ଭାଇରାଲ ମ୍ୟାଟ୍ରିକ୍ ହିନ୍ଦୀ ପ୍ରଶ୍ନପତ୍ର ନକଲି: ଡିଇଓ
ବଲାଙ୍ଗିର : ଚଳିତ ବର୍ଷ ମ୍ୟାଟ୍ରିକ୍ ପରୀକ୍ଷା ଆରମ୍ଭ ପରଠାରୁ ପ୍ରଶ୍ନପତ୍ର ଭାଇରାଲ ହେବା ଭଳି ଘଟଣା ନଜରକୁ ଆସିଥିବାବେଳେ ବୁଧବାର ଦିନ ପୁଣି ମାଟ୍ରିକ୍ ହିନ୍ଦୀ ପ୍ରଶ୍ନପତ୍ର ଭାଇରାଲ୍ ଅଭିଯୋଗ ହୋଇଛି।
ମିଳିଥିବା ସୂଚନାନୁଯାୟୀ ଆଜି ପରୀକ୍ଷା ଆରମ୍ଭ ହେବାର ପ୍ରାୟ ୧୫ ମିନିଟ୍ ପରେ ଏହି…