ବାଣ ଫୁଟାଇ ବିଜୟୋଲ୍ଲାସ କରିବାକୁ ବାରଣ କଲେ କେଜ୍ରିୱାଲ୍ !
ନୂଆଦିଲ୍ଲୀ: ଆଜି ଭୋଟ୍ ଗଣନା ଜାରି ରହିଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆମ ଆଦମୀ ପାର୍ଟି ପୁନର୍ବାର କ୍ଷମତାକୁ ଆସିବାର ଯଥେଷ୍ଟ ସମ୍ଭାବନା ରହିଛି । ଆପ୍ ୭୦ଟି ସିଟ୍ ମଧ୍ୟରୁ ୫୩ଟି ଆସନରେ ଅଗ୍ରଣୀ ହାସଲ କରିଥିବା ବେଳେ ବିଜେପି ୧୭ଟି ସିଟରେ ଆଗୁଆ ରହିଛି ।…