ବିଜେଡ଼ି ଛାଡ଼ିଲେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ
ଭୁବନେଶ୍ୱର: ନବରଙ୍ଗପୁରର ବିଜେଡ଼ି ସାଂସଦ ବଳଭଦ୍ର ମାଝୀ ଗୁରୁବାର ଦିନ ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି ।
ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ମାଝୀ କହିଛନ୍ତି, ଆଜି ସକାଳେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ନବୀନ ନିବାସ ଯାଇଥିଲେ । ସେ ତାଙ୍କୁ…