ଭୁବନେଶ୍ୱରରେ କେଜ୍ରିୱାଲଙ୍କ ର୍ୟାଲି: ସଭାରେ ଶ୍ରୀକାନ୍ତ, ଟାର୍ଗେଟରେ ରାଜ୍ୟ ସରକାର
ଭୁବନେଶ୍ୱର: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି (ଆପ୍)ନେତା ଅରବିନ୍ଦ କେଜ୍ରିୱାଲ ଗୁରୁବାର ଦିନ ରାଜଧାନୀର ଅନୁଷ୍ଠିତ ଏକ ର୍ୟାଲିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତାଙ୍କ ଭାଷଣରେ ଆକ୍ରମଣ କରି କହିଛନ୍ତି, ଏହି କେବଳ ବିଜେଡ଼ି ନୁହେଁ କଂଗ୍ରେସ ଓ ବିଜେପି ସହିତ ଏହି ସରକାର…