବା ସୂଚନା ଅନୁସାରେ, ଯଦି…