ସିସିଟିଭି କ୍ୟାମେରାରେ କଏଦ ହେଲା ଯୁବତୀଙ୍କ ଗହଣା ଚୋରି
ଭୁବନେଶ୍ୱର : ରାଜଧାନୀର ଏକ ଗହଣା ଦେକାନରୁ ଜଣେ ଯୁବତୀ ଗହଣା ଚୋରି କରୁଥିବା ବେଳେ ଏହି ଘଟଣା ଦେକାନରେ ଲାଗିଥିବା ସିସିଟିଭି ଫୁଟେଜରେ କଏଦ ହୋଇଛି ।
ରାଜମହଲ ଛକରେ ଥିବା ଏକ ଗହଣା ଦୋକାନରୁ କିଛି ଦିନ ପୂର୍ବରୁ ଉକ୍ତ ଯୁବତୀ ଜଣକ ୨ଟି ସୁନା ମୁଦି ସହ ଦୋକାନରୁ ପ୍ରାୟ ୬୦ ହଜାର ଟଙ୍କାର…