Latest Odisha News

BREAKING NEWS

ମାସୁଦ ଆଝାର୍ ରହିଥିବା ନେଇ ପାକିସ୍ତାନ ଶେଷରେ ସ୍ୱୀକାର କଲା

ଇସଲାମାବାଦ: ପାକିସ୍ତାନରେ ଥିବା ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦର ପ୍ରତିଷ୍ଠାତା ମୌଲାନା ମାସୁଦ୍ ଆଝାର ପାକିସ୍ତାନରେ ରହିଥିବା ସ୍ପଷ୍ଟ କରିଛି ପାକିସ୍ତାନୀ ବୈଦେଶିକ ମନ୍ତ୍ରଣାଳୟ । ମାସୁଦ ଆଝାର ଏବେ ଅତ୍ୟନ୍ତ ଅସୁସ୍ଥ ରହିଥିବାର ପାକିସ୍ତାନୀ ବୈଦେଶିକ ମନ୍ତ୍ରଣାଳୟ ସୂଚନା ପ୍ରଦାନ…

ଫେରୁଛନ୍ତି ଅଭିନନ୍ଦନ, ୱାଘା ବର୍ଡ଼ରରେ ହାଇ ଆଲର୍ଟ

ନୂଆଦିଲ୍ଲୀ: ପାକିସ୍ତାନ ସେନା ଦ୍ୱାରା କବଳିତ ହୋଇଥିବା ଭାରତୀୟ ବାୟୁସେନା ପାଇଲଟ୍ ୱିଙ୍ଗ୍ କମାଣ୍ଡର୍ ଅଭିନନ୍ଦନ ବର୍ଦ୍ଧମାନ ଭାରତ ଫେରୁଛନ୍ତି । Defence forces to remain on high alert across the border despite IAF pilot’s return: Sources Read @ANI Story |…

ମାର୍ଚ୍ଚ ୩ରୁ ରାଜ୍ୟରେ ତିନିଦିନ ଧରି ଲଗାଣ ବର୍ଷା ଆଶଙ୍କା

ଭୁବନେଶ୍ୱର : ଆସନ୍ତା ମାର୍ଚ୍ଚ ୩ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ରାଜ୍ୟରେ ତିନିଦିନ ଧରବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ କରିଛି । ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ସୁଦର୍ଶନ ମିଶ୍ର ଶୁକ୍ରବାର ଦିନ ଗଣମାଧ୍ୟମକୁ…

ଭିମସାରରେ ମୁଖ୍ୟମନ୍ତ୍ରୀ ଭେଟିଲେ ଆହତ ଯବାନଙ୍କୁ

ସମ୍ବଲପୁର : ଝାରସୁଗୁଡା ସଡକ ଦୁର୍ଘଟଣାରେ ଆହତ ହୋଇଥିବା ଓଡିଶା ରାଜ୍ୟ ସଶସ୍ତ୍ର ପୋଲିସ ବାହିନୀ (ଓଏସଏପି) ଯବାନମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ବୁର୍ଲାସ୍ଥିତ ଭିମସାର୍ ମେଡିକାଲରେ ଭେଟିଛନ୍ତି । ମିଳିଥିବା ସୂଚନାନୁଯାୟୀ ମୁଖ୍ୟମନ୍ତ୍ରୀ ଦ୍ୱିପ୍ରହର ସମୟରେ…

କୋରାପୁଟ: ମ୍ୟାଟ୍ରିକ୍ ପ୍ରଶ୍ନପତ୍ର ଲିକ୍ ଘଟଣାରେ ୪ ଗିରଫ

କୋରାପୁଟ : ଫେବୃଆରି ୨୨ ତାରିଖରେ ଅନୁଷ୍ଠିତ ହୋଇଥିବା ମ୍ୟାଟ୍ରିକ୍ ପରୀକ୍ଷାର ପ୍ରଥମ ଦିନରେ ସାହିତ୍ୟ ପ୍ରଶ୍ନପତ୍ର ଭାଇରାଲ ହେବା ଘଟଣାରେ ଶୁକ୍ରବାର ଦିନ ପୋଲିସ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକର ୪ ଜଣଙ୍କୁ ଗିରଫ କରିଛି । ମିଳିଥିବା ସୂଚନାନୁଯାୟୀ ପୋଲିସ ଉକ୍ତ ଅଞ୍ଚଳର ଏକ ଜେରକ୍ସ…

କେନ୍ଦ୍ରାପଡାରେ ଯୁବକଙ୍କୁ ଗୁଳିମାଡ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ତେଣ୍ଡାକୁଡା ପଞ୍ଚାୟତର ବଡନୟନପୁର ଛକରେ ଗୁରୁବାର ରାତିରେ ୁ ଗୁଳିମାଡ ଭଳି ଅଭାବନୀୟ ଘଟଣା ଘଟିଛି । ଏହି ଗୁଳିକାଣ୍ଡରେ ପ୍ରଶାନ୍ତ ବାରିକ ନାମକ ଜଣେ ଯୁବକଙ୍କ ବାମ ଗୋଡ଼ରେ ଗୁଳି ବାଜିଛି । ଫଳରେ ସେ ଗୁରୁତର ଆହତ…

ଝାରସୁଗୁଡାରେ ଦୁର୍ଘଟଣାଗ୍ରସ୍ତ ମୃତ ଯବାନଙ୍କ ପରିବାରକୁ ୫ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର/ ଝାରସୁଗୁଡା : ଝାରସୁଗୁଡା ଜିଲ୍ଲା ବେଲପାହାଡ ଠାରେ ଶୁକ୍ରବାର ଦିନ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ଜଣ ଯବାନ ନିହତ ହେବା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପାଇଁ ୫ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ମୃତ…

ଚାପରେ ମୁଣ୍ଡ ଝୁଙ୍କାଇଲା ପାକିସ୍ତାନ, ବୀରଦର୍ପରେ ଫେରୁଛନ୍ତି ଅଭିନନ୍ଦନ…

ନୂଆଦିଲ୍ଲୀ: ପାକିସ୍ତାନ ସେନା କବଳରେ ଥିବା ଭାରତୀୟ ବାୟୁସେନା ପାଇଲଟ୍ ୱିଙ୍ଗ୍ କମାଣ୍ଡର୍ ଅଭିନନ୍ଦନ ବର୍ଦ୍ଧମାନ ଆଜି ଭାରତ ଫେରୁଛନ୍ତି । ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ଗୁରୁବାର ଦିନ ଭାରତୀୟ ବାୟୁସେନା ପାଇଲଟଙ୍କୁ ମୁକ୍ତ କରିଦେବାକୁ ଘୋଷଣା କରିବା ପରେ ଆଜି ଦିନ ୩ଟା ସମୟରେ…

ଝାରସୁଗୁଡ଼ା: ସଡକ ଦୁର୍ଘଟଣାରେ ୨ ଓଏସଏପି ଯବାନ ମୃତ, ୨୯ରୁ ଅଧିକ ଆହତ

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ସ୍ଥିତ ୪୯ ନଂ ଜାତୀୟ ରାଜପଥ ନିକଟସ୍ଥ ଲଖନପୁର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଶୁକ୍ରବାର ଦିନ ୨ ଜଣ ଓଏସଏପି ଯବାନଙ୍କ ମୃତ୍ୟୁ ଘଟିବା ସହ ପ୍ରାୟ ୨୯ ଜଣ ଆହତ ହୋଇଛନ୍ତି। ମିଳିଥିବା ସୂଚନାନୁଯାୟୀ ବେଲପାହାଡ଼ର ଏକ ପେଟ୍ରୋଲ୍ ପମ୍ପ…

ଜମ୍ମୁ-କାଶ୍ମୀର: କୁପୱାଡାରେ ସେନା ଏନକାଉଣ୍ଟର, ୨ ଆତଙ୍କବାଦୀ ନିହତ

ଶ୍ରୀନଗର : ଜମ୍ମୁ-କାଶ୍ମୀର ଅନ୍ତର୍ଗତ କୁପୱାଡା ଜିଲ୍ଲାର ହିନ୍ଦୱାଡାସ୍ଥିତ ଲଙ୍ଗେଟ୍ ଅଞ୍ଚଳରେ ଶୁକ୍ରବାର ଦିନ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ଗୁଳି ବିନିମୟରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ କୁପୱାଡା ଜିଲ୍ଲାର ହିନ୍ଦୱାଡାସ୍ଥିତ ଲଙ୍ଗେଟ୍ ଅଞ୍ଚଳରେ କେତେକ…