ଲୋକସଭା ନିର୍ବାଚନ: ସିପିଏମ ନେତା ଜନାର୍ଦ୍ଦନ ପତି ଭୁବନେଶ୍ୱରରୁ ଲଢିବେ
ଭୁବନେଶ୍ୱର: ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀରୁ ବରିଷ୍ଠ କମ୍ୟୁନିଷ୍ଟ ନେତା ଜନାର୍ଦ୍ଦନ ପତି ନିର୍ବାଚନ ଲଢିବେ ବୋଲି ସିପିଏମ ପକ୍ଷରୁ ଶନିବାର ଦିନ ବିଧିବଦ୍ଧ ଭାବେ ନାମ ଘୋଷଣା କରାଯାଇଛି ।
ସେହିପରି ନୂଆଦିଲ୍ଲୀଠାରେ ଦଳର କେନ୍ଦ୍ରୀୟ କମିଟି ମଧ୍ୟ ଲୋକସଭା ନିର୍ବାଚନ ଲାଗି ୪୪ ଜଣ…