ଉଦଘାଟିତ ହେଲା ୩ୟ ସର୍ବଭାରତୀୟ ପୋଲିସ ଜୁଡ଼ୋ କ୍ଳଷ୍ଟର – ୨୦୧୮
କଟକ: ଓଡ଼ିଶା ପୋଲିସ ଆନୁକୂଲ୍ୟରେ ‘୩ୟ ସର୍ବଭାରତୀୟ ପୋଲିସ ଜୁଡ଼ୋ କ୍ଳଷ୍ଟର’ କଟକ ରିଜର୍ଭ ପୋଲିସ ପଡ଼ିଆରେ ଉଦଘାଟିତ ହୋଇଯାଇଛି । ଏହି ସର୍ବଭାରତୀୟ ପ୍ରତିଯୋଗିତା ନଭେମ୍ବର ୧୫ରୁ ୧୯ ତାରିଖ ଯାଏଁ କଟକ ଇଣ୍ଡୋର ଷ୍ଟାଡ଼ିୟମରେ ଅନୁଷ୍ଠିତ ହେଉଛି ।
ଭାରତର ବିଭିନ୍ନ ରାଜ୍ୟରୁ ୩୩ଟି ଦଳରୁ ପ୍ରାୟ…