ଢେଙ୍କାନାଳ ହାତୀ ମୃତ୍ୟୁ ଘଟଣା: ତଦନ୍ତ ଲାଗି ପହଞ୍ଚିଲେ ଏନଜିଟି ଟିମ୍
ଢେଙ୍କାନାଳ : ଅକ୍ଟୋବର ୨୬ ତାରିଖରେ ଢେଙ୍କାନାଳ ଜିଲ୍ଳା ସଦର ରେଞ୍ଜରେ ବିଦ୍ୟୁତ ସଂସ୍ପର୍ଶରେ ଆସି ୭ଟି ହାତୀ ମୃତ୍ୟୁ ଘଟଣାରେ ତଦନ୍ତ ଆରମ୍ଭ କରିଛି ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ(ଏନଜିଟି)।
ମଙ୍ଗଳବାର ଦିନ ନୂଆଦିଲ୍ଲୀରୁ ଆସିଥିବା ଟ୍ରିବ୍ୟୁନାଲର ୪ ଜଣିଆ ସଦସ୍ୟ କମଳାଙ୍ଗ ଗ୍ରାମରେ…