ଋଷି କୁମାର ଶୁକ୍ଳା ସିବିଆଇ ନିର୍ଦ୍ଦେଶକ ଭାବେ ନିଯୁକ୍ତ
ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ପୂର୍ବତନ ଡ଼ିଜିପି ଋଷି କୁମାର ଶୁକ୍ଳା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (ସିବିଆଇ) ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି ।
ଏକ ସରକାରୀ ବିଜ୍ଞପ୍ତି ଅନୁସାରେ ୧୯୮୪ ମସିହା ବ୍ୟାଚ୍ ର ଆଇପିଏସ ଅଧିକାରୀ ଆସନ୍ତା ୨ ବର୍ଷ ଲାଗି ନିଯୁକ୍ତ ହୋଇଛନ୍ତି ।…