ବିଜେପୁର ଉପ-ନିର୍ବାଚନ: ନବୀନ ଜନ୍ମଦିନ ପରେ ଆରମ୍ଭ କରିବେ ପ୍ରଚାର
ଭୁବନେଶ୍ୱର: ବିଜୁ ଜନତା ଦଳର ସଭାପତି ତଥା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅକ୍ଟୋବର ୧୬ ତାରିଖରେ ତାଙ୍କର ଜନ୍ମଦିନ ପରଦିନ ହିଁ ବିଜେଡ଼ି ପ୍ରାର୍ଥୀ ରୀତା ସାହୁଙ୍କ ଲାଗି ବିଜେପୁରରେ ନିର୍ବାଚନ ପ୍ରଚାର ଆରମ୍ଭ କରିବେ ।
ଦୀର୍ଘ ପାଞ୍ଚଦିନ ଧରି ଦୁର୍ଗାପୂଜା ଉପଲକ୍ଷେ ବିଜେପୁର…