ମାଷ୍ଟରସେଫ୍ ଟପ୍ ଟେନରେ ଓଡ଼ିଆ ପୁଅ ଅବିନାଶ
ଭୁବନେଶ୍ୱର: 'ଷ୍ଟାରପ୍ଲସ'ର ଲୋକପ୍ରିୟ ରୋଷେଇ ଭିତ୍ତିକ କାର୍ଯ୍ୟକ୍ରମ 'ମାଷ୍ଟରସେଫ ଇଣ୍ଡିଆ-୬'ର ଟପ ଟେନରେ ସ୍ଥାନ ପାଇଛନ୍ତି ଓଡିଆ ପୁଅ ଅବିନାଶ ନାୟକ ।
ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରରେ ଅବିନାଶଙ୍କ ଘର ।
ଅବିନାଶଙ୍କ ଏହି ସଫଳତା ପାଇଁ ତାଙ୍କୁ ସାରା ଓଡିଶାରୁ ଶୁଭେଚ୍ଛା ଓ…