Latest Odisha News

BREAKING NEWS

ମୋବାଇଲ୍ ପରାମର୍ଶରେ ପ୍ରଚୁର ଦୁଗ୍ଧ ଉତ୍ପାଦନ କଲେ ଓଡିଶାର ଏହି ଗୋପାଳନ ଚାଷୀ, ଜାଣନ୍ତୁ

ଗଞ୍ଜାମ: ବର୍ତ୍ତମାନ ସମୟରେ ସବୁକିଛି ଡିଜିଟାଲ୍ ତଥା ହାଇଟେକ୍ ହେଉଥିବା ବେଳେ ସେଥିରେ ଚାଷବାସ ମଧ୍ୟ ସାମିଲ ହୋଇଗଲାଣି । ଏବେ କୃଷକ ତଥା ଚାଷୀମାନେ ମଧ୍ୟ ଇଣ୍ଟରନେଟ୍ ଏବଂ ମୋବାଇଲର ବ୍ୟବହାର କରି ଶିକ୍ଷିତ ହେବାସହ ବିଭିନ୍ନ ପରାମର୍ଶକୁ ଚାଷବାସ କାର୍ଯ୍ୟରେ ଉପଯୋଗ କରି ଅଧିକ ରୋଜଗାର ମଧ୍ୟ…

ଆସନ୍ତା ବର୍ଷଠାରୁ ୩୬ଟି ନୂଆ ଆଦର୍ଶ ମଡେ଼ଲ୍ ସ୍କୁଲ ଖୋଲାଯିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଗାମୀ ଶିକ୍ଷାବର୍ଷଠାରୁ ରାଜ୍ୟରେ ୩୬ଟି ନୂଆ ଆଦର୍ଶ ମଡେ଼ଲ୍ ବିଦ୍ୟାଳୟ ଖୋଲାଯିବା ନେଇ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନ ଘୋଷଣା କରିଛନ୍ତି । Hon'ble CM addressed the Orientation Programme for Principals…

୬୭ ରନରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରି ଭାରତ ଜିତିଲା ଟି-୨୦ ଶୃଙ୍ଖଳା

ମୁମ୍ବାଇ: ୱାଙ୍ଖେଡେ଼ ଷ୍ଟାଡ଼ିୟମଠାରେ ଅନୁÂିତ ହୋଇଥିବା ଚୂଡ଼ାନ୍ତ ଟି-୨୦ ମ୍ୟାଚରେ ଭାରତ ୱେଷ୍ଟଇଣ୍ଡିଜକୁ ୬୭ ରନରେ ପରାସ୍ତ କରି ବୃହତ ବିଜୟ ହାସଲ କରିପାରିଛି । ଭାରତ ଏହି ବିଜୟ ସହିତ ଶୃଙ୍ଖଳାକୁ ୨-୧ରେ ହାତେଇବାରେ ସକ୍ଷମ ହୋଇଛି । India win by 67 runs! Kieron Pollard's…

‘ଫେଡକୋର ସହଯୋଗୀ ମହିଳା ଏସଏଚଜି’ ମିଶନ ଶକ୍ତି ପକ୍ଷରୁ ସମ୍ମାନିତ

ଭୁବନେଶ୍ୱର: ଫିଡବ୍ୟାକ ଏନର୍ଜି ଡିଷ୍ଟ୍ରିବ୍ୟୁସନ କଂପାନି (ଫେଡକୋ)ର ସହଯୋଗୀ ଭାବେ କାର୍ଯ୍ୟ କରୁଥିବା ନୟାଗଡ଼ର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ବିଦ୍ୟୁତ ବିତରଣ କ୍ଷେତ୍ରରେ ସଫଳ ରାଜସ୍ୱ ପରିଚାଳନା କାର୍ଯ୍ୟ ପାଇଁ ଓଡ଼ିଶା ସରକାର ସ୍ୱୀକୃତି ପ୍ରଦାନ କରିଛନ୍ତି । ମିଶନ ଶକ୍ତି ପକ୍ଷରୁ…

ଧାନ ସଂଗ୍ରହର ବକେୟା ସବସିଡି ତୁରନ୍ତ ପ୍ରଦାନ ନିମନ୍ତେ କେନ୍ଦ୍ରକୁ ରାଜ୍ୟ ସରକାରଙ୍କ ପତ୍ର

ଭୁବନେଶ୍ୱର: ରାଜ୍ୟକୁ ଧାନ ସଂଗ୍ରହ ବାବଦରେ ବକେୟା ସବସିଡି ଅର୍ଥ ତୁରନ୍ତ ପ୍ରଦାନ ନିମନ୍ତେ ଆଜି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବିତରଣ ମନ୍ତ୍ରୀ ରାମବିଳାସ ପାଶୱାନଙ୍କୁ ନୂଆଦିଲ୍ଲୀ…

ରାଜ୍ୟସଭାରେ ଗୃହୀତ ହେଲା ନାଗରିକତା ସଂଶୋଧନ ବିଲ୍

ନୂଆଦିଲ୍ଲୀ : ନାଗରିକତା ସଂଶୋଧନ ବିଲ୍‌-୨୦୧୯ ବୁଧବାର ଦିନ ରାଜ୍ୟସଭାରେ ଗୃହୀତ ହୋଇଛି । ଏହା ସପକ୍ଷରେ ୧୨୫ଟି ଭୋଟ ମିଳିଥିବା ବେଳେ ବିପକ୍ଷରେ ୧୦୫ଟି ଭୋଟ ମିଳିଛି । ବର୍ତ୍ତମାନ ରାଷ୍ଟ୍ରପତିଙ୍କ ମୋହର ବାଜିବା ପରେ ଏହା ଆଇନରେ ପରିଣତ ହୋଇଯିବ। ପୂର୍ବରୁ ଏହି ବିଲ୍‌ଟି ଲୋକସଭାରେ…

ରୋହିତ-ରାହୁଲ୍ ଓ କୋହଲୀଙ୍କ ବିସ୍ଫୋରକ ବ୍ୟାଟିଂ; ୱେଷ୍ଟଇଣ୍ଡିଜକୁ ୨୪୧ ରନର ବିରାଟ ଟାର୍ଗେଟ୍ !

ମୁମ୍ବାଇ: ମୁମ୍ବାଇର ୱାଂଙ୍ଖେଡ଼େ ଷ୍ଟାଡ଼ିୟମରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଆଜି ଅନୁଷ୍ଠିତ ହେଉଥିବା ନିର୍ଣ୍ଣାୟକ ଟି-୨୦ ମ୍ୟାଚରେ ଟିମ୍ ଇଣ୍ଡିଆ ଧୁଆଁଧାର ବ୍ୟାଟିଂ ପ୍ରଦର୍ଶନ କରିଛି । ଦୁର୍ଦ୍ଦଶ ଓପନର୍ ରୋହିତ ଶର୍ମା ଓ ଲୋକେଶ ରାହୁଲଙ୍କ ଦମଦାର ବ୍ୟାଟିଂ ପ୍ରଦର୍ଶନ ସାଙ୍ଗକୁ କପ୍ତାନ…

ଗାନ୍ଧୀଙ୍କ ଚର୍ଚ୍ଚାରେ ମୁଖରିତ ହେଲା ‘ଅକ୍ଷର’ର ଷଷ୍ଠ ସନ୍ଧ୍ୟା…

ଭୁବନେଶ୍ୱର: ଅକ୍ଷରର ଷଷ୍ଠ ସନ୍ଧ୍ୟାରେ ଗାନ୍ଧୀଙ୍କୁ ନେଇ ଆଲୋଚନା ହୋଇଯାଇଛି । ରାମାୟଣ ଓ ଗୀତା ସମେତ କେତେକ ମହାଗ୍ରନ୍ଥ ଏବଂ ଉଲ୍ଲେଖଯୋଗ୍ୟ ଆଖ୍ୟାନରେ ଗାନ୍ଧିଜୀ ପ୍ରଭାବିତ ହୋଇଥିଲେ । ପରବର୍ତ୍ତୀ ସମୟରେ ଆଉ କେତୋଟି ମୂଲ୍ୟବାନ ପୁସ୍ତକ ଅଧ୍ୟୟନ କରି ସେ ନିଜର ଜୀବନ ନିର୍ମାଣ କରିଥିଲେ ।…

ପୁରୀର ଐଶାନେଶ୍ୱର ମହାଦେବ: ଯିଏକି ଶ୍ରୀଜଗନ୍ନାଥଙ୍କ ଗୁରୁ ରୂପେ ପାଆନ୍ତି ପୂଜା !

ପୁରୀ: ସାରା ବିଶ୍ୱକୁ ଚଳାଉଥିବା ଶ୍ରୀଜଗନ୍ନାଥଙ୍କର ମଧ୍ୟ ଗୁରୁ ଅଛନ୍ତି । ପୁରୀ ଶ୍ରୀମନ୍ଦିରରେ ସାଧାରଣ ମଣିଷ ପରି ଜଗନ୍ନାଥଙ୍କର ମଧ୍ୟ ସମସ୍ତ କାର୍ଯ୍ୟ କରା ଯାଇଥାଏ । ସେ ଶୁଅନ୍ତି, ଉଠନ୍ତି, ଦାନ ଘଷନ୍ତି, ବେଶ ଭୂଷା ହୁଅନ୍ତି, ଭୋଗ ଖାଆନ୍ତି, ଜ୍ୱରରେ ପଡନ୍ତି, ଶ୍ରାଦ୍ଧ କରନ୍ତି ଓ…

କ୍ୟାବିନେଟ ବୈଠକ: ତିନି ସରକାରୀ ବୀମା କମ୍ପାନୀ ହୋଇପାରେ ବିଲୟ !

ଭୁବନେଶ୍ୱର: ଦେଶର ତିନି ପ୍ରମୁଖ ସରକାରୀ ବୀମା କମ୍ପାନୀ ଯଥା- ଓରିଏଣ୍ଟାଲ ଇଂନସୁରାନ୍ସ, ନେସନାଲ ଇଂନସୁରାନ୍ସ ଓ ୟୁନାଇଟେଡ଼ ଇଂନସୁରାନ୍ସ କୁ କେନ୍ଦ୍ର ସରକାର ବିଲୟ କରିପାରନ୍ତି | ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏହି ସପ୍ତାହରେ ଆୟୋଜିତ ବୈଠକରେ…