ବିଜେପି କ୍ଷମତାକୁ ଆସିଲେ ସମସ୍ତ କୃଷି ଋଣ ଛାଡ଼ ହେବ: ବିଜେପି
ଭୁବନେଶ୍ୱର: ଆସନ୍ତା ବିଧାନସଭା ନିର୍ବାଚନରେ ବିଜେପି କ୍ଷମତାକୁ ଆସିଲେ ଚାଷୀ ମାନଙ୍କର ସମସ୍ତ କୃଷି ଋଣ ଛାଡ଼ କରିଦିଆଯିବ ବୋଲି ମଙ୍ଗଳବାର ଦିନ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା କହିଛନ୍ତି ।
ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ମଙ୍ଗଳବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ…