ବିଜେଡ଼ିରେ ଯୋଗଦେଲେ କଂଗ୍ରେସ ନେତା ପ୍ରଦୀପ ଦିଶାରି
ଭୁବନେଶ୍ୱର: କଳାହାଣ୍ଡିର କଂଗ୍ରେସ ନେତା ପ୍ରଦୀପ ଦିଶାରି ମଙ୍ଗଳବାର ଦିନ ତାଙ୍କର ଅନେକ ସମର୍ଥକଙ୍କ ସହିତ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ଯୋଗଦେଇଛନ୍ତି ।
ପ୍ରାର୍ଥୀ ଚୟନରେ ଅସନ୍ତୋଷ ପ୍ରକାଶ କରିବା ସହିତ ଦଳରେ ତାଙ୍କୁ ଅଣଦେଖା କରିବା…