ଶିରୁଳି ମହାବୀରଙ୍କ ମସ୍ତକରେ ବସିଲା ଲକ୍ଷ୍ମୀ ପେଚା, ଶୁଭ ଲକ୍ଷଣ ଦେଖିବାକୁ ମନ୍ଦିରରେ ଭିଡ଼
ପୁରୀ: ପୁରୀ ଜିଲ୍ଲା ଚନ୍ଦନପୁର ବ୍ଲକ ଅନ୍ତର୍ଗତ ଶିରୁଳି ଗ୍ରାମରେ ଗୁରୁବାର ଦିନ ଏଠାରେ ଥିବା ପ୍ରସିଦ୍ଧ ମହାବୀର ହନୁମାନଜୀଙ୍କ ବିଗ୍ରହ ମସ୍ତକରେ ଏକ ଧଳା ପେଚା ବସିଥିବାର ଜଣାପଡ଼ିବା ପରେ ଶହ ଶହ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଛି ।
ମିଳିଥିବା ସୂଚନାନୁଯାୟୀ, ପୁରୀ ଜିଲ୍ଲା…